ଦେଶ- ବିଦେଶ

ଯଦି ଆପଣଙ୍କ ଗର୍ଲ-ଫ୍ରେଣ୍ଡ ଦେଉଥାଏ ଆପଣଙ୍କୁ ଧୋକା ତେବେ ଜାଣିପାରିବେ ଏହିପରି!

ଯଦି ଆପଣଙ୍କ ଗର୍ଲ-ଫ୍ରେଣ୍ଡ ଦେଉଥାଏ ଆପଣଙ୍କୁ ଧୋକା ତେବେ ଜାଣିପାରିବେ ଏହିପରି!

ଯେବେ ବି କୌଣସି ଅଫୟାର ବିଷୟରେ ଜଣାପଡ଼ିଥାଏ ସେତେବେଳେ ସମସ୍ତେ କହିଥାନ୍ତି କି ନିଶ୍ଚିନ୍ତ ପୁଅ ନିଜ କଥାରେ ଝିଅକୁ ଫସେଇ ଦେଇଥିବା. କିନ୍ତୁ ବୋଧେ ଲୋକମାନେ ଜାଣିନଥାନ୍ତି କି କଥା କହିବାରେ ଆଜିକାଲି ଝିଅ ମାନେ ପୁଅଙ୍କୁ ବି ପଛରେ ପକେଇଦେଇଛନ୍ତି .

 

ଗର୍ଲ-ଫ୍ରେଣ୍ଡ ଦେଉଥାଏ ଆପଣଙ୍କୁ ଧୋକା

ତେବେ ଆସନ୍ତୁ ଜାଣିବା କି ଆପଣଙ୍କ ଗାର୍ଲଫ୍ରେଣ୍ଡ ଯଦି କାହା ସହ ଫ୍ଲାର୍ଟ କରୁଥାନ୍ତି ତେବେ ଆପଣ ଜାଣିବେ କେମିତି . ତାଙ୍କର ଏହି ସବୁ ବ୍ୟବହାର ଉପରେ ଧ୍ୟାନ ଦିୟନ୍ତୁ

1. ଯଦି କୌଣସି ପୁଅ କାହାସହ କଥା ହଉଥାଏ ଆଉ ସେତିକି ବେଳେ ସେ ଝିଅ ଆସି ସେଠି ଛିଡା ହୋଇଯାଏ ତେବେ ଜଣାନ୍ତୁ କି ସେ ଝିଅ ଫ୍ଲାର୍ଟ କରୁଛି .

2. ଝିଅମାନେ ଯେତେବେଳେ ଫ୍ଲାର୍ଟ କରନ୍ତି ସେ ବାରମ୍ବାର ପୁଅ କୁ ଦେଖିକି ନିଜ ଚୁଟି କୁ ଠିକ କରିଥାନ୍ତି .

3. ଯେମିତି ହିଁ ପୁଅ ଝିଅ ଆଡକୁ ଦେଖିବା ତ ଝିଅ ନିଜ ଡ୍ରେସ କୁ ସାଇଜ କରିବାକୁ ଲାଗିବ .

4. ବସିବା ସମୟରେ ଝିଅ ପୁଅର କାନ୍ଧରେ ହାତ ରଖିବାକୁ ଚେଷ୍ଟା କାରୁଥିବ.

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button