ସ୍ୱାସ୍ଥ୍ୟ

ଏହି ଗୋଟାଏ ପତ୍ର ମୁଣ୍ଡବିନ୍ଧା ,କିଡନୀ ଷ୍ଟୋନ ଓ ଚର୍ମରୋଗ ୧୦୦୦ ପ୍ରକାର ରୋଗ ଭଲ କରିଥାଏ । ଜାଣନ୍ତୁ

ନମସ୍କାର ବନ୍ଧୁଗଣ ।  ମଣିଷ ଜୀବନରେ ସୁସ୍ଥସବଳ ଜୀବନଯାପନ କରିବାକୁ ଇଛା କରିଥାଏ । କାରଣ ଶରୀର ସୁସ୍ଥ ରହିବା ଦ୍ଵାରା ମଣିଷ ମନ ଆନନ୍ଦ ରୁହେ । ତେଣୁ ସମସ୍ତେ ଏକମାତ୍ର ପ୍ରୟାସ କରିଥାନ୍ତି କି କିପରି ଶରୀରକୁ ରୋଗମୁକ୍ତ କରିରଖିବେ । ରୋଗଶୂନ୍ୟ ଜୀବନ ଶାନ୍ତି ଓ ହସଖୁସିରେ ଅତିକ୍ରମିତ ହୋଇଥାଏ । ତେବେ ମୁଁ ଆଜି ଆପଣମାନଙ୍କୁ ଏମିତି ଏକ ପତ୍ର ସମ୍ପର୍କରେ କହିବାକୁ ଚାହେଁ ଯଥା ତାହା ବହୁରୂପ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟେ ।

ଆପଣ ତାହାକୁ ଆପଣଙ୍କ ଆଖପାଖରେ ଦେଖିଥିବେ କିନ୍ତୁ ତାହା ସଦଗୁଣ ସମ୍ପର୍କରେ ଅଭଜ୍ଞ ହୋଇଥାନ୍ତି । ଆଉ କେତେକଲୋକେ ଏହାକୁ ଉପାଡି ଫୋପାଡି ଦେଇଥାନ୍ତି ।  ଆମ ଘରର ଚର୍ତୁପାର୍ଶ୍ଵରେ ଅନେକ ଗୁଡାଏ ଗଛ ରହିଥାଏ କିନ୍ତୁ ଆମେ ତାହାର ଔଷଧୀୟ ଗୁଣ ଜାଣିନଥିବାରୁ ବ୍ୟବହାର କରିନଥାଉ ।। ଆଜି ଆମେ ଯେଉଁ ପତ୍ର ବିଷୟରେ  କହୁଛୁ ତାହା ନାମ ହେଉଛି ଅମରପୋଇ ପତ୍ର ।

ଏହା ଷ୍ଟୋନ , ମୁଣ୍ଡବିନ୍ଧା ଓ ଚର୍ମରୋଗ ଭଳି ଅନେକ ରୋଗ ଭଲ କରେ । ଆଉ କେତେକ ସ୍ଥାନରେ ଲୋକେ ଏହାର ତରକାରୀ କରି ଖାଇଥାନ୍ତି । ଏହା ଅତ୍ୟଧିକ ସ୍ଵାଦିଷ୍ଟ ହେବା ସହିତ ଆମ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଆସନ୍ତୁ ଜାଣିବା ଏହାର ପ୍ରୟୋଗ ବାବଦରେ ଏହି ପତ୍ରକୁ ବ୍ୟବହାର କରିବା ପୂର୍ବରୁ ଭଲ ଭାବରେ ଧୋଇଦେବା ଉଚିତ୍ ।

ଯଦି ଆପଣଙ୍କର ମୁଣ୍ଡା ବିନ୍ଧା ଭଳି ସମସ୍ୟା ରହିଥାଏ ତେବେ ବାରମ୍ବାର ଔଷଧର ପ୍ରୟୋଗ କରିବା ବଦଳରେ ଏହି ପତ୍ରକୁ ବ୍ୟବହାର କରିପାରିବେ । ଆପଣ ପ୍ରଥମେ ଅମରପୋଇ ପତ୍ରକୁ ଭଲ ଭାବରେ ଧୋଇ ଏହାକୁ ବାଟି ମୁଣ୍ଡରେ ଲେପ ଲଗାଇବା ଦ୍ଵାରା ଆପଣଙ୍କ ମୁଣ୍ଡବିନ୍ଧା ଠିକ ହୋଇଯାଇଥାଏ । ଆପଣଙ୍କୁ ଆଖି ସହ ଯୋଡିତ ସମସ୍ୟା ଯଥା ଆଖି କୁଣ୍ଡାଇହେବା ଆଖିରୁ ଲୁହ ବାହାରିବା ଭଳି ହୁଏ ତେବେ ଏହି ପତ୍ରର ରସ ବାହାର କରି ଆଖିର ବାହାରି ଅଂଶରେ ଲଗାନ୍ତୁ ଦେଖିବେ ଆପଣଙ୍କ ଆଖିବିନ୍ଧା ବା ଲୁହ ଗଡିବା ବନ୍ଦ ହୋଇଯିବ ।

ଏହା ବ୍ୟତୀତ ପରିସ୍ରା ଗଲା ବେଳେ ଜଲନ ଅନୁଭବ ହେଉଛି ତେବେ ଏହି ରସରେ ଅଳ୍ପ ମହୁ ମିଶାଇ ସେବନ କରିବା ଦ୍ଵାରା ମୁତ୍ର ସହ ଯୋଡିତ ସବୁପ୍ରକାରର ସମସ୍ୟା ଠିକ ହୋଇଯିବ । ଏବେ ଆସନ୍ତୁ ଜାଣିବା ଷ୍ଟୋନ ଭଳି ସମସ୍ୟା ଥିବା ବୟକତି ଏହାର ସେବନ କିପରି କରିବେ ପ୍ରଥମେ ଏକ ଗ୍ଳାସ ପାଣି ପାତ୍ରରେ ପକାଇ ଏଥିରେ ଅମରପୋଇ ପତ୍ର ପକାନ୍ତୁ ଏବେ ଏହାକୁ ଗ୍ଯାସ ଉପରେ ପାଣି ଅଧା ହେବ ପର୍ଯ୍ୟନ୍ତ ଫୁଟାନ୍ତୁ ।

ଏବେ ଏହାକୁ ଛାଣି ମହୁ ଓ ଶିଳାଜିତକୁ ମିଶାନ୍ତୁ । ଦିନକୁ ଦୁଇଥର ଆପଣ ଏହିପରି ତିଆରି କରି ପିଇବା ଦ୍ଵାରା ଆପଣଙ୍କ କିଡନୀରେ ଥିବା ଷ୍ଟୋନ ବାହାରିଯିବ । ଅଙ୍କେ ଦିନରୁ ଶୁଖୁନଥିବା ଘା’ ଉପରରେ ଏହି ପତ୍ରକୁ ରଖିବା ଦ୍ଵାରା ଶୀଘ୍ର ଠିକ ହେବାକୁ ଲାଗିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button