ଦେଶ- ବିଦେଶ

ସ୍ତ୍ରୀ ପାଇଁ ଧୋକେବାଜ ହେଇଥାନ୍ତି ଏହି 3 ନାମର ପୁରୁଷ -Jyotish Shastra

ଆଣି କାଲି ଦୁନିଆରେ ସବୁ ମହିଳା ଜଣେ ଭଲ ଜୀବନ ସାଥିଟିଏ ପାଇବା ପାଇଁ ବହୁତ ମାନସ୍ତ କରିଥାଏ ଯାହାଫଳରେ ସାରା ଜୀବନ ସେ ନିଜ ଘର ଲୋକଙ୍କୁ ଛାଡି ତାର ନିଜ ସ୍ୱାମୀ ସହ ବାକି ଜୀବନ ଅତି ଖୁସିରେ ବିତାଇ ପାରିବ । କିନ୍ତୁ କିଛି ପୁରୁଷ ଏମିତି ଆସିଛନ୍ତି ଯେ ସେମାନେ ନିଜ ସ୍ତ୍ରୀ ଥାଉ ଥାଉ ଅନ୍ୟ ମହିଳାଙ୍କ ସହ ସଂମ୍ପର୍କ ରଖିଥାଆନ୍ତି । ତେବେ ଆସନ୍ତୁ ଆଜି ଜାଣିବା ସେହି ପରି ପୁରୁଷଙ୍କ ବିଷୟରେ । ଏହି ୩ ନାମ ଵାଲା ପୁରୁଷ ମାନେ ସବୁ ବେଳେ ନିଜ ସ୍ତ୍ରୀ କୁ ଧୋକା ଦେଇଥାନ୍ତି

K ନାମ ଵାଲା ପୁରୁଷ – ଏହି ନାମ ଵାଲା ପୁରୁଷ ମାନଙ୍କ ମନ ବହୁତ ଶ୍ରୀଘ୍ର ତରଳି ଯାଇଥାଏ । ସେମାନେ ଯେତେବେଳେ କୌଣସି ଅନ୍ୟ ମହିଳାଙ୍କୁ ଦେଖନ୍ତି ବହୁତ ଶୀଘ୍ର ତାଙ୍କ ପ୍ରତି ଆକୃଷ୍ଟ ହୋଇଯାନ୍ତି । ଏମିତିରେ ସେହି ମହିଳାଙ୍କୁ ପାଇବା ପାଇଁ ଯଦି ସଫଳ ହୋଇଯାନ୍ତି ତ ସେମାନଙ୍କ ସହ ଲୁଚି ଲୁଚି ସମ୍ପର୍କ ରଖିଥାଆନ୍ତି ।

ଏମାନେ କିନ୍ତୁ କୌଣସି ମହିଳାଙ୍କୁ ନିଜର କରନ୍ତି ନାହିଁ । ଏମାନଙ୍କୁ ସବୁବେଳେ ନୂଆ ନୂଆ ମହିଳାଙ୍କୁ ପସନ୍ଦ କରିଥାନ୍ତି । ଏହି ଗୁଣର ହୋଇଥିବାରୁ ଏମାନଙ୍କ ସ୍ତ୍ରୀଙ୍କୁ ସବୁବେଳେ ଏମାନଙ୍କ ଉପରେ ନଜର ରଖିବା ଉଚିତ ।

R ନାମ ଵାଲା ପୁରୁଷ- ଏହି ପୁରୁଷ ମାନେ ଝିଅ ମାନଙ୍କୁ ଅତି ସହଜରେ ନିଜ ଆଡକୁ ଆକୃଷ୍ଟ କରିବାରେ ମାହୀର ଥାଆନ୍ତି । ଏମାନେ ନିଜ କଥାର ଶୈଳୀ ଓ ନିଜ ବୁଦ୍ଧି ବଳରେ ମହିଳାଙ୍କ ମନକୁ ଜିତି ନେଇଥାନ୍ତି । ଏହି ପୁରୁଷମାନେ ତାଙ୍କର ଏହି ଗୁଣକୁ ବିବାହ ପରେ ମଧ୍ୟ ଜାରି ରଖିଥାଆନ୍ତି । ଯଦି ଏମାନଙ୍କୁ କୌଣସି ମହିଳା ସମ୍ପର୍କ କରିବା ପାଇଁ ଚାହାନ୍ତି ତେବେ କୌଣସି ବିନା ବାଧା ବିଘ୍ନରେ ତାଙ୍କ ପ୍ରତି ଆକୃଷ୍ଟ ହୋଇଯାନ୍ତି ।

A ନାମ ବାଲା ପୁରୁଷ- ଏହି ନାମ ଵାଲା ପୁରୁଷ ମାନେ ବହୁତ ଶୀଘ୍ର ସବୁ ଜିନିଷରେ ବୋର ହୋଇଯାନ୍ତି । ଏହି ପୁରୁଷ ମନେ କୌଣସି ଜିନିଷ ସହ ବହୁତ ସମୟ ପର୍ଯ୍ୟନ୍ତ ଏଣ୍ଟରଟେନମେଣ୍ଟ ହୁଅନ୍ତି ନାହିଁ । ଏହି ପୁରୁଷ ମାନେ ଏହି କଥା ତାଙ୍କ ସ୍ତ୍ରୀଙ୍କ ଉପରେ ବି ଲାଗୁ କରିଥାନ୍ତି । ଏହି ପୁରୁଷ ମାନେ ବିବାହର କିଛି ଦିନ ପର୍ଯ୍ୟନ୍ତ ନିଜ ସ୍ତ୍ରୀକୁ ଭଲ ପାଆନ୍ତି ଓ ତାଙ୍କ ସହ ରହିବାକୁ ଭଲ ପାଆନ୍ତି ।

କିନ୍ତୁ କିଛି ବର୍ଷ ପରେ ତାଙ୍କ ସ୍ତ୍ରୀଙ୍କ ସହ ରହିବାରେ ବୋର ହୋଇଯାନ୍ତି । ଏହି କାରଣରୁ ଅନ୍ୟ ମହିଳାଙ୍କ ପ୍ରତି ଆକୃଷ୍ଟ ହୋଇଯାନ୍ତି ଏବଂ ନିଜ ସ୍ତ୍ରୀ କୁ ଛାଡି ସେହି ମହିଳାଙ୍କୁ ପ୍ରେମ କରିବସନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button