ଜ୍ୟୋତିଷ

କିନ୍ନର ମାନଙ୍କୁ କେବେ ହେଲେ ଭୁଲରେ ବି ଦିଅନ୍ତୁ ନାହିଁ ଏହି ୫ଟି ଜିନିଷ, ନେହେଲେ

ଏହି ଧରାପୃଷ୍ଟରେ ପୁରୁଷ ଏବଂ ମହିଳାଙ୍କ ବ୍ୟତିତ ଏକ ଅନ୍ୟ ପ୍ରଜାତିର ଲୋକ ମଧ୍ୟ ଅଛନ୍ତି ସେମାନଙ୍କୁ କିନ୍ନର ବୋଲି କୁହାଯାଇଥାଏ । କିନ୍ନର ମାନଙ୍କର କେବେ ହେଲେ ବି ଥଟ୍ଟା କରନ୍ତୁ ନାହିଁ । କାରଣ ସେମାନେ ଯଦି କାହାକୁ ଅଭିଶାପ ଦେଇଦିଅନ୍ତି ତାହେଲେ ତାହା ନିଶ୍ଚିନ୍ତ ଭାବେ ଫଳିଥାଏ । ଏହାଛଡା ବି କିନ୍ନର ମାନେ ଯାହାକୁ ନିଜ ହୃଦୟରୁ ଆଶୀର୍ବାଦ କରନ୍ତି ସେମାନଙ୍କ ଉପରେ ଏହାର ମଧ୍ୟ ପ୍ରଭାବ ପଡିଥାଏ । ଯଦି ଆପଣ ସେମାନଙ୍କୁ ନିଜ ଇଚ୍ଛାରେ କିଛି ଦାନ କରନ୍ତି ତାହେଲେ ଆପଣଙ୍କର ସବୁ କଷ୍ଟ ଦୂର ହୋଇଯାଇଥାଏ । କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାକୁ କେବେ ହେଲେ ବି କିନ୍ନର ମାନଙ୍କୁ ଦେବା ଉଚିତ ନୁହେଁ ।

କିନ୍ନର ମାନଙ୍କୁ କେହି ହେଲେ ବି ଭୁଲରେ ଦାନ କରନ୍ତୁ ନାହିଁ ଏହି ୫ଟି ଜିନିଷ

ଯଦି ଆପଣଙ୍କ ଘରେ କୌଣସି ମାଙ୍ଗଳିକ କାମ ହେଉଛି ଏବଂ ସେହି ସମୟରେ ସେଠାରେ କିନ୍ନର ମାନେ ଆସି ପହଞ୍ଚୁଛନ୍ତି ତାହେଲେ ଆପଣ କେବେ ହେଲେ ବି ଭୁଲରେ ତାଙ୍କୁ ନିଜ ଘରର ଛାଡୁ ଦାନ କରନ୍ତୁ ନାହିଁ । କାରଣ ଏହା କରିବା ଦ୍ଵାରା ଘରୁ ଲକ୍ଷ୍ମୀ ଚାଲି ଯାଇଥାନ୍ତି, ଟଙ୍କା ତ ଆସିବ କିନ୍ତୁ ତାହା ନରହି ପାଣି ଭଳି ଖର୍ଚ ହୋଇଯିବ ।

କିନ୍ନର ମାନଙ୍କୁ କେବେ ହେଲେ ବି ଷ୍ଟିଲ ବାସନ ଦାନ କରନ୍ତୁ ନାହିଁ କାରଣ ଏହା ଦ୍ଵାରା ଆପଣଙ୍କ ଘରର ସୁଖ ଶାନ୍ତି ନଷ୍ଟ ହୋଇ ଯାଇଥାଏ ଏବଂ ସବୁବେଳେ ସମସ୍ୟା ଲାଗି ରହିଥାଏ ।

ପୁରୁଣା କପଡା କେବେ ହେଲେ ବି କିନ୍ନର ମାନଙ୍କୁ ଦାନ କରିବା ଉଚିତ ନୁହେଁ ।

କିନ୍ନରମାନଙ୍କୁ କେବେ ହେଲେ ବି ତେଲ ଦାନ ସ୍ୱରୂପ ଦିଅନ୍ତୁ ନାହିଁ । କାରଣ ଏହା ଦ୍ଵାରା ଆପଣଙ୍କ ଘରୁ ଚାଲିଯାଇ ଥିବା ଦାରିଦ୍ରତା ପୁଣି ଥରେ ଫେରି ଆସିଥାଏ ।

କିନ୍ନର ମାନଙ୍କୁ ପ୍ଲାଷ୍ଟିକ ଜିନିଷ ଦାନ କରିବା ଦ୍ଵାରା ଆପଣଙ୍କ ଘରର ସଦସ୍ୟଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ ଏବଂ ଘରର ଉନ୍ନତି ବି ଅଟକି ଯାଇଥାଏ । ଏଥିପାଇଁ କେବେ ହେଲେ ବି କିନ୍ନର ମାନଙ୍କୁ ପ୍ଲାଷ୍ଟିକ ଜିନିଷ ଦାନ କରିବା ଉଚିତ ନୁହେଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button