ମନୋରଞ୍ଜନ

୧୪ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଦେଇ ଯାଇଥିଲେ ‘ରସନା ଗର୍ଲ’, ଛୋଟ ଝିଅଟିକୁ ଏମିତି ହୋଇଯାଇଥିଲା ନିଜ ମୃର୍ତ୍ୟୁର ଅନ୍ଦାଜ

ମଣିଷଙ୍କର ଜୀବନର କୌଣସି ଭରସା ନାହିଁ, କେତେବେଳେ କାହା ସହିତ କଣ ହୋଇଯିବ ଏହା ବିଷୟରେ କାହକୁ ବି ଜଣା ନ ଥାଏ । କିଛି ଏମିତି ହିଁ ହୋଇଥିଲା ବଲୀଉଡର ଏକ ଶିଶୁ କଳକାର ତରୁଣୀ ସଚଦେବଙ୍କ ସହ । ତାଙ୍କୁ ରସନା ଗର୍ଲ ବି କୁହାଯାଏ । ତରୁଣୀ ଏକ ଇଣ୍ଡିଆନ ମଡେଲ ଏବଂ ଶିଶୁ ଅଭିନେତ୍ରୀ ରହି ସାରିଛନ୍ତି । କିନ୍ତୁ ଜୀବନ ତାଙ୍କ ସହିତ ଏମତି ମଜାକ କରିଲା କି ମାତ୍ର ୧୪ ବର୍ଷରେ ହିଁ ସେ ଦୁନିଆକୁ ଅଳବିଦା କହିଦେଲେ । ଚାଲନ୍ତୁ ତାଙ୍କ ବିଷୟରେ ଜାଣିବା ।

୧୪ ବର୍ଷ ବୟସରେ ଦୁନିଆକୁ ଅଳବିଦା କହିଦେଇଥିଲେ ‘ରସନା ଗର୍ଲ’

Image courtesy: Google

୧୪ ମେ ୧୯୯୮ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା ତରୁଣୀ ସଚଦେବ ଏକ ଶିଶୁ କଳକାର ଥିଲେ । ତାଙ୍କର ପିତା ହରେଶ ସଚଦେବ ଏକ ଇଂଡସ୍ଟ୍ରିୟଲିସ୍ଟ ଅଟନ୍ତି । ଏବଂ ମା ମୁମ୍ବାଇର ଇସ୍କନ ରାଧା ଗୋପୀନାଥ ମନ୍ଦିରର ଏକ ଭକ୍ତ ମଣ୍ଡଳୀର ସଦସ୍ୟ ବି ଥିଲେ । ତରୁଣୀ ନିଜର ଶିକ୍ଷା ମୁମ୍ବାଇରେ ହିଁ କରିଥିଲେ । ଏବଂ ମାଙ୍କ ସହିତ ମନ୍ଦିରରେ ହେଉଥିବା ନାଟକରେ ବି ଭାଗ ନେଉଥିଲେ । ତରୁଣୀ ୫ ବର୍ଷ ବୟସରେ ହିଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆସି ଯାଇଥିଲେ ।

Image courtesy: Google

ସେ ନିଜ ସମୟର ସବୁଠୁ ଅଧିକ ଟଙ୍କା ଆୟ କରୁଥିବା ଶିଶୁ କଳାକାର ମଧ୍ୟରେ ଜଣେ ଥିଲେ । ତରୁଣୀ ରସନା, କୋଲଗେଟ, ଆଈସୀଆଈସୀଆଈ ବ୍ୟାଙ୍କ, ରିଲାୟ୍ଯାନ୍ସ ମୋବାଇଲ, ଏଲ.ଜୀ, କଫି ବାଇଟ, ଗୋଲ୍ଡ ୱିନର, ଶକ୍ତି ମସାଲା ଭଳି ପ୍ରୋଡକ୍ଟ ପାଇଁ ଟିଭି ବିଜ୍ଞାପନ କରିଛନ୍ତି । ସେ ଇଣ୍ଡଷ୍ଟ୍ରିର ସବୁଠୁ ବୁଦ୍ଧିମାନ ଏବଂ ପ୍ରାୟତଃ ବ୍ୟସ୍ତ ରହୁଥିବା ଚାଇଲ୍ଡ ମଡେଲ ଥିଲେ । ତରୁଣୀ ସ୍ଟାର ପ୍ଲସର ଏକ ଶୋ ରେ ବି ନଜର ଆସିଥିଲେ । ଏହି ଶୋକୁ ଶାହରୁଖ ଖାନ ହୋସ୍ଟ କରୁଥିଲେ । ସେ ୨୦୦୪ରେ ଆସିଥିବା ମଲୟାଲମ ଫିଲ୍ମରେ ‘ବେଲ୍ଲିନକ୍ଷତ୍ରମ’ରେ ଡେବ୍ୟୁ କରିଥିଲେ ।

Image courtesy: Google

୧୪ ମେ ୨୦୧୨ରେ ଅଚାନକ ଖବର ଆସିଲା କି ତରୁଣୀ ଏହି ଦୁନିଆକୁ ଛାଡି ଦେଲେ, ଏବଂ ତାଙ୍କର ନିଧନ ଏକ ଦୁର୍ଘଟଣା ଥିଲା । କହିବାକୁ ଗଲେ ନେପାଲର ଅଗ୍ନି ଏୟର ଫ୍ଲାଇଟ ସୀଏଚଟୀ ପ୍ଲେନ କ୍ରୈଶ ହୋଇଥିଲା । ତେବେ ସେ ଫ୍ଲାଇଟରେ ତରୁଣୀ ଏବଂ ତାଙ୍କ ମା ବି ଥିଲେ । ଏହି ଦୁର୍ଘଟଣାରେ ତାଙ୍କର ଏବଂ ତାଙ୍କ ମାଙ୍କର ମୁର୍ତ୍ୟୁ ହୋଇ ଯାଇଥିଲା । ବଡ କଥା ହେଉଛି ସେହି ଦିନ ତାଙ୍କର ଜନ୍ମଦିନ ବି ଥିଲା । ଏହି କାହାଣୀ ଶୁଣିବା ପରେ ଆପଣଙ୍କ ଆଖିରୁ ଲୁହ ବି ଆସିପାରେ । ଏହି ଦୁର୍ଘଟଣାରେ ୧୫ ଜଣ ବ୍ୟକ୍ତି ମୁର୍ତ୍ୟୁ ବରଣ କରିଥିଲେ ଏବଂ ୬ ଜଣ ଯାତ୍ରୀ ବଞ୍ଚି ଯାଇଥିଲେ ।

ଥଟ୍ଟାରେ ବନ୍ଧୁମାନଙ୍କୁ କହିଥିଲେ ଅଲବିଦା

Image courtesy: Google

୧୧ ମେ ୨୦୧୨ରେ ତରୁଣୀ ନେପାଲ ଯାଇଥାନ୍ତେ । ସେ ଯିବା ପୂର୍ବରୁ ନିଜର ସମସ୍ତ ବନ୍ଧୁମାନଙ୍କ ସହ ଦେଖା କରିଥିଲେ । ସେହି ସମୟରେ ତରୁଣୀ ସମସ୍ତଙ୍କୁ କହିଥିଲେ କି, ‘ ଆପଣଙ୍କ ସହ ଶେଷ ଥର ଦେଖା କରୁଛି ।‘ କିନ୍ତୁ ଏହା ଏକ ଥଟ୍ଟା ଥିଲା । ମିଡିୟାରେ କଥାବାର୍ତ୍ତା କରୁଥିବା ସମୟରେ ତରୁଣୀର ବନ୍ଧୁମାନେ କହିଲେ କି ଏହା ପୂର୍ବରୁ ତରୁଣୀ ତାଙ୍କୁ କେବେ ବି ଆଲିଙ୍ଗନ କରି ନଥିଲା ଏବଂ ନା ହିଁ କୌଣସି ଟ୍ରିପକୁ ଯିବା ପୂର୍ବରୁ ଅଲବିଦା କହିଥିଲେ ।

ସେ ଶେଷ ଥର ନିଜ ବନ୍ଧୁମାନଙ୍କୁ କହିଥିଲେ କି ଯଦି ଉଡିବା ସମୟରେ ପ୍ଲେନ କ୍ରାଶ ହୋଇଯାଏ ତେବେ…. ଏହା ପରେ ସେ ହସି ହସି ନିଜ ବନ୍ଧୁଙ୍କୁ ଲଭ ୟୁ କହି ଚାଲିଗଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button