ଅପରାଧ

ନିଜର ବାହାଘରେ ହିଁ ନିଶାରେ ପହଞ୍ଚିଲା ବର, ଆଉ ତା ପରେ…

ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହାକୁ ପଢିବା ପରେ ଆପଣ ସମସ୍ତେ ଏହା ଚିନ୍ତା କରିବାକୁ ବାଧ୍ୟ ହୋଇଯିବେ କି କଣ ସତରେ ଆମ ଦେଶରେ ଏହା ସବୁ ବି ହୋଇପାରେ । ଏହି ପୋଷ୍ଟକୁ ପଢିବା ପରେ ଆପଣମାନେ ଚିନ୍ତା କରିବାକୁ ବାଧ୍ୟ ହୋଇଯିବେ କି ଆମ ଦେଶର ଲୋକମାନଙ୍କର ମାନସିକତା ସ୍ତର କେତେ ତଳକୁ ଖସି ଯାଇଛି ।

କହିବାକୁ ଗଲେ ବର୍ତ୍ତମାନ ସମୟରେ କିଛି ବି ହୋଇପାରେ । ଆଜି ଆମେ ଆପଣଙ୍କୁ ଏକ ଏମିତି ଘଟଣା ବିଷୟରେ କହିବୁ ଯାହାକୁ ଶୁଣିବା ପରେ ଆପଣଙ୍କର ପାଦ ତଳୁ ମାଟି ଖସିଯିବ ।

ଆପଣଙ୍କୁ କହିଦେଉଛୁ କି ଏହି ମାମଲାଟି ପାଟନା ର ଅଟେ । ଯେଉଁଠି ଜଣେ ଯୁବକ ନିଜର ହିଁ ବାହାଘରରେ ମଦ ନିଶାରେ ପହଞ୍ଚିଗଲା । ତାହା ପରେ ବର ସହିତ ଯାହା ହେଲା ତାହା ଉପରେ ଆପଣଙ୍କୁ ବି ବିଶ୍ଵାସ ହେବ ନାହିଁ । ରିପୋର୍ଟ ଅନୁସାରେ ଯେମିତି ହିଁ ଦ୍ୱାରଚାରର ପରମ୍ପରା ଆରମ୍ଭ ହେଲା ବର ନିଶାରେ ଝୁମିବାକୁ ଲାଗିଲା ।

ଏହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଓ ବର ନିଜ ଶାଳିମାନଙ୍କ ସହ ଖରାପ ବ୍ୟବହାର ବି କରିବାକୁ ଲାଗିଲା । ଏହା ପରେ ଝିଅର ଘରଲୋକ ବରକୁ ମାରିବାକୁ ଲାଗିଲେ ଓ ବର ଘରର ସମସ୍ତଙ୍କୁ ବନ୍ଦି କରିନେଲେ ।

ଏହା ପରେ ଝିଅର ଘରଲୋକମାନେ କହିଲେ କି ଯେତେବେଳ ପର୍ଯ୍ୟନ୍ତ ବାହାଘରର ଖର୍ଚ ନ ଦିଆଯାଇଛି ସେ ପର୍ଯ୍ୟନ୍ତ ବରଯାତ୍ରୀକୁ ଯିବାକୁ ଦିଆଯିବ ନାହିଁ । ଏହା ପରେ ବର ଘର ଲୋକମାନେ ପୋଲିସକୁ ସୂଚନା ଦେଲେ ଓ ସେହି ସ୍ଥାନରେ ପୋଲିସ ପହଞ୍ଚି ମାମଲାକୁ ଶାନ୍ତ କରାଇଲା । ପୋଲିସ ଅଧିକାରୀମାନେ ଝିଅ ଓ ପୁଅ ଘରର ଲୋକମାନଙ୍କୁ ପୋଲିସ ଥାନା ଡକାଇଲେ ଓ ଦୁଇଜଣଙ୍କୁ ବୁଝାଇ ସୁଝାଇ ନିଜ ନିଜ ଘରକୁ ପଠାଇ ଦେଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button