ଦେଶ- ବିଦେଶ

ନିଜ ପୋଷା କୁକୁରକୁ ବଞ୍ଚାଇବା ପାଇଁ ଭାଲୁ ସହିତ କେମିତି ଲଢିଲା ଝିଅ, ଦେଖନ୍ତୁ ଲାଇଭ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବେଳେବେଳେ ପୃଥିବୀ ପୃଷ୍ଠ ରେ ଏପରି କିଛି ଘଟଣା ଘଟି ଥାଏ ଯାହା ଦ୍ୱାରା ସମସ୍ତ ଲୋକ ବହୁତ ଆଶ୍ଚର୍ଯ୍ୟ ହୋଇଥାନ୍ତି । ଏହା ମଧ୍ୟରୁ କେତେକ ଘଟଣା ସମ୍ପୂର୍ଣ୍ଣ ସତ୍ୟ ହୋଇଥାଏ ଓ କେତେକ ଘଟଣା ମିଛ ଅର୍ଥାତ ଯାଦୁ ଭଳି ହୋଇଥାଏ ।

କୁକୁର ଗୋଟିଏ ବିଶ୍ୱସ୍ତ ପ୍ରାଣୀ ଅଟେ । ଆମେ ପୂର୍ବରୁ ଅନେକ ଥର ଶୁଣିଛୁ ଯେ ମାଲିକ କୁ ବଞ୍ଚାଇବା ପାଇଁ କୁକୁର ଟି ନିଜ ଜୀବନ ଦେଇ ଦେଇଛି । କିନ୍ତୁ ଆଜି ଆମେ ଆପଣଂକୁ ଯେଉଁ ବିଷୟ ରେ କହିବାକୁ ଯାଉଛୁ ତାହା ସମ୍ପୂର୍ଣ୍ଣ ଓଲଟା ଅଟେ । ଜଣେ ଝିଅ ନିଜ କୁକୁର କୁ ଏକ ଭାଲୁ ନିକଟ ରୁ ରକ୍ଷା କରିବା ପାଇଁ ଭାଲୁ ସହିତ ଲ-ଢେ-ଇ କରିଥିବା ର ଦେଖାଯାଇଛି ।

ଭାଲୁ ସହିତ ଝିଅ ଟି ର ହୋଇଥିବା ଲଢେଇ ଭିଡିଓ ଟି ବର୍ତ୍ତମାନ ବହୁତ ଭାଇରାଲ ହେବାକୁ ଲାଗିଛି । ଭିଡ଼ିଓ ଟି ରେ ଦେଖିବାକୁ ମିଳିଛି ଯେ ପ୍ରଥମେ ଗୋଟିଏ ଭାଲୁ ଘର ର ଚାରି ପାଖରେ ଦିଆଯାଇଥିବା ପାଚେରୀ ଉପରେ ଚଢ଼ି କରି ଆସୁଛି ।

ଏହା ପରେ ସେହି ଭାଲୁ କୁ ଦେଖି ସେଠାରେ ଥିବା ପୋଷା କୁକୁର ଟି ଘରେ ନ ପଶିବା ପାଇଁ ପ୍ରଥମେ ଭାଲୁ ଉପରେ ଆ-କ୍ର-ମ-ଣ କରୁଛି । ଭାଲୁ ମଧ୍ୟ ଏହା ପରେ କୁକୁର ଉପରେ ଆ-କ୍ର-ମ-ଣ କରୁଛି । ଠିକ ଏହି ସମୟ ରେ କୁକୁର ର ମାଲିକାଣି ମଧ୍ୟ ନିଜ ପୋଷା କୁକୁର କୁ ବଞ୍ଚାଇବା ପାଇଁ ଭାଲୁ ସହିତ ଲଢ଼ିବା ପାଇଁ ଚାଲି ଆସିଥିଲେ ।

ଏହା ପରେ ସେ ଭାଲୁ କୁ ନିଜେ ଠେଲି କରି ପାଚେରୀ ତଳକୁ ପକାଇ ଦେଇଥିଲେ । ଭାଲୁ ଟି ପୁନର୍ବାର ପାଚେରୀ ଉପରେ ଚଢ଼ି ଆସିବାର ଦେଖି ସେ ନିଜ କୁକୁର କୁ ନେଇ ସେଠାରୁ ପଳାଇ ଯାଇଥିଲେ ।ଏହା ପରେ ପୁଣି ଭାଲୁ ଆସିଥିଲା କିନ୍ତୁ ସେଠାରେ କେହି ନ ଥିବାରୁ ସେ ସେଠାରୁ ପଳାୟନ କରିଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button