ମନୋରଞ୍ଜନ

କାହିଁକି ଓ କାହା ଉପରେ ଏମିତି ବର୍ଷିଲେ Jhilik Bhattacharya କହିଲେ ‘ଏହି କଳାକାର ମାନଙ୍କୁ ସିନେମାରୁ ଜଲ୍ଦି ବ୍ଯାନ୍ କର, ଏଇ ମାନଙ୍କ ପାଇଁ ଆଜି ସବୁ କଳାକାର…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତ୍ରୀ ଝିଲିକ ଭଟ୍ଟାଚାରୀ ଓଡିଆ ଚଳଚିତ୍ର କୁ ନେଇ ନିଜର କିଛି ବିଶେଷ ମନ୍ତବ୍ୟ ଦେଇଛନ୍ତି । ତେବେ ଆସନ୍ତୁ ଜାଣିନେବା ଏ ନେଇ ସଂପୂର୍ଣ୍ଣ ବିବରଣୀ । ଝିଲିକ କହିଛନ୍ତି ଯେ ଆମେ ଓଡିଶାରେ ରହି ଆମ ଓଡିଆ ଲାଙ୍ଗୁଏଜ ତଥା ଆମ ଓଡିଆ କଲଚର ଆମକୁ ଥିଏଟର ମିଳୁନାହିଁ । କିନ୍ତୁ କାହିଁକି ମିଳୁନାହିଁ ଆପଣ କିଛି ଜାଣିଛନ୍ତି କି ? ମାତ୍ର ଏଥିପାଇଁ ମିଳୁନାହିଁ ଯେ ଗୋଟିଏ ହିରୋ ତଥା ହିରୋଇନ କୁ ନେଇ ଏକ ବଡ ବଜେଟର ଚଳଚିତ୍ର ନିର୍ମାଣ କରିବା କଥା ଚିନ୍ତା କରାଯାଉଅଛି ।

ସାଇନ କରିବା ସହିତ ସେ ଚଳଚିତ୍ର ଟି ପ୍ରସ୍ତୁତ ସାରିଲା ମାତ୍ର ରିଲିଜ କରିବା ଆଗରୁ ଦେଖିବାକୁ ମିଳୁଛି ଯେ ସେହି ଡାଇରେକ୍ଟର, ସେହି ହିରୋ ହିରୋଇନ ଗୋଟିଏ ସାଟାଲାଇଟ ର ଟେଲିଭିଜନ ଚଳଚିତ୍ର କରୁଛନ୍ତି । ଅର୍ଥାତ ଟେଲିଫିଲ୍ମ କରୁଛନ୍ତି । ତେବେ ଯେତେବେଳେ ଟେଲିଫିଲ୍ମ କରି ଏକ୍ସେସ ହୋଇ ଯାଉଛନ୍ତି ସେତେବେଳେ ନିଶ୍ଚିତ ଭାବରେ ଦର୍ଶକ ରିଜେକ୍ଟ କରିଦେଉଛନ୍ତି ଏମାନଙ୍କୁ ଦେଖିବା ପାଇଁ ।

ଏହାପରେ ଝିଲିକ କହିଛନ୍ତି ଯେ ଆମ୍ଭେ ସମସ୍ତେ ଯଦି ଭଲ ଫିଲ୍ମ ଅଥବା ବଡ ଫିଲ୍ମ କରିବାର ପ୍ରୟାସ ରଖିବା ତେବେ ଗୋଟିଏ ଜିନିଷ ପ୍ରଡ୍ୟୁସର ମାନଙ୍କୁ ସୁଦୃଢ ଭାବରେ ଚିନ୍ତା କରିବାକୁ ପଡିବ ଯେ ସେ ଗୁଡିକ କେବଳ ଥିଏଟରରେ ଦେଖିବାକୁ ମିଳିବ ଟେଲିଫିଲ୍ମରେ ନୁହେଁ । ମାତ୍ର ଯଦି ଟେଲିଫିଲ୍ମରେ କାମ କରିବେ ତେବେ ତାଙ୍କୁ ଆଦୌ ନିଆଯିବନାହିଁ । କାରଣ ଆମକୁ ସାଟାଲାଇଟ ବିକ୍ରି କରିବାରେ ପ୍ରୋବ୍ଲେମ ହେଉଛି ।

ଯେତେବେଳେ ସାଟାଲାଇଟ ବିକ୍ରି କାକରିବାକୁ ଯାଉଅଛୁ ସେତେବେଳେ ସଟାଲାଇଟ ଚ୍ୟାନେଲ ପ୍ରଶ୍ନ ପଚାରିବାରେ ଲାଗିଯାଇଥାନ୍ତି ଯେ ଆପଣ କିଭଳି ଏକ କୋଟିର ସିନେମା କରୁଛନ୍ତି ଏମାନେ ତ ୧୦ ଲକ୍ଷର ସିନେମା ଆଗରୁ କରିସାରିଛନ୍ତି । ମାତ୍ର ଏଥି ନିମନ୍ତେ ସବୁ ବଡ ବଡ ପ୍ରଡ୍ୟୁସର ମାନେ ଆପଣ ମାନେ ନିଶ୍ଚିତ ଭାବରେ ଚିନ୍ତା କରନ୍ତୁ ଯେ କିଛି ନୂଆ ହିରୋ ହିରୋଇନ ମାନଙ୍କୁ ଆପଣ ମାନେ ସୁଯୋଗ ଦିଅନ୍ତୁ,

ହଲ ରିଲିଜ ମୁଭି ନିମନ୍ତେ ଆମ୍ଭର ଆସୋସିଏସନ କୁ ସେତିକି ଷ୍ଟ୍ରଙ୍ଗ କରିବାକୁ ପଡିବ ତେବେ ଯାଇ ଆମ୍ଭେ ନିଶ୍ଚିତ ଭାବରେ କମ୍ପାୟାର କରିପାରିବା ସାଉଥ ଚଳଚିତ୍ର ତଥା ବଲିଉଡ ଚଳଚିତ୍ର ସହିତ । ମାତ୍ର ଓଡିଶାରେ ମଧ୍ୟ ୫ କୋଟି କଣ ୧୦୦୦ କୋଟି ଟଙ୍କାର ଚଳଚିତ୍ର ନିଶ୍ଚିତ ଭାବରେ ହୋଇପାରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button