ଦେଶ- ବିଦେଶ

ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି ଏହି 3 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସରେ ବ୍ୟକ୍ତିର ରାଶିକୁ ଆଧାରରେ ନେଇ ସେହି ବ୍ୟକ୍ତି ବିଷୟରେ ବହୁତ କିଛି କଥା ଜାଣି ହୋଇଥାଏ ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ସେହି ବ୍ୟକ୍ତି ବିଷୟରେ ବହୁତ କିଛି ତଥ୍ୟ ଦେଇଥାଏ । ବନ୍ଧୁଗଣ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ଦ୍ଵାରା ତାର ସ୍ଵଭାବ, ବ୍ୟକ୍ତିତ୍ବ ଓ ଚିନ୍ତାଧାରା ବିଷୟରେ ବହୁତ କିଛି କଥା ଜଣା ପଡିଥାଏ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ କିଛି ନାମର ବ୍ୟକ୍ତି ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହା ବ୍ଯତୀତ ଏମାନେ ଯେଉଁ ମଣିଷ ସହ ବିବାହ କରିଥାନ୍ତି ସେହି ମଣିଷର ଭାଗ୍ୟ ମଧ୍ୟ ବଦଳି ଯାଇଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ୩ଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଝିଅ ମାନଙ୍କ ସହ ଯେଉଁମାନେ ବିବାହ କରିଥାନ୍ତି ସେମାନଙ୍କ ଭାଗ୍ୟ ଚମକିବାକୁ ଲାଗିଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଝିଅ ମାନଙ୍କ ବିଷୟରେ ।

P ନାମର ଝିଅ ମାନେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି P ନାମର ଝିଅ ମାନେ । ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଯେଉଁ ଝିଅ ମାନଙ୍କର ନାମର ଆରମ୍ଭ P ଅକ୍ଷରରୁ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଝିଅ ମାନେ ବହୁତ ଭଲ ଜୀବନ ସଂଗିନୀ ହୋଇଥାନ୍ତି । ଏମାନେ ଟିକେ ଟିକେ କଥା ପାଇଁ ରାଗିଲେ ମଧ୍ୟ ଏମାନେ ଅନ୍ୟ ଲୋକଙ୍କର ଅନିଷ୍ଟ ଚିନ୍ତା କରନ୍ତି ନାହିଁ । ଏହି ନାମର ଝିଅ ମାନେ ନିଜ ଶଶୁର ଘର ଓ ନିଜ ସ୍ଵାମୀ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ଜୀବନ ସାଥି ସହିତ ନିଜ ପରିବାର ଲୋକଙ୍କର ବହୁତ ଭଲ ଧ୍ୟାନ ରଖିଥାନ୍ତି ।

R ନାମର ଝିଅମାନେ- ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଯେଉଁ ଝିଅ ମାନଙ୍କର ନାମର ଆରମ୍ଭ R ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନଙ୍କର ମନ ସଫା ଓ ତାଙ୍କ ବାଣୀ ମଧୁର ହୋଇଥାଏ । ଏହି ଝିଅମାନେ ଅନ୍ୟ ମାନଙ୍କ ପ୍ରତି ଦୟା ସ୍ଵଭାବ ରଖିଥାନ୍ତି । ଏହି ଝିଅ ମାନେ ଯେଉଁ ପୁଅ ମାନଙ୍କ ସହ ବିବାହ କରିଥାନ୍ତି ସେହି ପୁଅ ମାନଙ୍କ ଭାଗ୍ୟ ବଦଳିଯାଇଥାଏ । ଏହି ଝିଅମାନେ ନିଜ ସ୍ଵାମୀ ମାନଙ୍କର ସମସ୍ତ ପ୍ରକାରର ଆବଶ୍ୟକତାକୁ ପୂରଣ କରିଥାନ୍ତି ।

S ନାମର ଝିଅମାନେ- ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସରେ ଯେଉଁ ଝିଅ ମାନଙ୍କର ନାମର ଆରମ୍ଭ Sରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ବହୁତ ଦୟାଳୁ ସ୍ଵଭାବର ହୋଇଥାନ୍ତି । ବନ୍ଧୁଗଣ ଏହି ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।


ଏମାନେ ନିଜ ସ୍ଵାମୀକୁ ସହ ସମସ୍ତ ପରିସ୍ଥିତିରେ ସପୋର୍ଟ କରିଥାନ୍ତି । ଏହି ଝିଅ ମାନଙ୍କ ସହ ଯେଉଁ ପୁରୁଷ ବିବାହ କରିଥାନ୍ତି ସେମାନଙ୍କ ଭାଗ୍ୟ ବଦଳି ଯାଇଥାଏ । ଏମାନେ ନିଜ ସ୍ଵାମୀଙ୍କ ସହ ନିଜ ପରିବାର ଲୋକଙ୍କର ମଧ୍ୟ ବହୁତ ଭଲ ଧ୍ୟାନ ରଖିଥାନ୍ତି । ଏହି ଝିଅ ମାନେ ନିଜ ଶଶୁର ଘର ଲୋକମାନଙ୍କ ପାଇଁ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button