ମନୋରଞ୍ଜନ

Jhillik ଙ୍କ ପାଇଁ Rudrani ଫିଲ୍ମ ଦେଖିବାକୁ ହଲ ଆସିଲେ ସ୍ଵାମୀ ଡାନୀ, ଝିଲ୍ଲିକ ଙ୍କ ଆକଟିଂ କୁ ନେଇ କ’ଣ କହିଲେ ଦେଖନ୍ତୁ

ବନ୍ଧୁଗଣ, ଆପଣ ମାନେ ଓଲିଉଡ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ ଙ୍କୁ ନିଶ୍ଚିତ ରୂପରେ ଜାଣିଥିବେ ତେବେ ଝିଲିକ ଏକ ବଙ୍ଗୀୟ ନାୟିକା ଅଟନ୍ତି । ଏବଂ ସେ କଲିକତା ରୁ ଆସି ଓଡିଶାରେ ଅଭିନୟ ଜଗତରେ ନିଜର କରାମତି ଖୁବ ସ୍ୱଳ୍ପ ସମୟରେ ଦେଖାଇବାରେ ସମର୍ଥ ହୋଇଥିଲେ । ତେବେ ଝିଲିକ ଙ୍କର ବିବାହ ପରେ ସେ ଆଉ ଏକ ପ୍ରଥମ ଓଡିଆ ଫିଲ୍ମ ରେ ନିଜର ପାରଦର୍ଶିତା ଦେଖାଇଛନ୍ତି ।

ଅଭିନେତ୍ରୀ ଝିଲିକ ଙ୍କ ସ୍ଵାମୀ କହିଛନ୍ତି ଯେ ବେସ ସୁନ୍ଦର ଫିଲ୍ମ ହୋଇଛି । ଏଥିରେ ସମସ୍ତେ ଭଲ ଅଭିନୟ କରିଛନ୍ତି । ଏଣ୍ଟାୟାର ଟିମ କୁ ଅଶେଷ ଅଶେଷ ଦେଇଛନ୍ତି ଡାନୀ । ଏହି ଚଳଚିତ୍ରରେ ସମାଜ କୁ ଏକ ଉତ୍ତମ ମେସେଜ ମଧ୍ୟ ଦିଆଯାଇଛି ବୋଲି ସେ କହିଛନ୍ତି । ଏଜୁକେସନ ସେକ୍ଟରରେ କେମିତି ଆହୁରି ଅଧିକ ରୁ ଅଧିକ ଡିଶିପ୍ଲିନ ଆଣି ପାରିବେ ତାହା ଏକ ଭଲ ମେସେଜ ଯାଉଛି ।

ଡାନୀ ଏଣ୍ଟାୟାର ଟିମ କୁ ତାଙ୍କ ସକସେସଫୁଲ ଜର୍ନୀ ନିମନ୍ତେ କୋଙ୍ଗ୍ରାଜୁଲେସନ ଜଣାଇଛନ୍ତି । ଏହାକୁ ନେଇ ତାଙ୍କ ସ୍ଵାମୀ ତଥା ଯୁବନେତା ଡାନୀ କ’ଣ ପ୍ରତିକ୍ରିୟା ଦେଇଛନ୍ତି ଆସନ୍ତୁ ଜାଣିନେବା ଏବଂ ସମସ୍ତ ଦାଇତ୍ଵ ଝିଲିକ ଭଟ୍ଟାଚାର୍ଜ୍ୟ ନେଇଛନ୍ତି, ସେ ନିଜେ ପ୍ରଡ୍ୟୁସର ତଥା ନିଜେ ସେଥିରେ ଲିଡ ରୋଲରେ ଅଛନ୍ତି । ବହୁତ ଭଲ ଅଭିନୟ କରିଛନ୍ତି ।

ନିଶ୍ଚିତ ଭାବରେ ଏହି ଚଳଚିତ୍ର ଟି ଲୋକପ୍ରିୟ ହାସଲ କରିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଡାନୀ । ତେବେ ଝିଲିକ ଏ ନେଇ କହିଛନ୍ତି ଯେ ତାଙ୍କୁ ବହୁତ ଭଲ ଲାଗୁଛି ଯେ ସିନେ ପଲିସି ରେ ଏତେ କ୍ରାଉଡ ତାଙ୍କୁ ବହୁତ ଖୁସି ଲାଗୁଛି, ଏବଂ ଏତେ ଜଣ ଆସିଛନ୍ତି ଫିଲ୍ମ ଦେଖିବା ନିମନ୍ତେ ଏହା ବହୁତ ଆନନ୍ଦ ଲାଗୁଛି ତଥା ତାଙ୍କ ପାଖରେ ଶବ୍ଦ ନାହିଁ ପ୍ରକାଶ କରିବାକୁ ଯେ ସେ କେତେ ଖୁସି ଅଛନ୍ତି ।

ସମସ୍ତଙ୍କର ଆଶୀର୍ବାଦ ଏବଂ ଷପୋର୍ଟ ନିମନ୍ତେ ସେ ଆଜି ଏହି ଚଳଚିତ୍ର ଟି ରିଲିଜ ହୋଇପାରିଛି ବୋଲି ସେ କହିଛନ୍ତି । ଝିଲିକ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପରିବାର ତାଙ୍କ ସହିତ ଆଜି ଅଛନ୍ତି ସେ ବହୁତ ଖୁସି ଅଛନ୍ତି । ସେ ଗୋଟିଏ ଅଲଗା ପ୍ରକାରର ଚଳଚିତ୍ର କରିବାକୁ ଚେଷ୍ଟା କରିଥିଲେ ଏବଂ ସେ କରିଛନ୍ତି ଏବଂ ସେ ନିଜର ବେଷ୍ଟ ଦେଇଛନ୍ତି ବୋଲି କହିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button