ଦେଶ- ବିଦେଶ

Interesting Gk Questions – କେଉଁ ଜୀବ ମୁହଁ ଦ୍ଵାରା ପିଲା ଜନ୍ମ କରିଥାଏ ?

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତାହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତାହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଶ୍ନ – 1

କେଉଁ ରଙ୍ଗ ଭୋକକୁ ବଢାଇଥାଏ ?

ଉତ୍ତର – ଗରମ ରଙ୍ଗ ଯେମିତି କି ହଳଦିଆ, କେଶରିଆ, ଲାଲ ରଙ୍ଗ ଭୋକ ବଢାଇଥାଏ ଯେଉଁ କାରଣରୁ ରେଷ୍ଟୁରାଣ୍ଟ ରେ ଏହି ସବୁ ରଙ୍ଗର ପେଣ୍ଟ ବନାଯାଇଥାଏ ।

ପ୍ରଶ୍ନ – 2

କେଉଁ ପଶୁର କେବଳ ତଳ ଦାନ୍ତ ଥାଏ ?

ଉତ୍ତର – ଛେଳି ର କେବଳ ତଳ ଦାନ୍ତ ଥାଏ ।

ପ୍ରଶ୍ନ – 3

କେଉଁ ଜୀବ ବାହାରକୁ ଜିଭ ବାହାର କରି ପାରେ ନାହିଁ ?

ଉତ୍ତର – କୁମ୍ଭୀର ନିଜ ଜିଭ ବାହାରକୁ ବାହାର କରି ପାରେ ନାହିଁ କାରଣ ତାର ଜିଭ ତାର ଉପର ତାଳୁ ରେ ଚିପକି ହେଇଥାଏ ।

ପ୍ରଶ୍ନ – 4

ଆମ୍ବରେ କେଉଁ ଭିଟାମିନ ଥାଏ ?

ଉତ୍ତର – ଆମ୍ବରେ ଭିଟାମିନ ଏ, ସି, ଓ ଡ଼ି ମିଳିଥାଏ ?

ପ୍ରଶ୍ନ – 5

ପୁରା ପୃଥିବୀ ରେ କେତେ ଲୋକ ରୁହନ୍ତି ?

ଉତ୍ତର – ପୁରା ପୃଥିବୀ ରେ 106 ବିଲିଅନ ଲୋକ ରୁହନ୍ତି ।

ପ୍ରଶ୍ନ – 6

ସୂର୍ଯ୍ୟ ଭିତରେ କେତୋଟି ପୃଥିବୀ ରହି ପାରିବ ?

ଉତ୍ତର – ସୂର୍ଯ୍ୟ ଭିତରେ 13 ଲକ୍ଷ ପୃଥିବୀ ରହି ପାରିବ ।

ପ୍ରଶ୍ନ – 7

ମହିଳା ଓ ପୁରୁଷଙ୍କ ମଧ୍ୟରୁ କାହାର ହୃଦୟ ଅଧିକ ସ୍ପନ୍ଦନ କରିଥାଏ ?

ଉତ୍ତର – ପୁରୁଷଙ୍କ ତୁଳନାରେ ମହିଳାଙ୍କ ହୃଦୟ ଅଧିକ ସ୍ପନ୍ଦନ କରିଥାଏ ?

ପ୍ରଶ୍ନ – 8

ଭାରତରେ କଲର ଟିଭି ର ଆରମ୍ଭ କେବେ ହୋଇଥିଲା ?

ଉତ୍ତର – ଭାରତରେ କଲର ଟିଭି ର ଆରମ୍ଭ 1982 ରେ ହୋଇଥିଲା ।

ପ୍ରଶ୍ନ – 9

ଇଣ୍ଟର୍ନେଟ କୁ କିଏ ବନେଇଥିଲେ ?

ଉତ୍ତର – ବର୍ଷ 1979 ରେ Tim Berners Lee ଇଣ୍ଟରନେଟ ବନେଇଥିଲେ ।

ପ୍ରଶ୍ନ – 10

ଭାରତରେ ପ୍ରଥମ ଥର ଇଣ୍ଟରନେଟ କେବେ ଓ କାହା ଦ୍ଵାରା ଆରମ୍ଭ କରା ଯାଇଥିଲା ?

ଉତ୍ତର – ବର୍ଷ 1995 ରେ BSNL ଦ୍ଵାରା ଭାରତରେ Internet ଆରମ୍ଭ କରା ଯାଇଥିଲା ।

ପ୍ରଶ୍ନ – 11

କେଉଁ ଜୀବ ମୁହଁ ଦ୍ଵାରା ପିଲା ଜନ୍ମ କରିଥାଏ ?

ଉତ୍ତର – ଅଷ୍ଟ୍ରେଲିଆ ର ଏକ ଖାସ ପ୍ରକାରର ବେଙ୍ଗ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button