ଦେଶ- ବିଦେଶ

ରାଉରକେଲା : ରଘୁନାଥପଲ୍ଲୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ବାଇକକୁ ଧକ୍କା ଦେଲା ଟିପ୍ପର

ରଘୁନାଥପଲ୍ଲୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ଟିପ୍ପର । ଦୁର୍ଘଟଣାରେ ବାଇକରେ ଯାଉଥିବା ବାପା-ପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ମୁନା ସେଠୀ ଓ ଶମ୍ଭୁନାଥ ସେଠୀ । ଘଟଣାସ୍ଥଳରୁ ଟିପ୍ପର ଡ୍ରାଇଭର ଫେରାର ହୋଇଯାଇଛି । ଏହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକଙ୍କ ରାଉରକେଲା ମୁଖ୍ୟରାସ୍ତା ଅବରୋଧ କରିଥିଲେ । ଫଳରେ କଟକ ଭୁବନେଶ୍ୱରକୁ ଯାଉଥିବା ବସ୍ ଅଟକି ରହିଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button