ରାଜ୍ୟ

ମୋ ଝିଅକୁ ଆଉ ବଦନାମ କରନ୍ତୁନି ବହୁତ ହେଲା, କହୁ କହୁ ପାଟିରୁ ସ୍ଲିପ କରି ଯାଇଛି, ହେଲେ ତୁମେମାନେ ଯାହା…’ ଦେଖନ୍ତୁ କଣ କହିଲେ Liza ଙ୍କ ମା’

ବନ୍ଧୁଗଣ, ସୂଚନା ଅନୁଯାୟୀ ପୁରୁଷ ମାନଙ୍କୁ ହିଷ୍ଟ୍ରିଆ କହିବା ପରେ ମା’ ଆସିଲେ ସଫେଇ ଦେବାକୁ ଝିଅ ବିଷୟରେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଲିଜା ଙ୍କ ମା’ କହିଛନ୍ତି ଯେ ଯେଉଁ ପୁରୁଷମାନେ ଝିଅ ମାନଙ୍କୁ ରେପ କରୁଛନ୍ତି, ତାହା ଉପରେ ତାଙ୍କ ଝିଅ ଏକ ବାଇଟ ଦେଇଥିଲେ । କିନ୍ତୁ ଝିଅର ଟିକିଏ ଟଂସ ସ୍ଲିପ କରିଛି ଏବଂ ସେ କୁଆଡେ ଏମିତି କହିଦେଇଥିଲେ ଯେ ଯେଉଁ ପୁରୁଷ ଏଭଳି କରୁଛନ୍ତି ସେ କୁଆଡେ ମାନସିକ ରୋଗୀ ଅଟନ୍ତି ।

ତେବେ ମଣିଷ ମାତ୍ରେ ହିଁ ଭୁଲ ହୋଇଥାଏ ଏହା ସମସ୍ତେ ଜାଣିଛନ୍ତି । ଯଦି ସେ କହିଦେଇଛନ୍ତି ସବୁ ପୁରୁଷ ମାନେ ମେଡିକାଲ ଟେଷ୍ଟ କରିବା ଦରକାର, ଏହିଭଳି ଲିଜା କହିଥିଲେ କିଛି କଥା ମି-ଡି-ଆ ଆଗରେ ବୋଲି ତାଙ୍କ ମା’ କହିଛନ୍ତି । ଏହା ସହିତ ଲିଜା ଙ୍କ ମା’ ଏହା କହିଛନ୍ତି ଯେ ଏହାକୁ ନେଇ ତାଙ୍କ ଝିଅ ଲିଜା କୁ ଏଭଳି ଭାବରେ ଟ୍ରୋଲ କରାଯାଉଛି ଯେ ସେ ବହୁତ ମାନସିକ ଚିନ୍ତା ରେ ରହୁଛନ୍ତି ।

ବର୍ତମାନ ଲିଜା ନିଜର ଭୁଲ ସ୍ଵୀକାର କରିବା ସହିତ ମନସ୍ତାପ କରୁଥିବା ବେଳେ ମଧ୍ୟ ତାଙ୍କୁ ସୋ-ସି-ଆ-ଲ ମି-ଡି-ଆ ରେ ନିଜର ଫଟୋଚିତ୍ର ସହିତ ଅନେକ କଥା ଶୁଣିଥିବାର ମିଳିଛି । ଶଙ୍କର ମାଡ ନାମକ ଜଣେ ବ୍ୟକ୍ତି ଏହିସବୁ କୁ ଅତ୍ୟନ୍ତ ବଡ କରିବାରେ ଲାଗିଛନ୍ତି ବୋଲି ଲିଜା ଙ୍କ ମା’ କହିଛନ୍ତି ।

ସେହି ବ୍ୟକ୍ତି ତାଙ୍କ ଝିଅ ଲିଜା କୁ ରାତି ଅଧରେ ଫୋନ କରି ଇଆଡୁ ସିଆଡୁ କହିଥାନ୍ତି । ଏହାକୁ ନେଇ ତାଙ୍କ ମା’ ଅଭିଯୋଗ କରିବାରୁ ନ୍ୟୁଜ ସେଭେନ ରେ କାମ କରୁଥିବା ଶଙ୍କର ମାଡ ଙ୍କୁ ରଷ୍ଟିକେଟ କରାଯାଇଥିଲା । ତେବେ ହୁଏତ ସେହି ଦିନର ରାଗ ରଖିଥିଲେ ଉକ୍ତ ବ୍ୟକ୍ତି ଯଦି ଝିଅ ଏଭଳି କହିଛି କାହିଁକି ଫୋନ କରି କହିଲେ ନାହିଁ ଯେ ତାକୁ ସଠିକ କରିବାକୁ ?

ମାତ୍ର ତାହା ନ କରି ସେ ସୋ-ସି-ଆ-ଲ ମି-ଡି-ଆରେ ଲିଜା ଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ତେବେ ଏହିଭଳି ଭାବରେ ଲିଜା ଙ୍କ ମା’ ମି-ଡି-ଆ ଆଗରେ ଘଟଣା ସମ୍ବନ୍ଧରେ କହି ତାଙ୍କୁ ଆଉ ବଦନାମ ନ କରାଯାଉ ବୋଲି କହିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button