ଦେଶ- ବିଦେଶ

ଆଜି ଶନି ଓ ରାହୁଙ୍କର ହେଉଛି ଆକସ୍ମିକ ମିଳନ, ଏହି ସବୁ ରାଶି ମାନଙ୍କ ଉପରେ ହେବ ଧନର ବର୍ଷା, ମିଳିବ ଅପାର ସଫଳତା।

ଆମ ଜୀବନରେ ରାଶି ର ବହୁତ ମହତ୍ଵ ଅଛି, ଏହା ଦ୍ଵାରା ଗୋଟେ ବ୍ୟକ୍ତି ବିଷୟରେ ସବୁ କିଛି ଜଣେଇଥାଏ, ତାର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ଏହି ସବୁ କଳନା କରାଯାଇପାରେ। ଯଦି ଗ୍ରହ ନକ୍ଷତ୍ରଙ୍କର କିଛି ପରିବର୍ତ୍ତନ ଦେଖା ଦିଏ ତେବେ ଏହା ରାଶି ମାନକ ଉପରେ ପ୍ରଭା ପକାଇଥାଏ, କାହା ଉପରେ ଭଲ ତ କାହା ଉପରେ ଖରାପ ପ୍ରଭାବ ପଡିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଓ ରାହୁଙ୍କର ଆକସ୍ମିକ ମିଳନହେଉଛି, ଯାହା ଦ୍ଵାରା ଏହି ସବୁ ରାଶି ଉପରେ ବହୁତ ଭଲ ପ୍ରଭାବ ପଡିବାକୁ ଯାଉଛି।

ଆସନ୍ତୁ ଜାଣିବା କେଉଁ ରାଶିର ରହିବା ଭଲ ସମୟ-

ମେଷ-

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଅତି ଉତ୍ତମ ସମୟ। ରହୁ ଓ ଶନିଙ୍କ ମିଳନ ହେତୁ କର୍ମରେ ଉନ୍ନତି, ଆୟରେ ବୃଦ୍ଧି, ପ୍ରେମିକ ପ୍ରେମିକା ମାନକ ପାଇଁ ସମୟତି ଅତ୍ୟନ୍ତ ଶୁଭ ଅଟେ। ଭାବିଥିବା ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ। ଧନ ସମ୍ବନ୍ଧିତ ସମସ୍ତ ଚିନ୍ତା ଦୂର ହେବ।

ସିଂହ ରାଶି-

 

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶନି ଓ ରାହୁଙ୍କ ମିଳନ ଅତ୍ୟନ୍ତ ଲାଭଦାୟକ ଅଟେ। ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ, ଆକସ୍ମିକ ଧନ ଲାଭର ଯୋଗ ଅଛି, କରିଥିବା ଚେଷ୍ଟର ଫଳ ମିଳିବ, ଆପଣଙ୍କର କୌଣସି ଇଚ୍ଛା ପୂର୍ଣ୍ଣ ହେବ। ପାରିବାରିକ ଜୀବନ ସୁଖମୟ ରହିବ, କିଛି ଖୁସି ଖବର ପାଇବେ, ସ୍ୱାସ୍ଥ୍ୟ ଦିଗରେ ମଧ୍ୟ ବହୁତ ଭଲ ଅଛି ଏହି ସମୟ।

କନ୍ୟା ରାଶି-

ଶନି ରାହୁଙ୍କ ଏହି ମିଳନ ହେତୁ ଆପଣଙ୍କୁ ମଧ୍ୟ ବହୁତ ଲାଭ ମିଳିବ। ବ୍ୟାପାରରେ ପ୍ରଚୁର ଲାଭ, କର୍ମରେ ଉନ୍ନତି, କୌଣସି ପୁରୁଣା ଚିନ୍ତା ଦୂର ହେବ, ଜୀବନସାଥିଙ୍କ ସହ କିଛି ସମୟ ଅତିବାହିତ କରିବେ, ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ।

ଧନୁ ରାଶି-

ଏହି ରାଶିକୁ ବହୁତ କିଛି ଲାଭ ମିଳିବ ଶନି ରାହୁଙ୍କ ଏହି ମିଳନ ହେତୁ। ବ୍ୟାପାରୀ ମାନଙ୍କ ପାଇଁ ଅସୁଥୁବ ସମୟ ଗୁଡିକ ଅତ୍ୟନ୍ତ ଶୁଭ ରହିବ, ଅଚଳ ସମ୍ପତିରୁ ଲାଭ ମିଳିବ, ବ୍ୟଓୟାରରେ ବହୁତ ଧନର ଲାଭ ମିଳିବ, ଘର ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ। ଆକସ୍ମିକ ଧନ ଲାଭ ହୋଇପାରେ। ଆପଣଙ୍କ ଦ୍ଵାରା କରଜିଥିବା କାର୍ଯ୍ୟର ପ୍ରଶଂସା ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button