ଗୁଜରାତିର ଏହି ଉପାୟ ଆପଣଙ୍କୁ ବନେଇପାରେ ମାଲାମାଲ! ଏବେ ହିଁ ଜାଣି ନିଅନ୍ତୁ।

ଆଜି ମୁଁ ଆପଣଙ୍କୁ ଗୁଜରାତିର ଏମିତି ଏକ ଉପାୟ ବିଷୟରେ କହିବି ଯାହା ରାତାରାତି ଆପଣଙ୍କ ଭାଗ୍ୟ ବଦଳିପାରେ । ଏହି ଉପାୟ ଦ୍ୱାରା ଧନ ସମ୍ପତି ସହ ସହ ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଯାଏ । ଏହି ଉପାୟ କୁ ଶୁକ୍ରବାର ରାତି ୧୨ଟା ବେଳେ କରିବା ଆବଶ୍ୟକ । ଶୁକ୍ରବାରର ଦିନ ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ । ଶୁକ୍ରବାର କରା ଯାଇଥିବା ଉପାୟ ଆପଣଙ୍କୁ ମାଲାମାଲ କରିପାରେ । ଏଥିପାଇଁ ଆପଣଙ୍କୁ କିଛି ଶାସ୍ତ୍ରୀୟ ଉପାୟ କରିବାକୁ ହେବ । ଶୁକ୍ରବାର ଦିନ କରାଯାଇଥିବା କିଛି ଉପାୟ ଦ୍ୱାରା ଶୁକ୍ର ଗ୍ରହ ଆପଣଙ୍କ ଅନୁକୂଳ ହୋଇଯାନ୍ତି । ଏହା ସହିତ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ ।
ଶୁକ୍ରବାର ରାତି ୧୨ଟା ବେଳେ ଭଲ ଭାବରେ ହାତ ଗୋଡ ଧୋଇ ସ୍ୱଚ୍ଛ ହୋଇଯାନ୍ତୁ ଏବଂ ଧଳା ରଙ୍ଗର କପଡା ଧାରଣ କରନ୍ତୁ । ଏହାପରେ ପଦ୍ମ ଫୁଲର ଆସନରେ ବସିଥିବା ଲକ୍ଷ୍ମୀଙ୍କ ଫୋଟୋକୁ ଘରର କୌଣସି ଶାନ୍ତ ଏବଂ ସ୍ୱଚ୍ଛ ଜାଗାରେ ସ୍ଥାପିତ କରନ୍ତୁ । ଏବେ ଫୋଟୋ ଆଗରେ ୩ଟି ଗୁଜରାତି ରଖନ୍ତୁ ଏବଂ ଆପଣଙ୍କ ଇଷ୍ଟ ଦେବଙ୍କୁ ଧ୍ୟାନ କରନ୍ତୁ । ଏହାପରେ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରିବା ସହିତ ଶୁକ୍ରଦେବଙ୍କୁ ଆପଣଙ୍କ ମନୋକାମନା ପୂର୍ଣ୍ଣ କରିବା ପାଇଁ ଏବଂ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର କରିବା ପାଇଁ ବିନତି କରନ୍ତୁ । ଏହାପରେ ଶୁକ୍ର ମନ୍ତ୍ର “ଓଁ ଦ୍ର୍ରାଂ ଦ୍ର୍ରିଂ ଦ୍ରୋଂ ସ: ଶୁକ୍ରାୟ ନମଃ” ର ୨୧ ଥର ଜପ କରନ୍ତୁ ।




