ଦେଶ- ବିଦେଶ

ପ୍ରଥମ ଦେଖାରେ ଝିଅର ପ୍ରେମିକକୁ କଣ ପ୍ରଶ୍ନ କରନ୍ତି ଝିଅର ମା ।।

ଆଜିକାଲି ସମୟରେ ପ୍ରେମ ବିବାହ ବହୁତ ସାଧାରଣ ହୋଇଯାଇଛି। ତେବେ ଏହି ପ୍ରେମ ବିବାହ ପାଇଁ ବହୁତ ଝଗଡା ସୃଷ୍ଟି ହୋଇଥାଏ ଦୁଇ ପରିବାର ମଧ୍ୟରେ ।ମାତ୍ର କେତେ ଜାଗାରେ ଦୁଇ ପରିବାର ବିବାହ ସପକ୍ଷରେ ରହିଥାନ୍ତି ।ଯେତେବେଳେ ପ୍ରେମିକ ପ୍ରେମିକା ର ପିତାମାତାଙ୍କୁ ଦେଖା କରିବାକୁ ଯାଇଥାଏ ,ଏହା ତା ପ୍ରତି ଅଗ୍ନି ପରିକ୍ଷଭାଳି ହୋଇଥାଏ। ଏକଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।ତେବେ ବିବାହ ପୂର୍ବରୁ ହେବାକୁ ଯାଉଥିବା ଶାଶୁ ଶଶୁରଙ୍କ ପ୍ରଶ୍ନ ଗୁଡିକ ସାମ୍ନା କରିବା କେଉଁ ଅଗ୍ନିପରୀକ୍ଷା ଠାରୁ କମ ଅଟେ କି।ଝିଅର ପିତାମାତା କେଉଁ ସବୁ ପ୍ରଶ୍ନ ଝିଅର ପିତାମାତା ପଚାରିଥାନ୍ତି ଆସନ୍ତୁ ଜାଣିବା।

1.ତମେ ମୋ ଝିଅକୁ ଛୁଇଁନ ତ? ଝିଅ ମାର ଏହା ପ୍ରଥମ ପ୍ରଶ୍ନ ହୋଇଥାଏ ।ଏତେଦିନ ପୁଅ ଝିଅ ସହବୁଲିଲା ପରେ ମଧ୍ୟ ପଚାରିଥାନ୍ତି ଏହି ପ୍ରଶ୍ନ ।
୨.ପୁଅର କେଶ ସଜ୍ଜା କୁ ଦେଖି ମଧ୍ୟ ଏ ସମ୍ବନ୍ଧରେ ପଚାରିଥାନ୍ତି ଝିଅର ମା।ଏହା ଛଡା ଆଉ କେଉଁ ଶୈଳୀ ରେ କେଶ ସଜ୍ଜା କରିଥାଅ ?ଏହି ସବୁ ଅଦରକରି ପ୍ରଶ୍ନ ଝିଅର ମାଆ ପଚାରିଥାନ୍ତି।
୩.ଝିଅର ଭଲ ଭବିଷ୍ୟତ କଥା ଚିନ୍ତାକରି ପୁଅର ଆଉ କେଉଁ ଝିଅ ସହ ପୂର୍ବରୁ ସମ୍ପର୍କ ଥିଲାକି ନାହିଁ ଝିଅର ପିତାମାତା ମନେ ପଚାରିଥାନ୍ତି।

 

୪.ତମେ ଆମ ଝିଅକୁ କେତେ ଭଲ ପାଅ ବୋଲି ମଧ୍ୟ ପିତାମାତା ମନେ ଝିଅର ପ୍ରେମିକକୁ ପଚାରିଥାନ୍ତି।
୫.ପୁଅ କେଉଁ ପ୍ରକାର ପୋଷାକ ପିନ୍ଧିଥାଅ ବୋଲି ପଚାରିଥାନ୍ତି ।ଏବଂ ଏହି ପ୍ରକାର କଥାରୁ ସେ ପୁଅର ଗୁଣ ଭଲ କି ନାହିଁ ନିର୍ଣ୍ଣୟ କରିଥାନ୍ତି ।

6.ଆମ ଝିଅ ସହ କୌଣସି ଖରାପ କାମ କରିନ ତ ?ଏହି ପ୍ରଶ୍ନ ପଚାରି ପୁଅ ଝିଅ ମଧ୍ୟରେ କିଛି ଶାରୀରିକ ସମ୍ପର୍କ ଅଛି କି ନାହିଁ ସେ ବିଷୟରେ ଜାଣିଥାନ୍ତି ପିତାମାତା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button