ଜ୍ୟୋତିଷ

ସ।ଗର ର ମଧ୍ୟ ଭାଗରେ ପ୍ରଭୁ ଭୋଳାନାଥ ମନ୍ଦିର ଯିଏ ଦର୍ଶନ କରିବ ସେ ଧନଵାନ ହୋଇଯିବ

ଗୁଜୁରାଟ ର ଭାବନଗର ଠାରେ ନିଷ୍ଫଳଙ୍କ ମହାଦେବ ଙ୍କ ମନ୍ଦିର ସାଗର ର ମଧ୍ୟ ଭାଗରେ ଲହଡି ଏବଂ ତୋଫାନ ଦ୍ୱାରା ମନ୍ଦିର ଟି ଜଳମଗ୍ନ ହୋଇଯାଏ ଏବଂ ଜଳସ୍ତର କମିବା ମାତ୍ରେ ମନ୍ଦିର ଦୃଶିତ ହୋଇଥାଏ।ମାନା ଯାଇଥାଏ କି ଯେଉଁ ଭକ୍ତ ମାନେ ଏଠିକୁ ଯାଇଥାନ୍ତି ତାଙ୍କର ସବୁ ପାପ ଧୋଇହୋଇଯାଏ।କୁହାଯାଏ କି ପାଣ୍ଡବ ମନେ ଭାଇ ମାନଙ୍କ ହତ୍ୟା ର ପାପ ଧୋଇବା ପାଇଁ ଏହିଠାରେ ହି ହୋଇଥିଲା।

ଏହି ମନ୍ଦିର ସମୁଦ୍ର ରୁ ୨ କିମି ଭିତରେ ରହିଛି।ଜଳ ସ୍ତର କମିବା ଦ୍ବାରା ସେହି ସ୍ଥାନ କୁ ପହଞ୍ଚି ପାରିବ।ବୋହୁତ ସମୟ ଧରି ଏହି ମନ୍ଦିର ଟି ଜଳମଗ୍ନ ରହିଥାଏ।ମନ୍ଦିରର ଉପରିଭାଗର ଏକ ଧ୍ୱଜା ଥାଏ ସେଇ ଧ୍ୱଜା ହେଉଛି ମନ୍ଦିରର ଚିହ୍ନଟ।ପୂର୍ଣ୍ଣିମା ଏବଂ ଅମାବାସ୍ୟା ରେ ସମୁଦ୍ର ର ଜୁଆର ଏବଂ ବଡ଼ ବଡ଼ ଢେଉ ଆସିଥାଏ।ଶ୍ରଦ୍ଧାଳୁ ମାନେ ଏହାର କମିବାର ଅପେକ୍ଷା କରିଥାନ୍ତି।

 

ଇତିହାସ ଅନୁସାରେ ପାଣ୍ଡବ ମାନେ କୁରୁକ୍ଷେତ୍ର ଯୁଦ୍ଧ ପରେ ଏହି ମନ୍ଦିର ନିର୍ମାଣ କରିଥିଲେ।ଜୁଆର ରୁ ବଞ୍ଚିବା ପାଇଁ ବିଶେଷ ଦେଖାବାଖ କାରିଥାନ୍ତି।ଏହି ମନ୍ଦିର ଆଜିବି ଆଧୁନିକ ବିଶେସଂଜ୍ଞା ଏବଂ ନୂତନ ଟେକନିକ ଙ୍କ ପାଇଁ ରହସ୍ୟମୟ।

ପାଣ୍ଡବ ମାନଙ୍କ ଦ୍ୱାରା ଯୋଡା ହୋଇଥିବା ମନ୍ଦିରର ଇତିହାସ

କୁରୁକ୍ଷେତ୍ର ଯୁଦ୍ଧ ପରେ କୌରବ ମାରି ପାଣ୍ଡବ ମାନେ ହତ୍ୟା ର ପାପ ବୋଝ ମୁଣ୍ଡକୁ ନେଲେ।ଏବଂ ଏହି ପାପରୁ ମୁକ୍ତି ପାଇବା ପାଇଁ ପାଣ୍ଡବ ଶ୍ରୀକୃଷ୍ଣ ଙ୍କ ପାଖକୁ ଗଲେ।ଶ୍ରୀକୃଷ୍ଣ ସେମାନଙ୍କୁ ଏକ କଳା ରଙ୍ଗର ଧ୍ୱଜା ଏବଂ ଏକ କଳା ଗାଈ ଦେଲେ କହିଲେ କି ରାସ୍ତାରେ ଯେଉଁଠାରେ ଏହି କଳା ରଙ୍ଗର ଧ୍ୱଜା ଏବଂ ଗାଈ ଧଳା ହୋଇଯିବେ ସେହିଠାରେ ତୁମ ସମସ୍ତଙ୍କୁ ପାପର ମୁକ୍ତି ମିଳିବ।ପୂର୍ବ ଭଗବାନ ଶିବ ଙ୍କୁ ମଧ୍ୟ କ୍ଷମା ମାଗିବାକୁ କହିଥିଲେ।ହାତରେ ଧ୍ୱଜା ଧରି ପାଣ୍ଡବ ମାନେ ସେହି ଗାଈ ର ପଛେ ପଛେ ଚାଲିବାକୁ ଲାଗିଲେ।

 

ବୋହୁ ବର୍ଷ ଏମିତି ପାଣ୍ଡବ ମାନେ ଚାଲିଲେ ହେଲେ ଧ୍ୱଜା ଏବଂ ଗାଈ ରଙ୍ଗ ଧଳା ହେଲା ନାହିଁ।କୋଳିୟାଗ ତଟ ରେ ହଠାତ ଧୁଆଜ ଏବଂ ଗାଈ ର ରଙ୍ଗ ଧଳା ହୋଇଗଲା, ଏବଂ ପାଣ୍ଡବ ମାନେ ଶିବ ଙ୍କୁ ଧ୍ୟାନ କଲେ ତାଙ୍କର ପାପ ଧୋଇବା ପାଇଁ।ପାଣ୍ଡବ ମାନଙ୍କ ତପସ୍ୟା ରେ ପ୍ରସନ୍ନ ହୋଇ ପଞ୍ଚ ଲିଙ୍ଗ ଶିବ ଦର୍ଶନ ଦେଲେ।ଯାହାକି ପାଞ୍ଚ ପାଣ୍ଡବ ଙ୍କ ଦ୍ୱାରା ପୂଜା କରାଗଲା ଏବେ ଏହାକୁ ନିଷ୍ଫଳଙ୍କ ମନ୍ଦିର ନାମ ଦିଆଗଲା।ନିଷ୍ଫଳଙ୍କ ର ଅର୍ଥ ଯାହାର କଳଙ୍କ ନଥିବ, ଯିଏ ସ୍ଵଛ ଏବଂ ନିର୍ଦୋଷ ହୋଇଥିବ।

 

ପାଣ୍ଡବ ଏହି ପଞ୍ଚ ଲିଙ୍ଗକୁ ଚିକର ସ୍ଥଳ ଟେ ସ୍ଥାପନ କଲେ।ପଞ୍ଚ ଲିଙ୍ଗ ସହ ନନ୍ଦି ଙ୍କ ମୂର୍ତ୍ତି ବି ରହିଛି।ମନ୍ଦିରର ଦର୍ଶନ ଭକ୍ତ ମାନଙ୍କ ପାଇଁ ସବୁବେଳେ ଖୋଲା ଥାଏ।ହେଲେ ମନ୍ଦିରର ପ୍ରବେଶ ଜଳସ୍ତର କମ ହେଲା ପରେ ହୋଇଥାଏ।ସବୁଦିନ ଲହଡି ଅଧିକ ଏବଂ କମ ହୋଇଥାଏ।ଏବଂ ତଟ ରେ ଜୁଆର ସୁର୍ଯ୍ୟ ଏବଂ ଚନ୍ଦ୍ର ଙ୍କ ଦ୍ୱାରା ପ୍ରଭାବିତ ହୋଇଥାଏ।ପୂର୍ଣ୍ଣିମା ଏବଂ ଅମାବାସ୍ୟା ରେ ପୃଥିବୀ, ଚନ୍ଦ୍ର ଏବଂ ସୂର୍ଯ୍ୟ ଏକ ରେଖାରେ ରହିଥାନ୍ତି ସେତେବେଳେ ଜୁଆର ଉଚ୍ଚା ଏବଂ ମନ୍ଦ ହୋଇଥର ତୀବ୍ର ଗତିରେ।ଏହି ସମୟରେ ମନ୍ଦିର ଦର୍ଶନ କରିବା ସବୁଠାରୁ ଭଲ ରହିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button