ମନୋରଞ୍ଜନ

ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ ହେଉଥିଲେ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଗୁପ୍ତ ରହସ୍ୟ ଜାଣନ୍ତୁ- Name Astrology

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ନାମରୁ ରାଶି ଜଣା ପଡିଥାଏ । ସେହି ରାଶିରୁ ବ୍ଯକ୍ତିର ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଜାଣି ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ S ନାମର ବ୍ୟକ୍ତିଙ୍କର କିଛି ଖାସ ଗୁଣ ଓ ସ୍ଵଭାବ ବିଷୟରେ ଯାହା ଖୁବ କମ ଲୋକ ଜାଣିଥାନ୍ତି । ଯେଉଁ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଥାଏ ସେମାନେ ଧନୀ ହୋଇଥାନ୍ତି । ଏମାନେ ଯାହା କହିଥାନ୍ତି ତାହା କରିଥାନ୍ତି । ଏମାନଙ୍କ ଠାରେ ଆକର୍ଷଣ ଶକ୍ତି ଅଧିକ ରହିଥାଏ ।

ଏମାନେ ଯେଉଁ ଠାରେ ଜ୍ଞାନ ମିଳିଥାଏ ତାହାକୁ ଫଲୋ କରିବାକୁ ଚେଷ୍ଟା କରନ୍ତି । ଏମାନେ ପ୍ରତିଭାଶାଳୀ ଓ ପ୍ରଭାବଶାଳୀ ହୋଇଥାନ୍ତି । ଏମାନଙ୍କର ହୃଦୟ ସଫା ହୋଇଥାଏ । କିନ୍ତୁ ଏମାନଙ୍କୁ ରାଗ ଆସିଲେ କଣ୍ଟ୍ରୋଲ କରିବା କଷ୍ଟକର ହୋଇପଡେ । ଏମାନେ ସର୍ବଦା ସିଦ୍ଧାନ୍ତ ମାନି ଚାଲିଥାନ୍ତି । ଏମାନେ ନିଜକୁ ଶ୍ରେଷ୍ଠ ଓ ନେତୃତ୍ଵ କରିବାର ବହୁତ ଇଚ୍ଛା ରହିଥାଏ । ଏମାନେ ସାମାଜିକ ଜୀବନରେ ମେଳାପୀ ହେବା ସହ ରଚନାମତ୍କ କାର୍ଯ୍ୟରେ ରୁଚି ରଖିଥାନ୍ତି ।

ନିଜର ବୁଦ୍ଧି ବଳରେ ସବୁ ସମସ୍ଯା ଦୂର କଇଥାନ୍ତି । ଏମାନଙ୍କୁ ନିଜ ଜିନିଷ ସେୟାର କରିବା ପସନ୍ଦ ନୁହେଁ । ବୈବାହିକ ଜୀବନରେ ସ୍ତ୍ରୀ ମାନେ ପୁରୁଷଙ୍କ ଅପେକ୍ଷା ଅଧିକ ପ୍ରଭାବୀ ରହିଥାନ୍ତି । ପ୍ରେମ ଜୀବନରେ ଏମାନେ ଲାଜ କରିଥାନ୍ତି । ବିବାହ ପରେ ଏହି ନାମର ସ୍ତ୍ରୀଙ୍କୁ କଷ୍ଟରେ ଓ ପୁରୁଷଙ୍କୁ ସୁଖମୟ ଜୀବନ ବିତାଇବାକୁ ପଡିଥାଏ । ଏମାନେ ନିଜର ପରିଶ୍ରମ ଦ୍ଵାରା ଭୌତିକ ସୁଖ ସୁବିଧା ପ୍ରାପ୍ତ କରନ୍ତି ।

S ନାମର ବ୍ୟକ୍ତି କୁମ୍ଭ ରାଶିର ହୋଇଥାନ୍ତି । ଏମାନେ ଏପରି କିଛି କରିଥାନ୍ତି ଯାହା ପାଇଁ ଦୁନିଆରେ ଏମାନଙ୍କର ଚର୍ଚ୍ଚା ହୋଇଥାଏ । ଏମାନେ ଅନେକଙ୍କ ମଧ୍ୟରୁ ଗୋଟିଏ ହୋଇଥାନ୍ତି ଯେପରି କୋଇଲାରୁ ହୀରା ମିଳିଥାଏ । ଏମାନେ ନିଜ ବଳରେ ସବୁ କିଛି ପାଇଥାନ୍ତି । ଏମାନେ ସର୍ବଦା ବିଶ୍ଵସନୀୟ ହୋଇଥାନ୍ତି । ଏମାନେ ଦେଖିବାକୁ ସୁନ୍ଦର ବୁଦ୍ଧିମାନ ହୋଇଥାନ୍ତି । ସୋସିଆଲ ଲାଇଫରେ ଏମାନେ ଅଧିକ ଆକ୍ଟିଭ ରହିଥାନ୍ତି ।

କୌଣସି ବି କାମକୁ ଅଲଗା ଧରଣରେ କରିବାକୁ ପସନ୍ଦ କରନ୍ତି । ଏମାନେ କାହା ଅଧୀନରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଜୀବନରେ ନିସ୍ପତି ବୁଦ୍ଧିମାନର ସହ ନେଇଥାନ୍ତି । ଏମାନେ କଥା କହିବାର ଶୈଳୀ ଦ୍ଵାରା ଅନ୍ୟକୁ ଆକର୍ଷିତ କରିଥାନ୍ତି । ଏମାନଙ୍କ ଜୀବନରେ ଏଭଳି ସ୍ଥିତି ଆସେ ଯେଉଁଥି ପାଇଁ ନିର୍ଦିଷ୍ଟ ନିସ୍ପତି ନେଇପାରନ୍ତି ନାହିଁ । ଏପରି ସ୍ଥିତିରେ ଏମାନଙ୍କୁ କିଛି ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ପୁସ୍ତକ ଜ୍ଞାନ ସହ ବ୍ୟବହାରିକ ଜ୍ଞାନ ଏମାନଙ୍କ ଠାରେ ଅଧିକ ରହିଥାଏ ।

ଏମାନେ ନୂଆ ନୂଆ ମିତ୍ର କରିବାକୁ ଆଗ୍ରହୀ ହୋଇଥାନ୍ତି । ପାର୍ଟି ଫଙ୍ଗସନ ର ଅଧିକ ଲାଭ ଉଠାଇଥାନ୍ତି । ଏମାନଙ୍କୁ ଭିଡ ଭିତରେ ଚାଲିବାକୁ ପସନ୍ଦ ନୁହେଁ । ଏମାନଙ୍କ ପାଖରେ ଯାହା ବି ଥାଏ ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ଦେଇଥାନ୍ତି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button