ଜ୍ୟୋତିଷ

ସକାଳୁ ଉଠୁ ଉଠୁ କହି ଦିଅନ୍ତୁ ଏହି ମନ୍ତ୍ର ଯାହା ବି ମନସ୍କାମନା ଥିବ ନିଶ୍ଚୟ ପୂରଣ ହେବ…

ବନ୍ଧୁଗଣ ମଣିଷ ଜୀବନରେ ଯଦି କାମ କରୁ କରୁ ବିଗିଡି ଯାଉଛି, କୌଣସି କାମ ଇଚ୍ଛା ଅନୁସାରେ ହେଉ ନାହିନ, ଘରେ ନେଗେଟିଭ ଶକ୍ତି ବଢି ଯାଇଛି ବା ନିଜ ଘରେ ଅଲଗା ପ୍ରକାରର ଅନୁଭବ ହେଉଛି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଖାସ ଉପାୟ କରିବାକୁ ହେବ । ଯଦି ଆପଣଙ୍କର ମନ କୌଣସି କାର୍ଯ୍ୟ ରେ ଲାଗୁ ନାହିଁ, ମନ ଚିନ୍ତାରେ ରହୁଛି ତେବେ ଏହି ଗୋଟେ ଉପାୟ କରିବାକୁ ହେବ । ସକାଳୁ ଉଠି ଏହି 2ଟି ଶବ୍ଦ କହିବାକୁ ହେବ । ତେବେ ଆସନ୍ତୁ ଜାଣିବା ସେହି 2ଟି ଶବ୍ଦ ବିଷୟରେ ସଂପୂର୍ଣ୍ଣ ବିବରଣୀ ।

ପ୍ରତେକ ବ୍ୟକ୍ତି ଚାହିଁ ଥାନ୍ତି ଭଗବାନ ଶିବ ଙ୍କ କୃପା ପାଇବା ପାଇଁ । ଭଗବାନ ଶିବ କେବଳ ପୂଜା ପାଠରେ ପ୍ରସନ୍ନ ହୋଇଥାନ୍ତି । ନିଜର ଭକ୍ତ ଙ୍କୁ ନିଜର ଚମତ୍କାର ଦେଖାଇଥାନ୍ତି । ଆପଣଙ୍କୁ କେବଳ ସକାଳୁ ଉଠୁ ଉଠୁ ଏହି ଶବ୍ଦ କହିବାର ଅଛି । ଏଥିପାଇଁ ସ୍ନାନ କରିବା କିଛି ବି ଦରକାର ନାହିଁ । ପ୍ରତେକ ଉପାୟ ରେ ଭଗବାନଙ୍କ ସହ ଯୋଡି ହୋଇ ରହିଥିବା କାର୍ଯ୍ୟ ରେ ସ୍ଵଛତା ଉପରେ ଧ୍ୟାନ ରଖିବାକୁ ପଡିଥାଏ ।

ଯେଉଁ ଝିଅ ମାନେ ନବ ବିବାହିତା ସେମାନେ ସକାଳ ସମୟରେ ଏହି ଶବ୍ଦ ଉଚ୍ଚାରଣ କରିଲେ ଉତ୍ତମ ସନ୍ତାନ ଜାତ ହୋଇଥାଏ । ଏହି ଶବ୍ଦ କହିବା ଦ୍ଵାରା ଘର  ପାଇଁ ଭାଗ୍ୟଶାଳୀ ସିଦ୍ଧ ହେବ । ଦାମ୍ପତ୍ୟ ଜୀବନ ବହୁତ ଭଲରେ କଟିବ । ଏତେ ଶୁଭ ଫଳ ମିଳିବ ଯେ ଯାହାର କଳ୍ପନା ଆପଣ କେବେ କରି ନ ଥିବେ । ଘରର ଗୁରୁଜନ ମାନେ ବ୍ୟାପାର ବଢାଇବା ପାଇଁ, ଦୀର୍ଘାୟୁ ପାଇଁ ଏହି ଉପାୟ କରି ପାରିବେ ।

ଯେଉଁ ବ୍ୟକ୍ତି ନିଜର ଇଚ୍ଛା ପୂର୍ତ୍ତି ପାଇଁ ଚେଷ୍ଟା କରୁଛନ୍ତି ତେବ ଏ ଏହି 2ଟି ଶବ୍ଦ ନିଶ୍ଚୟ କହି ପାରିବେ । ମହାଦେବଙ୍କ କୃପା ପ୍ରାପ୍ତ ହେବ ଏହିୟ ଶବ୍ଦ ଦୁଇଟି କହିବା ଦ୍ଵାରା । ସକାଳୁ ଉଠିବା ପରେ ଦେବତା ମାନଙ୍କର ଧ୍ୟାନ କରିବା ଉଚିତ । ଏହା ଛାଡ ଦିନର ଆରମ୍ଭ ଦେବତାଙ୍କ ପୂଜା ପାଠ ରୁ ଆରମ୍ଭ କରିବା ଉଚିତ । ଆପଣ ସକାଳୁ ଦୁଇ ହାତ ଯୋଡି ଏହି 2ଟି ଶବ୍ଦ କୁହନ୍ତି ଓମ ସମ୍ଭବେ ନମଃ । ଏହା ମହା ମୃତ୍ୟୁଞ୍ଜୟ ମନ୍ତ୍ର ଅର୍ଥେ ।

ଏହି ମନ୍ତ୍ର କହିବା ଦ୍ଵାରା ଆପଣଙ୍କ କୁଣ୍ଡଳୀ ରେ ଯାହା ବି ଦୋଷ ଥିବା ତାହା ଦୂର ହୋଇଯିବ । ଏହା ଛଡା ଆପଣ ଦୁଇ ହାତ ଯୋଡି ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଉଚିତ । ଏହି ମନ୍ତ୍ର କୁ ସଞ୍ଜିବନୀ ମନ୍ତ୍ର ମଧ୍ୟ କୁହାଯାଏ । ଏହି ଶବ୍ଦ ଟି ଆଖି ଖୋଲିବା ପରେ ଉଚ୍ଚାରଣ କରି ନିଅନ୍ତୁ । ସବୁ ଅଶୁଭ ଶକ୍ତି ଦୂର ହୋଇଥାଏ । ପରିବାରରେ ସୁଖ ସମୃଦ୍ଧିର ବାତାବରଣ ଲାଗି ରହିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button