ଜ୍ୟୋତିଷ
ଶୋଇବା ସମୟରେ ଏହି ଦିଗକୁ ମୁଣ୍ଡ କରି ଶୋଉଛନ୍ତି କି ? ଏହି ଦିଗରେ ମୁଣ୍ଡ କରି ଶୋଇଲେ ହେବ ସର୍ବନାଶ

ନମସ୍କାର ପାଠକ ବନ୍ଧୁ ଗଣ। ଆଜି ଆମେ ବାସ୍ତୁ ଶାସ୍ତ୍ରରେ ରେ ଶୋଇବା ସମୟ ରେ କେଉଁ ଦିଗ କୁ ମୁଣ୍ଡ କରି ଶୋଇବା ଉଚିତ ବୋଲି ଜାଣିବା । ଓ କେଉଁ ଦିଗ କୁ ମୁଣ୍ଡ କରି ଶୋଇଲେ ଅଶୁଭ ହୋଇ ଥାଏ। ସେ ବିଷୟ ରେ ଜାଣିବା।ଶୋଇବା ଆମ ନୀତି ଦିନ ର ଏକ ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ।
କାରଣ ଏହା ଦ୍ବାରା ଆମ ଶରୀର,ମନ ଓ ମସ୍ତିସ୍କ କୁ ଆରାମ ମିଳିଥାଏ ।ଯେମିତି ଭଲ ଖାଦ୍ୟ ଖାଇବା ପାଇଁ ଶରୀର ଚାହେଁ ସେହିପରି ଭଲ ନିଦ୍ରା ମଧ୍ୟ ଶରୀର ପାଇଁ ଆବଶ୍ୟକ। ଯଦି ଆମ ନିଦ ପୁରା ନ ହୁଏ ତେବେ ଏହା ଆମ ଶରୀର,ମନ ଉପରେ ଖରାପ ପ୍ରଭାବ ପକାଇ ଥାଏ।
ଆମର ପୁରାଣ ଓ ବାସ୍ତୁ ଶାସ୍ତ୍ର ନିୟମ ଅନୁଯାୟୀ କିଛି ଖାସ କଥା କୁହା ଯାଇଛି ଏହା ପାଳନ କରିବା ଦ୍ୱାରା ଆମ ଘରେ ସୁଖ ଶାନ୍ତି ବଜାଇ ରହିଥାଏ। ଏହି ପରି ଶୋଇବା ମଧ୍ୟ ଆମ ନୀତି ଦିନ ର ଜରୁରୀ କାର୍ଯ୍ୟ ହୋଇଥାଏ। ଶୋଇବା ବିଷୟ ରେ କୁହାଯାଇଥିବା ଭୁଲ କଥା ସବୁ ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ।
ବାସ୍ତୁ ଶାସ୍ତ୍ରରେ କୁହା ଯାଇଛି ଯେ ଶୋଇବାସମୟ ରେ କେଉଁ ଦିଗ କୁ ମୁଣ୍ଡ କରି ଶୋଇବା ଉଚିତ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଉତ୍ତର ଦିଗ କୁ ମୁଣ୍ଡ ଓ ଦକ୍ଷିଣ ଦିଗ କୁ ପାଦ କରି ଶୋଇବା ଉଚିତ ନୁହେଁ । କାରଣ ଉତ୍ତର ଦିଗ ଶୋଇବା ଉଚିତ ନୁହେଁ ଏହି ଦିଗ କୁ ମୃତ୍ୟୁ ର ଦିଗ ବୋଲି ମାନଯାଏ।
ତେବେ ବନ୍ଧୁଗଣ ଆପଣ କେଉଁ ଦିଗ କୁ ମୁଣ୍ଡ କରି ଶୁଅନ୍ତି କମେଣ୍ଟ ମାଧ୍ୟମ ରେ ନିଶ୍ଚିତ ଭାବରେ ଜଣାନ୍ତୁ।