ଜ୍ୟୋତିଷ

ଏହି ମାସରେ ଜନ୍ମ ହୋଇଥାନ୍ତି ଭାଗ୍ୟଶାଳି ପିଲାମାନେ ଦେଖନ୍ତୁ ଆପଣଙ୍କ ଜନ୍ମ ମାସ ଏହା ନୁହେଁ ତ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ କହିବାକୁ ଯାଉଛୁ କି କେଉଁ ମାସ ରେ ଜନ୍ମ ହୋଇଥିଲେ ଆପଣ ଭାଗ୍ୟଶାଳୀ ଅଟନ୍ତି। ଯେତେବେଳେ ଆପଣ ଗୋଟିଏ ଜିନିଷ ପାଇବା ପାଇଁ ଅଧିକ ଚେଷ୍ଟା କରନ୍ତି ସେତେବେଳେ ତାହା ଆପଣଙ୍କୁ ମିଳି ନଥାଏ।
ହେଲେ ଆଉ କିଛି ଲୋକ ଏଭଳି ହୋଇ ଥାଆନ୍ତି ଯେଉଁ ମାନେ କି ସେହି ଜିନିଷ ପାଇବାକୁ ଚେଷ୍ଟା କରି ନଥାନ୍ତି ମାତ୍ର ତାଙ୍କୁ ସେହି ଜିନିଷ ଖୁବ୍ ଶୀଘ୍ର ମିଳି ଯାଇଥାଏ।
ଏହି କଥା ସିଧା ସଳଖ ଆପଣଙ୍କ ଭାଗ୍ୟ ସହ ଜଡ଼ିତ ଥାଏ। ଆପଣ ଯେତେ ବି ମଡର୍ନ ହୋଇ ଥାଆନ୍ତୁ ନା କାହିଁକି ମାତ୍ର ଏହି କଥା କୁ ଆଡେ଼ଇ ଦେଇ ପାରିବେନି କି କିଛି ଲୋକ ତାଙ୍କ ଭାଗ୍ୟ କୁ ଉପରୁ ହିଁ ନିର୍ଦ୍ଧାରିତ କରି ଆସିଥାନ୍ତି।
ସେମାନଙ୍କୁ ସବୁ ଜିନିଷ ମଧ୍ୟ ଖୁବ ସହଜରେ ମିଳି ଯାଇଥାଏ। ତେବେ ଏବେ ପ୍ରଶ୍ନ ଏହା ଉଠୁଛି କି ଆପଣ କିଭଳି ଜାଣିବେ କି ଆପଣ ଭାଗ୍ୟଶାଳୀ ଅଟନ୍ତି କି ନାହିଁ? ଏହାର ଉତ୍ତର ହେଉଛି ଭାଗ୍ୟ ସହ ଆପଣଙ୍କ ଜନ୍ମ ସମୟ ଜଡ଼ିତ ଥାଏ।
ଆପଣ କେଉଁ ଦିନ କେଉଁ ମାସ ଜନ୍ମ ହୋଇଛନ୍ତି ତାହା ଆପଣଙ୍କ ଭାଗ୍ୟ ସମ୍ପର୍କ ରେ ଅନେକ କଥା କହିଥାଏ। ଯେଉଁ ଲୋକ ମାନେ ସୋମବାର କି ଗୁରୁବାର ଦିନ ଜନ୍ମ ହୋଇ ଥାଆନ୍ତି ସେମାନେ ବେଶ ଭାଗ୍ୟବାନ ହୋଇ ଥାଆନ୍ତି।
ଏମାନଙ୍କ କାମ ଖୁବ ସହଜରେ ହୋଇଯାଏ। ଖାସ୍ କରି ଯେଉଁ ମାନଙ୍କ ଜନ୍ମ ସମୟ ୪ ଟା ପାଖା ପାଖି ଥାଏ ସେମାନଙ୍କ ଭାଗ୍ୟ ମଧ୍ଯ ଖୁବ ଭଲ ହୋଇଥାଏ। ଏଭଳି ବ୍ୟକ୍ତି ଭାଗ୍ୟ ବଳରେ ବଡରୁ ବଡ଼ ସମସ୍ୟା ଟାଳି ଦେଇ ପାରନ୍ତି।
ଏହି ପିଲା ମାନେ ଏତେ ମାତ୍ରାରେ ଭାଗ୍ୟଶାଳୀ ହୋଇ ଥାଆନ୍ତି କି ତାଙ୍କ ସହ ଯେଉଁ ମାନେ ଥାଆନ୍ତି ସେମାନେ ମଧ୍ଯ ଭାଗ୍ୟବାନ ହୋଇ ଯାଆନ୍ତି। ଜୁନ ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ନିଜ ଭାଗ୍ୟକୁ ଉପରୁ ଲେଖି ଆଣି ଥାଆନ୍ତି।
ଏମାନେ ମଧ୍ୟ ଲୋକଙ୍କ ଠାରୁ ତାଙ୍କ କଥା ମାନେଇବାରେ ମାହିର ଅଟନ୍ତି। ମାସର ୧୦ ଓ ୨୫ ତାରିଖ କୁ ଜନ୍ମ ହୋଇଥିବା ବ୍ୟକ୍ତି ଟଙ୍କା ମାମଲାରେ ଖୁବ୍ ଭାଗ୍ୟଶାଳୀ ହୋଇ ଥାଆନ୍ତି। ଏମାନଙ୍କ ପାଖକୁ ଟଙ୍କା ନିଜେ ଚାଲିକି ଆସିଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button