ଜ୍ୟୋତିଷ

ଘରେ ଝିଅଟିଏ ଥିଲେ ନିଶ୍ଚିନ୍ତ ଦେଖନ୍ତୁ କେଉଁ ମାସରେ ଝିଅମାନେ ଜନ୍ମ ହେଲେ ସୌଭାଗ୍ୟବତୀ ହୋଇଥାନ୍ତି

ଆଜି ବି ସମସ୍ତେ ଏପରି ସମାଜରେ ବଞ୍ଚି ରହିଛନ୍ତି ଯାହାକି ପୁରୁଷ ପ୍ରଧାନ।ସେଥିପାଇଁ ଯଦି କାହାର ଘରେ କନ୍ୟା ସନ୍ତାନ ଜନ୍ମ ହୋଇଥାଏ ତେବେ ଅଧିକାଂଶ ଘରେ ଘରର ଲୋକମାନେ ନିରାଶ ହୋଇ ଯାଉଛନ୍ତି।
ଏସବୁ ମନୁଷ୍ୟ ର ଅଜ୍ଞାତ କାରଣରୁ ହିଁ ହେଉଅଛି।ଯିଏ କି ଏବେ ବି ଝିଅଙ୍କୁ ବୋଝ ଦୃଷ୍ଟି ରେ ଦେଖୁଛନ୍ତି।କିନ୍ତୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କନ୍ୟା ସନ୍ତାନ ସମସ୍ତଙ୍କ ଗୃହ ରେ ଜନ୍ମ ନିଅନ୍ତି ନାହିଁ।
କନ୍ୟା ସେହି ଘରେ ଜନ୍ମ ନେଇଥାଏ ଯିଏ ଭାଗ୍ୟଲକ୍ଷ୍ମୀ ଯୁକ୍ତ ହୋଇଥାନ୍ତି।ଏବଂ ନିଜର ପୂର୍ବ ଜନ୍ମରେ କିଛି ଭଲ କର୍ମ କରିଥାନ୍ତି।ଦ୍ଵାପର ଯୁଗରେ ଅର୍ଜୁନ ଗୋଟିଏ ଥର ଭଗବାନ ଶ୍ରୀ କୃଷ୍ଣଙ୍କୁ ଙ୍କୁ ପଚାରି ଥିଲେ କେଉଁ ଭଳି ଧର୍ମ ଅର୍ଜନ ଆଉ ପୁଣ୍ୟ ଅର୍ଜନ କରିବା
 ଦ୍ୱାରା ଗୋଟିଏ ଗୃହରେ କନ୍ୟା ସନ୍ତାନ ଜନ୍ମ ହୋଇଥାନ୍ତି।ଶ୍ରୁ କୃଷ୍ଣ କହିଲେ ଯଦି କୌଣସି ସ୍ଵାମୀ ସ୍ତ୍ରୀ ଙ୍କୁ ଭାଗ୍ୟରେ ଥିଲେ ପୁଅ ମିଳିଥାଏ,କିନ୍ତୁ ଝିଅ ସୌଭାଗ୍ୟ ଏବଂ ପୁଣ୍ୟ ଦ୍ଵାରା ପ୍ରାପ୍ତି ହୋଇଥାନ୍ତି।
ଯେଉଁ ସ୍ବାମୀ ସ୍ତ୍ରୀ ପୂର୍ବ ଜନ୍ମରେ ଅଧିକ ଧର୍ମ ଅର୍ଜନ ଏବଂ ପୁଣ୍ୟ ଅର୍ଜନ କରିଥାନ୍ତି କେବଳ ସେହି ମାନଙ୍କର ଗୃହରେ ହିଁ କନ୍ୟା ସନ୍ତାନ ଜନ୍ମ ହୋଇଥାନ୍ତି।
ଧର୍ମ ଶାସ୍ତ୍ର ଅନୁଯାୟୀ ଭଗବାନ ଝିଅ ଜନ୍ମ ପାଇଁ ଏପରି ଗୃହକୁ ବାଛିଥାନ୍ତି ଯେଉଁମାନେ କନ୍ୟା ରତ୍ନର ଭାର କୁ ସହି ପାରିଥାନ୍ତି।କାରଣ ଏହି ତିନି ଲୋକରେ କନ୍ୟା ହିଁ ଏମିତି ଯାହାର ଦାୟିତ୍ଵ ଭାର ସମସ୍ତେ ଉଠାଇ ପାରନ୍ତି ନାହିଁ।
କିଛି ଲୋକମାନେ କହୁଥିବା ର ସୁଣିଥିବେ ଯେଉଁ ଘରେ ଝିଅ ଜନ୍ମ ହୋଇଥାଏ ସ୍ବର୍ଗ ସହିତ ସମାନ ଅଟେ।ପୁଅ କେବଳ ଗୋଟିଏ ବଂଶ କୁ ହିଁ ଉଦ୍ଧାର କରିଥାଏ।କିନ୍ତୁ ଝିଅ ଦୁଇଟି କୂଳକୁ ଉଦ୍ଧାର କରିଥାଏ।
ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ଯେଉଁ ମାନଙ୍କ ଗୃହରେ ଝିଅ ରହିଛି ସେମାନେ ଭାଗ୍ୟଶାଳୀ ଅଟନ୍ତି।ଏବଂ ଯାହାଙ୍କ ଘରେ ଏକ ରୁ ଅଧିକ ଝିଅ ରହିଛନ୍ତି ସେମାନେ ବେଶୀ ଭାଗ୍ୟଶାଳୀ ଅଟନ୍ତି।ସେଥିପାଇଁ ଝିଅ ମାନଙ୍କୁ ଲକ୍ଷ୍ମୀ ଙ୍କ ଆଖ୍ୟା ଦିଆଯାଇଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button