ଜ୍ୟୋତିଷ
କାହାକୁ ନକହି ଏହା ଲେଖିକି ଆପଣଙ୍କ ପାଖରେ ରଖି ଦିଅନ୍ତୁ ଚୁପ୍ ଚାପ୍ ଆଉ ଦେଖନ୍ତୁ କେମିତି ସମସ୍ତଙ୍କୁ ପଛରେ ପକାଇ ଆପଣ ଯିବେ ଆଗକୁ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏହି ଦୁନିଆରେ ଅନେକ ଲୋକ ଅଛନ୍ତି । ଆଉ ସେମାନେ ସବୁବେଳେ ଅନେକ ସ୍ବପ୍ନ ବି ଦେଖିଥାନ୍ତି । ଆଉ କିଛି ଲୋକ ନିଜ ସ୍ବପ୍ନକୁ ମହତ୍ତ୍ଵ ଦେଇ ପୂରଣ କରିଥାନ୍ତି । ଦୁନିଆରେ ସବୁ ଲୋକଙ୍କ ପାଖରେ ବଡ ହେବାର ସ୍ବପ୍ନ ରହିଥାଏ ।
ଆଉ ଏହି ଭିଡିଓ ମାଧ୍ୟମରେ ଆମେ ମାନେ ସ୍ବପ୍ନ ପୂରଣ କରିବା ପାଇଁ ଏକ ଭିଡିଓ ଦେଖିପାରିବା । ଏହା ହେଉଛି ଏକ ଅଦ୍ଭୁତ ବିଧି । ଯଦି ଆପଣ ବଡ କରିବାକୁ ଭାବୁଛନ୍ତି ତାହେଲେ ଏହି କାମ କରନ୍ତୁ । ଆପଣ ଆପଣଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ଅନେକ ଚେଷ୍ଟା କରିଥାନ୍ତି କିନ୍ତୁ ତାହା ପୂରଣ ହୋଇନଥାଏ ।
ଅନେକ ପରିଶ୍ରମ କରିବା ପରେ ମଧ୍ୟ ଏଭଳି ହୋଇଥାଏ । ତାହେଲେ ଆପଣ ଏହି ଭିଡିଓ ଦେଖନ୍ତୁ । ଏହି ଭିଡିଓ ଏବେ ଆପଣଙ୍କୁ ସାହାଯ୍ୟ କରିବ । ପୂର୍ବରୁ ଲୋକଙ୍କୁ କୁହାଯାଇଥାଏ କି ଯାହା ଭାଗ୍ୟରେ ଅଛି ତାହା ହିଁ ହେବ ।

ଭାଗ୍ୟ ସହ ସବୁ କଥା କୁହାଯାଇଥାଏ । ଆଉ ଆପଣମାନେ ସମସ୍ତେ ଏହା ଭାବି କାମ ବି କରିଥାନ୍ତି । ୨୦୦୦ ମସିହାରେ ନୋବେଲ ପୁରସ୍କାର ଲାଭ କରିଥିବା ବ୍ୟକ୍ତି କେଣ୍ଡର କହିଥିଲେ ବା ପ୍ରମାଣ ଦେଇଥିଲେ କି ଭାଗ୍ୟ ସହିତ କିଛି କଥା ନାହିଁ । ଏହା ଆପଣଙ୍କ ମସ୍ତିସ୍କ ଉପରେ ନିର୍ଭର କରେ ।
ନ୍ୟୁରୋ ପ୍ଲାଷ୍ଟିକିକ ଦ୍ଵାରା ଆପଣଙ୍କ ମସ୍ତିଷ୍କକୁ ବଦଳା ଯାଇପାରିବ । ଏହା କରିଲେ ଆପଣ ଆପଣଙ୍କ ମସ୍ତିଷ୍କରେ ପ୍ରତ୍ୟେକ ଦିନ ନୂଆ ନୂଆ ସେଲକୁ ଆଣିପାରିବେ । ବାସ୍ତବରେ ଆପଣ ଆପଣଙ୍କ ମସ୍ତିସ୍କରେ ନୂଆ ନୂଆ ସେଲ ଆଣିପାରିବେ ।
ଏହା ନୂଆ ହେବା ପାଇଁ ସାହାଯ୍ୟ କରିଥାଏ । ଏହା କରିଲେ ଆପଣଙ୍କ ସ୍ବପ୍ନ ଏଭଳି ପୂରଣ ହେବ ଯେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆପଣଙ୍କୁ ଏକ ସାଧା କାଗଜ ନେବାକୁ ପଡ଼ିବ । ଆଉ ସେଥିରେ ଆପଣଙ୍କ ଇଚ୍ଛା ଲେଖିବାକୁ ପଡ଼ିବ ।
ଆଉ ଭଗବାନଙ୍କୁ ଧନ୍ୟବାଦ୍ କରିବା ଉଚିତ୍ । ଆପଣ ଏହି ଲେଖାକୁ ସବୁବେଳେ ଦେଖିବା ଉଚିତ୍ । ଆଉ ଏହି କାମ କରିବା ଉଚିତ୍ । କାହା ସହ ଏହି ପେପର ସେୟାର କରିବା ଉଚିତ୍ ନୁହେଁ । ସମୟ ମିଳିଲେ ଏହାକୁ ଦେଖିବା ଉଚିତ୍ ।
ଏହା ପୁରୁଣା ହୋଇଗଲେ ଆପଣ ପାଣିରେ ଭସାଇ ଦେବେ । ଏହି ଇଚ୍ଛାକୁ ଆପଣ ରେକର୍ଡ କରି ଶୁଣିପାରିବେ । ଏହା କରିଲେ ଆପଣଙ୍କ ଇଚ୍ଛା ପୂରଣ ହେବାରେ ସାହାଯ୍ୟ କରିବ ।