ଜ୍ୟୋତିଷ

୫୦୦ ବର୍ଷ ପରେ ଏହି ୪ ଟି ରାଶି ମାନଙ୍କର ଖୋଲିବ ଭାଗ୍ୟ ଦେଖନ୍ତୁ ବାହୁଡ଼ା ଯାତ୍ରା ପରଠାରୁ କୋଟିପତି ରାସ୍ତାରେ ଏହି ୪ ଟି ରାଶି

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବାହୁଡା ଯାତ୍ରା ଠାରୁ ଏହି ୫ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଅଛି। ଏମାନଙ୍କ ଉପରେ ପ୍ରଭୁ ଜଗନ୍ନାଥ ଏବଂ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ପଡିବାକୁ ଯାଉଅଛି । ଏହି ଦିନଠାରୁ ଏମାନଙ୍କ ଭାଗ୍ୟ ବଦଳିବାକୁ ଯାଉଅଛି।
Special Report
ଏହି ପବିତ୍ର ବାହୁଡା ଯାତ୍ରା ଦିନ ଗ୍ରହରେ ବନୁଅଛି ଅଦ୍ଦଭୂତ ମହାସଂଯୋଗ କଛି ରାଶି ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ ପ୍ରଭୁ ଜଗନ୍ନାଥଙ୍କ ଆଶ୍ରୀବାଦ ରୁ ଏହି ୫ଗୋଟି ରାଶିକୁ ମିଳିବ ବଡ଼ ଖୁସୀ ଖବର ଏମାନଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ। ତେବେ ଚାଲନ୍ତୁ ଜାଣିନେବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ।
ମେଷ ରାଶି : ପବିତ୍ର ରଥଯାତ୍ରା ଠାରୁ ଏହି ରାଶିର ଲୋକ ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି। ଆପଣଙ୍କ ଜୀବନରେ ଯାହାବି ସମସ୍ଯା ଥିଲା ତାହା ଦୂର ହେବ।
ଆପଣଙ୍କର ଦାମ୍ପତ୍ୟ ଜୀବନ ମଧୁମୟ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ଆୟରେ ବୃଦ୍ଧି ହେବାର ସମ୍ଭାବନା ଅଛି। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣଙ୍କର ଭଲ ସମ ଆସିବାକୁ ଯାଉଛି।
ବୃଷ ରାଶି : ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଆପଣଙ୍କ ଜୀବନରେ ଏତେ ଖୁସି ଆସିବ କି ଆପଣ କେବେ ଭାବି ନଥିବେ। ଆପଣଙ୍କର ପ୍ରେମ ଜୀବନରେ ସୁଧାର ଆସିବ।
Special Report
ସାମାଜିକ କ୍ଷେତ୍ରରେ ଆପଣଙ୍କ ମାନ ସମାନ ବଢିବ। ଯାହା କାରଣରୁ ଲୋକେ ଆପଣଙ୍କୁ ଆଦର୍ଶ ମାନିବେ। ମାତା ପିତା ଙ୍କ ସହଯୋଗ ମିଳିବ। ସନ୍ତାନଙ୍କ ତରଫରୁ ସୁଖଦ ଖବର ପ୍ରାପ୍ତ ହେବ।
ସିଂହ ରାଶି : ମା ଲକ୍ଷ୍ମୀ ଓ ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ରଥଯାତ୍ରା ଠାରୁ ଆପଣଙ୍କର କିସ୍ମତ ବଦଳିବାକୁ ଯାଉଛି। ଆର୍ଥିକ ସ୍ଥିତି ଭଲ ରହିବ। ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧୁର ହେବ।
ଆପଣ ଯେଉଁ କାମ କରିବେ ସେଥିରେ ସଫଳ ହେବେ। ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଲାଭବାନ ହେବେ। ଚାକିରିରେ ପ୍ରମୋଶନ ହେବାର ଯୋଗ ଅଛି।
Special Report
ତୁଳା ରାଶି : ଏହି ରାଶିର ଲୋକଙ୍କ ଜୀବନରେ ବଡ ପରିବର୍ତ୍ତନ ହେବ। ଯାହା କାରଣରୁ ଆପଣଙ୍କର ଆୟରେ ବୃଦ୍ଧି ହେବାର ଯୋଗ ଅଛି। ସମାଜରେ ମାନ, ସମାନ ଓ ଖ୍ଯାତି ବୃଦ୍ଧି ପାଇବ।
ଆପଣଙ୍କର ଅଧୁରା ଇଚ୍ଛା ପୂରଣ ହେବ। ଅଟକିଥିବା ଧନ ଆପଣ ଫେରି ପାଇବେ। ପରିବାର ଓ ବନ୍ଧୁଙ୍କ ସହଯୋଗ ମିଳିବ।
କୁମ୍ଭ ରାଶି : ପ୍ରଭୁ ଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ଅଚାନକ ଧନ ଲାଭ ହେବ। ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ।
ଯେଉଁ ମାନେ ସନ୍ତାନ ସୁଖରୁ ବଞ୍ଚିତ ଥିଲେ ସେମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ। ପରିବାରରେ ହସ ଖୁସିର ମାହୋଲ ଲାଗି ରହିବ। ବନ୍ଧୁଙ୍କ ସହ ଆପଣ ବୁଲିବାକୁ ଯାଇ ପାରନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button