ରାଜ୍ୟ
ସତ ହେଇଗଲା ମାଳିକା ଲେଖା, ହୀରାକୁଦ ରେ ବାହାରିଲା ବାସୁକୀ ନାଗ !

ନମସ୍କାର ପାଠକ ବନ୍ଧୁ।ବନ୍ଧୁ ଗଣ ଆପଣ ମାନେ ଜାଣି ଥିବେ ଯେ ଏବେ ଗୋଟିଏ ପରେ ଅଘଟଣ ପୃଥିବୀ ଉପରେ ଘଟି ଚାଲିଛି।ଲୋକ ଅକାଳ ରେ ମୃ-ତ୍ୟୁ ବରଣ କରୁଛନ୍ତି।ଅନେକ ଲୋକ ଖରାପ କାମ ରେ ଲିପ୍ତ ରହୁଛନ୍ତି।କେହି କାହାରିକୁ ମାନୁ ନାହାନ୍ତି।

ଯାହା ସବୁ ମହାପୁରୁଷ ମାନେ ମାଳିକା ରେ ଲେଖି ଯାଇଛନ୍ତି ତାହା ଅକ୍ଷରେ ଅକ୍ଷରେ ସତ ହେଉଚି।ଆଉ କିଛି ଦିନ ମଧ୍ୟରେ ପୃଥିବୀ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯିବ।ଆମେରିକା ନାସା ମଧ୍ୟ ସୂଚନା ଦେଇ ସାରିଛି।ଆଉ ଅଳ୍ପ ଦିନ ମଧ୍ୟ ରେ ପୃଥିବୀ ସମ୍ପୂର୍ଣ୍ଣ ରୂପେ ଧ୍ଵଂସ ହୋଇ ଯିବ।ପୋକ ମାଛି ଭଳି ଲୋକ ମାନେ ମରିବେ।
ଶୁଣା ଯାଉଚି ଯେ ହୀରାକୁଦ ଜଳଭଣ୍ଡାର ଭିତରେ ଏକ ବଡ ବାସୁକି ନାଗ ରହିଛି।କଳିଯୁଗ ଶେଷ ହେଲା ବେଳ କୁ ଏହା ବାହାରିବ।ସାତ ରାତି ସାତ ଦିନ ଅନ୍ଧାର ହେବ।ଏହି ବାସୁକୀ ନାଗ ଏହାର ସୁଯୋଗ ନେଇ ଲୋକ ଙ୍କ ଘରେ ଘରେ ପଶିବ।ଲୋକ ଙ୍କୁ ମାରି ଖାଇବ।

ଏବେ ତ ରାଜ୍ୟ ରେ କୁମ୍ଭୀର ଆତଙ୍କ ବିଷୟ ରେ ଆପଣ ମାନେ ସମସ୍ତେ ଜାଣି ଥିବେ।କୁମ୍ଭୀର ମାନେ ଲୋକ ଙ୍କୁ ନଦୀ କୁ ଟାଣି ନେଇ ମାରି ଖାଉଛନ୍ତି।ଏଭଳି ପରିସ୍ଥିତି ରେ ଲୋକେ ବାସୁକି ନାଗ ବିଷୟ ରେ ଶୁଣିଲେ ଲୋକ ମାନେ ଆହୁରି ଅଧିକ ଆତଙ୍କିତ ହେଉଛନ୍ତି। ଡର ରେ ସମସ୍ତେ ଛାନିଆ ହେଉଛନ୍ତି।

ସୂଚନା ଅନୁସାରେ ଏହି କିଛି ଦିନ ତଳେ ଯାଜପୁର ଅଞ୍ଚଳ ରେ ଜଣେ ମହିଳା ବିରୂପା ନଦୀ କୁ ଯାଇଥିଲେ ପୋଷାକ ସଫା କରିବା ପାଇଁ।ଏହି ସମୟ ରେ ଏକ ବଡ କୁମ୍ଭୀର ଆସି ତାଙ୍କୁ ଟାଣି ନେଇ ଯାଇଥିଲେ।ଏହା ପରେ ତାଙ୍କୁ କୁମ୍ଭୀର ଗୋଟେ କଣ କୁ ନେଇ ବାଡେଇ ବାଡେଈ ଖାଇଲ।
ଯାହାକୁ ଦେଖି ଲୋକଙ୍କ ମଧ୍ୟ ରେ ଆତଙ୍କ ସୃଷ୍ଟି ହୋଇଛି।ଧୀରେ ଧୀରେ ମାଳିକା ରେ ଯାହା ଲେଖା ହୋଇଛି ତାହା ସତ ହେଉଚି।କିଛି ଲୋକ ମାନେ କହିଛନ୍ତି କି ମାଳିକା କଥା ଅନୁସାରେ ୨୦୨୪ ମସିହା ରେ ହୀରାକୁଦ ନଦୀ ବନ୍ଧ ଭାଙ୍ଗିବ।

ପାଣି ଚାରି ଆଡ଼େ ମାଡ଼ି ଆସିବ।ଏହା ର ସୁଯୋଗ ନେଇ ବାଶୁକି ନାଗ ମଧ୍ୟ ଘର ଭିତରେ ପ୍ରବେଶ କରିବ।ଲୋକ ଙ୍କୁ ଧୀରେ ଧୀରେ ମାରି ଖାଇବ।
ଏଥିରେ ଆହୁରି ଅନେକ ଭୟଙ୍କର ଜୀବ ମାନେ ଅଛନ୍ତି।ତାଙ୍କ ପାଇଁ ମଣିଷ ଜାତି ବିପଦ ରେ ପଡ଼ିବ।ମାଳିକା ରେ ଏଭଳି କିଛି ଭୟଙ୍କର କଥା ଲେଖା ହୋଇଛି ଯାହାକୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।




