ମନୋରଞ୍ଜନ

ବାଛନ୍ତୁ ଗୋଟିଏ ପ୍ରଜାପତି ଆଉ ଦେଖନ୍ତୁ କଣ ଅଛି ଆପଣଙ୍କ ଆଗାମୀ ଦିନରେ ଖୁସି ଖବର

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ପାଇଁ ନେଇ ଆସିଛୁ ୩ଟି ଭିନ୍ନ ଭିନ୍ନ ରଙ୍ଗର ପ୍ରଜାପତି ର ଚିତ୍ର। ତେବେ ଗୋଟେ ପ୍ରଜାପତି ଚୟନ କରି ଆପଣ ନିଜର ଭବିଷ୍ୟତ ବିଷୟରେ କିଛି ପ୍ଳାନ କରି ପାରିବେ। ଯେଉଁ ପ୍ରଜାପତି ର ରଙ୍ଗ ଆପଣଙ୍କୁ ଅଧିକ ଆକର୍ଷଣ କରିବ ଓ ପସନ୍ଦ ଆସିବ।
ସେହି ଆଧାର ରେ ଆପଣ ନିଜର ଭବିଷ୍ୟତ ଜାଣି ପାରିବେ। ଆପଣଙ୍କ ପାଇଁ ହଳଦିଆ, ନୀଳ ଓ ନାଲି ରଙ୍ଗର ପ୍ରଜାପତି ରହିଛି।ବାଛନ୍ତୁ ଗୋଟେ ପ୍ରାଜପତି ଓ ଜାଣନ୍ତୁ ନିଜର ଭବିଷ୍ୟତ ବିଷୟରେ କିଛି ଖାସ କଥା।
Vv
୧- ଯଦି ଆପଣ ନୀଳ ପ୍ରଜାପତି କୁ ବାଛିଛନ୍ତି ତେବେ ଆପଣ ଅଯଥା ଖର୍ଚ୍ଚ ରେ ପଡିଛନ୍ତି। ଆପଣାର ଲୋକ ପର ହେଉଛନ୍ତି। କିନ୍ତୁ ଜାଣି ରଖନ୍ତୁ ଆପଣଙ୍କର ମନ୍ଦ ଦଶା ଚାଲିଥିଲା। ଇଶ୍ଵର ଆପଣ ଏତେ ଅସୁବିଧାରେ ସମୁଖିନ୍ନ ହୋଇ ନାହାନ୍ତି। ସନ୍ତାନ ସୁଖ ଲାଭ ହେବ। ବୃତ୍ତି ରେ ଲାଭ ଓ ଉନ୍ନତି ପ୍ରାପ୍ତ ହେବ। ଧନ ପାଇଁ ଚିନ୍ତା ରହିବ ନାହିଁ। ଶତ୍ରୁ ପରାଜୟ ହେବେ।
୨- ଆପଣଙ୍କୁ ହଳଦିଆ ରଙ୍ଗର ପ୍ରଜାପତି ଟି ଅଧିକ ପସନ୍ଦ ଆସିଥିଲେ ବହୁତ ଦିନରୁ ଆପଣଙ୍କର ସନ୍ତାନ ଙ୍କୁ ନେଇ ଚିନ୍ତା ରହିଥିଲା। ଆପଣଙ୍କର ଧନ ବ୍ୟୟ, ଲୋକ ସମ୍ପର୍କ ରୁ ଦୂର, ପୁତ୍ର କନ୍ୟା ଙ୍କ ପାଇଁ କିବନ୍ତା ରହିଥିଲା। ଆଗାମୀ ୧ ସପ୍ତାହ ପରେ ଆପଣଙ୍କର ଶୁଭ ସମୟ ଆସୁଛି।
Vv
ଇଶ୍ଵର ଇଚ୍ଛା ରେ ଆପଣଙ୍କର ସବୁ ଦୁଃଖ ଦୂର ହେବ। ପଦ ପଦବୀ ରେ ଉନ୍ନତି ପ୍ରାପ୍ତ ହେବ। ଅଟକି ରହିଥିବା କାମର ଆରମ୍ଭ ହେବ। ବ୍ୟାପାର ବା ଚାକିରି କ୍ଷ୍ତେରରେ ଥିଲେ ଉନ୍ନତି ପ୍ରାପ୍ତ ହେବ। ପ୍ରମୋଶନର ଯୋଗ ମଧ୍ୟ ଆସୁଛି।
୩- ଯଦି ଆପଣ ନାଲି ରଙ୍ଗର ପ୍ରଜାପତି କୁ ଚୟନ କରିଛନ୍ତି ତେବେ ମନ୍ଦ ଦଶା କାରଣରୁ ଆପଣ ଅସୁବିଧାର ସମୁଖିନ୍ନ ହେଉଛନ୍ତି। ଲାଭ ଆଶାରେ ବହୁତ ଯୋଜନା କରି ବିଫଳ ହେଉଥିବେ।
Vv
ଆୟରେ ଛନ୍ଦି ହୋଇ ରୁଣ ବଢି ଯାଇଥିଲା। ଏବେ ତାର ଓଲଟା ଫଳ ପାଇବେ। ଏଥର ରୁଣ ଭାର କମ ହେବ ଓ ଆୟରେ ବୃଦ୍ଧି ହେବ।ସନ୍ତାନ ଚିନ୍ତାରେ ଆପଣ ଥିଲେ ଏବେ ତାହା ଦୂର ହେବ।
ଏଥର ସବୁ କାମରେ ସୁଫଳ ମିଳିବ। ଯେଉଁ ବି କାର୍ଯ୍ୟ ରେ ହାତ ଦେବେ ସେଥିରେ ସଫଳ ହେବେ। ଯେଉଁ ବି ଧନ ଅଟକି ରହିଥିଲା ତାହା ଆପଣଙ୍କ ପାଖକୁ ଫେରି ଆସିବ। ଆପଣ ଯେଉଁ କଳହ ରେ ପଡିଛନ୍ତି ସେଥିରୁ ମୁକ୍ତି ପାଇବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button