ଜ୍ୟୋତିଷ

ମା ଦୂର୍ଗାଙ୍କ ନାମ ନେଇ ବାଛନ୍ତୁ ୪ ଟି ମଧ୍ୟରୁ ଗୋଟିଏ ନମ୍ୱର୍ ଆଉ ଜାଣନ୍ତୁ ଆପଣଙ୍କ ଜୀବନ ବିଷୟରେ କିଛି ରହସ୍ୟମୟ କଥା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ ରଖିଥାଆନ୍ତି। ପୁଣି ଜୀବନର ଅଧିକାଂଶ ସମସ୍ୟା ମନୁଷ୍ୟ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଥିବା ଉପାୟ ଦ୍ୱାରା ସେମାନେ ସେମାନଙ୍କର ସମସ୍ୟାର ସମାଧାନ କରିଥାଆନ୍ତି।
ଏହା ବ୍ୟତୀତ ମନୁଷ୍ୟ ନିଜ ଭାଗ୍ୟ ଭବିଷ୍ୟ ବିଷୟରେ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାଆନ୍ତି। ତେବେ ଆପଣମାନଙ୍କ ପାଇଁ ନେଇ ଆସିଛୁ ୧,୨,୩,୪ ଟି ନମ୍ବର। ଏଥିରୁ ଆପଣଙ୍କୁ ଯେଉଁ ନମ୍ବର ଭଲ ଲାଗୁଛି ତାହାକୁ ଚୟନ କରନ୍ତୁ। ଏହି ନମ୍ବର ଆପଣଙ୍କୁ ସେହି ବ୍ୟକ୍ତିର ବର୍ତ୍ତମାନ ସ୍ଥିତି ଓ ଚିନ୍ତା ଧାରା ସମ୍ପର୍କରେ କହିବ।
Hh
୧:- ଆପଣ ଯଦି ନମ୍ବର ୧ ବାଛିଛନ୍ତି ତାହେଲେ:- ଆପଣ ଜଣେ କାଳ୍ପନିକ ବ୍ୟକ୍ତି ଅଟନ୍ତି। ଆପଣ ବର୍ତ୍ତମାନରେ ତ ଅଛନ୍ତି ହେଲେ ଆପଣଙ୍କର ମସ୍ତିଷ୍କ କଉଠି ନା କଉଠି କଳ୍ପନା ରାଇଜରେ ଘୁରି ବୁଲୁଛି।
ଆପଣ ବର୍ତ୍ତମାନ ସଭିଙ୍କୁ ନିର୍ଦ୍ଦେଶ ଦେଉଥାନ୍ତି ମାତ୍ର ଆପଣ ତାହାକୁ ନିଜେ ପୁରା କରନ୍ତି ନାହିଁ। ଆପଣ ଦିନରେ ଅନେକ ସ୍ୱପ୍ନ ଦେଖନ୍ତି ଆଉ ତାହାକୁ ପୁରା କରିବା ପାଇଁ ଜିଦ୍ଧ ଧରିକି ବସନ୍ତି। ଆପଣ ଅନ୍ୟ କଥା ମାନଙ୍କୁ ବି ବହୁତ ଅଧିକ ଧ୍ୟାନର ସହକାରେ ଶୁଣନ୍ତି।
୨:- ଯଦି ଆପଣ ନମ୍ବର ୫ ବାଛିଛନ୍ତି ତାହେଲେ:- ଆପଣ ଜଣେ ସ୍ୱତନ୍ତ୍ରତା ବାଦୀ ବ୍ୟକ୍ତି ଅଟନ୍ତି। ଆପଣ ନିଜର ସବୁ କାମ କଠିନ ପରିଶ୍ରମ ତଥା ସ୍ୱତନ୍ତ୍ର ବିଚାର ସହ ହି କରନ୍ତି। ଏହାର ଅର୍ଥ ଏହା ନୁହଁ କି ଆଅଅଁ ଅନ୍ୟର ଦାଖଲ କୁ ପସନ୍ଦ କରନ୍ତି ନାହିଁ।
Bb
ଆପଣ ସଭିଙ୍କର ଉପଦେଶ ଗ୍ରହଣ କରନ୍ତି ମାତ୍ର ନିଜର ବିଚାର ଆଗତୁରା ପ୍ରକାଶ କରନ୍ତି। ଆପଣ ସବୁ କାର୍ଯ୍ୟ ସମୟ ସହକାରେ ପୁରା କରିଥାନ୍ତି ଆଃ ତାହା ଆପଣଙ୍କୁ ବହୁତ ପସନ୍ଦ ହେଉଥାଏ।
୩:- ଯଦି ଆପଣ ୭ ନମ୍ବରକୁ ବାଛିଛନ୍ତି ତାହେଲେ: ଆପଣ ନିଜର ଜୀବନ ବହୁତ ଖୁସିର ସହକାରେ ବଞ୍ଚିବାକୁ ପସନ୍ଦ କରନ୍ତି। ଆପଣ ଭିଡ଼ ଭିତରେ ସବୁଠୁ ଅଲଗା ଅଟନ୍ତି। ଆପଣନ୍କ ସାଙ୍ଗ ମାନଙ୍କ ଭିତରେ ବି ଆପଣ ସବୁଠୁ ଅଧିକ ଲୋକପ୍ରିୟ ଅଟନ୍ତି।
ଆପଣ ସର୍ବଦା ନିଜର କାମ ନିଜେ କରିବାକୁ ପସନ୍ଦ କରନ୍ତି ଆଉ ନିଜର ଜୀବନକୁ ଖୁସିର ସହ କଟାଇବାକୁ ପସନ୍ଦ କରନ୍ତି। ଆପଣ ସହଜରେ ଅନ୍ୟ ମାନଙ୍କର ହୃଦୟ ଜିତି ଯାଆନ୍ତି ଆଉ ଅନ୍ୟ ମାନଙ୍କ ସହ ବହୁତ ଭଲ ସଂପର୍କ ରଖିଥାନ୍ତି।
୪:- ଯଦି ଆପଣ ୫୧ ନମ୍ବରକୁ ବାଛିଛନ୍ତି ତାହେଲେ:- ଆପଣ ଜଣେ ଶାନ୍ତ ସରଳ ବ୍ୟକ୍ତି ଅଟନ୍ତି। ଏମାନେ କାହାରି ବି ଆକର୍ଷଣ ପାଇବାରେ ସଫଳତା ଲାଭ କରନ୍ତି।
ଏହି ଆକର୍ଷଣ ଆପଣଙ୍କ ସୁନ୍ଦରତା ଦ୍ୱାରା ନୁହଁ ବରଂ ଆପଣଙ୍କର ଅନ୍ୟ ଗୁଣ ମାନଙ୍କ ଦ୍ୱାରା ଆପଣଙ୍କୁ ମିଳିଥାଏ।ଏମିତି ଲୋକ ସଭିଙ୍କୁ ପସନ୍ଦ ଆସନ୍ତି ଆଉ ନିଜର ଦକ୍ଷତା ଦ୍ୱାରା ସଭିଙ୍କର ପ୍ରିୟ ସାବ୍ୟସ୍ତ ହେଇଥାନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button