ମନୋରଞ୍ଜନ

ଯେତେବେଳେ ଶୁଭମନ୍ ଙ୍କ I LOVE YOU ମେସେଜ ପଢ଼ି ସାରା ତେନ୍ଦୁଲକର ଖୁସି ରେ ଦୁଇ ଦିନ ଖାଇବା ଭୁଲି ଯାଇଥିଲେ…

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ସାରା ତେନ୍ଦୁଲକର ଙ୍କୁ ଭଲ ଭାବେ ଜାଣି ଥିବେ।ସେ ହେଉଛନ୍ତି ବିଶିଷ୍ଟ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର ଙ୍କ ଝିଅ।ବର୍ତ୍ତମାନ ସମୟ ରେ ସଚିନ ତେନ୍ଦୁଲକର ଙ୍କୁ କିଏ ବା ନ ଜାଣେ।
ସେ ପୂର୍ବ ରୁ ଭାରତୀୟ ଦଳ ର ଆଗ ଧାଡ଼ି ର ଖେଳାଳି ଥିଲେ।ସେ ଓ ତାଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ଏହାର ପ୍ରକୃତ କାରଣ ହେଉଛନ୍ତି ଶୁଭମନ ଗିଲ।କୁହା ଯାଉଛି ଯେ ସେ କୁଆଡେ ସାରା ଙ୍କୁ ପ୍ରେମ କରୁଛନ୍ତି।
Special report
ଉଭୟ ଅନେକ ଥର ଏକାଠି ନଜର ଆସି ଛନ୍ତି।ସେମାନେ ପରସ୍ପର କୁ ବହୁତ ଭଲ ପାଆନ୍ତି।ଓ ଆଗକୁ ବିବାହ କରିବେ ବୋଲି ମଧ୍ୟ ଶୁଣା ଯାଉଚି।କିନ୍ତୁ ସାରା ଓ ଶୁଭମନ ଙ୍କ ମଧ୍ୟ ରୁ କେହି ହେଲେ ନିଜ ସମ୍ପର୍କ ବିଷୟ ରେ ଏଯାଏଁ କହି ନାହାନ୍ତି।
ଏବେ ଏମାନଙ୍କ ସମ୍ପର୍କ ରେ ଆଉ ଜଣେ ପଶି ଆସି ଛନ୍ତି ବୋଲି ଶୁଣା ଯାଉଛି।ଯାହାକୁ କି ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସେ ଅନ୍ୟ ଜଣେ ଆଉ କେହି ନୁହନ୍ତି ସେ ହେଉଛନ୍ତି ସାରା ଙ୍କ ଅତି ପ୍ରିୟ ସାଙ୍ଗ ଅଲିଶା।ଯିଏ କି ସାରା ଙ୍କ ସହିତ ଗତ ୨୦ ବର୍ଷ ହେଲାଣି ରହିଛନ୍ତି।
ଏବେ ଶୁଣିବାକୁ ମିଳୁଚି ଏବେ ସେ ମଧ୍ୟ ମନେ ମନେ ଶୁଭମନ ଙ୍କୁ ପ୍ରେମ କରିବାକୁ ଲାଗି ଛନ୍ତି।ଏହାକୁ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ସାରା ତେନ୍ଦୁଲକର।ଏବେ ସେ କଣ କରିବେ ବୋଲି ସମସ୍ତେ ଜାଣିବା ପାଇଁ ଚାହିଁ ରହିଛନ୍ତି।ଲୋକ ମାନେ ଅଲିଶା ଙ୍କ ସହିତ ଶୁଭମନ ଗିଲ ଙ୍କ ସମ୍ପର୍କ କୁ ନେଇ ଚର୍ଚ୍ଚା କରିବାକୁ ଲାଗି ଛନ୍ତି।
Special report
ଏହାର କାରଣ ହେଉଛି। ଅଲିଶା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ କେବଳ ଦୁଇ ଜଣ ଙ୍କୁ ଫଲୋ କରିଛନ୍ତି।ସେ ଦୁଇ ଜଣ ହେଉଛନ୍ତି ସାରା ତେନ୍ଦୁଲକର ଓ ଶୁଭମନ ଗିଲ।ଯେଉଁଥିପାଇଁ ଲୋକ ଙ୍କ ମଧ୍ୟ ରେ ସନ୍ଦେହ ବଢିବାରେ ଲାଗିଚି।
ସାରା ଓ ଶୁଭମନ ଙ୍କ ପ୍ରେମ କାହାଣୀ ଏବେ କେଉଁ ମୋଡ ନେଉଛି ଦେଖିବାକୁ ବାକି ରହିଲା।ଉଭୟ କେବେ ନିଜ ସମ୍ପର୍କ ବିଷୟ ରେ ସମସ୍ତଙ୍କ ନିକଟ ରେ ପ୍ରକାଶ କରିବେ ତାହା ଜଣା ପଡି ନାହିଁ।ସାରା ତେନ୍ଦୁଲକର ଏବେ ବିଦେଶ ରେ ରହି ପାଠ ପଢୁଛନ୍ତି।ଓ ଶୁଭମନ ଗିଲ ଭାରତୀୟ କ୍ରିକେଟ ଦଳ ର ଜଣେ ପ୍ରସିଦ୍ଧ ଖେଳାଳି ଅଟନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button