ଦେଶ- ବିଦେଶ

ସବୁ ଦୁଃଖ ହେଲା ଶେଷ, ଆଜି ପଣା ସଙ୍କ୍ରାନ୍ତିରେ ଚମକିବ 3ଟି ରାଶିର ଭାଗ୍ୟ, ଭିକାରି ହେବେ କୋଟିପତି

ଆପଣ ମାନେ ଜାଣିକି ଏବେ ଖୁଶି ହେବେ କି ପଣା ସଙ୍କ୍ରାନ୍ତି ରେ ଏବେ ବଦଳିବା ପାଇଁ ଯାଉଛି କିଛି ରାଶି ମାନଙ୍କ ଭାଗ୍ୟ । ଯାହା ଦ୍ଵାରା ସେମାନେ ନିଜ ଜୀବନରେ ବହୁତ ଖୁଶି ପାଇବା ପାଇଁ ଯାଉଛନ୍ତି ତେବେ ଆସନ୍ତୁ ଜାଣିବା କି କେଉଁ ରାଶି ମାନେ ଏବେ ଭାଗ୍ଯବାନ ହେବା ପାଇଁ ଯାଉଛନ୍ତି । ଆପଣ ମାନେ ଜାଣି ଥିବେ କି ପଣା ସଙ୍କ୍ରାନ୍ତି କୁ କେତେ ଧୂମ ଧାମ ରେ ଆନନ୍ଦ ରେ ମନା ଯାଇ ଥାଏ । କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଆମେ ଏହି ଦିନ ନୂଆ ବର୍ଷ ର ଆଗମନ ପାଇଁ ମଧ୍ୟ ସବୁ ଲୋକମାନେ ବହୁତ ଖୁଶି ଥାନ୍ତି ।

ଆପଣ ମାନେ ଜାଣି  ଥିବେ କି କିଛି ଲୋକମାନେ ପଣା କରି ଏହି ଦିନ କୁ ଭହୁତ ଭଲ ଭାବେ ମାନି ଥାନ୍ତି । ଏବେ ଆମେ କହିବା ପାଇଁ ଯାଉଥିବା ରାଶି ମାନେ ହେବେ ଧନ ବାନ ଓ ଲାଭବାନ ମଧ୍ୟ । ମକର ସଂଗକରାନ୍ତି ଏବେ ଅଳ୍ପ ଦିନ ରହିଲା । ଏବେ ଠାରୁ ଏହି ପର୍ବ ପାଇଁ ଅନେକ ଲୋକମାନେ ଜିନିଷ କିନା କିଣି କରି ସାରିଲେଣି । ଏହି ତିନୀ ରାଶି ମାନେ ହେଲେ ।

କିଛି  ଲୋକମାନେ ଅଚାନକ ଭାବେ ପଣା ସଙ୍କ୍ରାନ୍ତି ରେ କିଛି ଲୋକାମନେ ନିଜ ପୂର୍ବ ପୁରୁଷ ମାନଙ୍କ ପାଇଁ ମଧ୍ୟ ପୂଜା କରି ଥାନ୍ତି । ଏହି ଦିନ ପିଲା ମାନେ ଗୁଡି ଉଡାଇବା ସହ ଅନେକ ମିଠା  ର ଆନଦ ନେଇ ଥାନ୍ତି କେବଳ ପିଲା ମାନେ ନୁହେଁ ସବୁ ଲୋକମାନେ ଏହି ଦିନ କୁ ଚାତକ ଭଳି ଚାହିଁ ଥାନ୍ତି ଘରେ ସବୁ ଆଡେ କୂଣିଆ ଆସନ୍ତି ଏହି ଦିନ ଖୁବ ମାନରଞ୍ଜନ ର ହୋଇ ଥାଏ ।

ତେବେ ଏଇ ପଣା ସଙ୍କ୍ରାନ୍ତି ଅଧିକ ଭଲ ହେବା ପାଇଁ ଯାଉଛି ଏହି ତିନି ରାଶି ମାନଙ୍କ ପାଇଁ । ଏହି ରାଶି ମାନଙ୍କୁ ବ୍ୟାପାର ରେ ସଫଳତା ମିଳିବ । ଅନେକ ଦିନରୁ ଥିବା ସମସ୍ଯା ସବୁ ଦୂର ହୋଇ ଜୀବ । ଯେଉଁ ମାନେ ନିଜ କାମକୁ ନେଇ ବିଦେଶରେ ରଖିବା ପାଇଁ ଚାହୁଁ ଥିବେ ସେମାନେ ଏବେ ଏହା କରି ପାରିବେ । ଯେଉଁ ମାନେ ଚାକିରି କରୁ ଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ କିଛି ନୂଆ କାମ ରେ ବ୍ୟସ୍ତ ହୋଇ ରହିବେ ।

ଯେଉଁ ମାନେ କମ କରିବା ପାଇଁ ଚାହୁଁ ଛନ୍ତି ସେମାନେ ଏବେ ନୂଆ ନୂଆ ଉପାୟ ମାନ ପାଇବେ । ପରିବାରରେ ଆନନ୍ଦ ଉଲ୍ହାଶ  ରେ ଭାରି ଜୀବ । ଆପଣଙ୍କ ଭାଇ ଭାଇ ମଧ୍ୟରେ ସବୁ ବେଳେ ଭଲ ସମ୍ପର୍କ ସ୍ଥାପନା ହେବ । ଆପଣ ମାନେ ଏହି ଦିନ ପରଠାରୁ ଅଧିକ ଅଧିକ ଧନ କମେଇବେ । ଆପଣଙ୍କ ଧାନରେ ବୃଦ୍ଧି ହେବ । ଆପଣଙ୍କ ଖରଚ ବଞ୍ଚିଜୀବ । ତେବେ ଏହି ରାଶି ମାନେ ହେଲେ ତୁଳା, କୁମ୍ଭ, ମୀନ ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button