ଜ୍ୟୋତିଷ

ରସଗୋଲା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ ଆଜି ରାତି ଥଋ ଏହି ରାଶି ର ସବୁ ଦୁଖ କଷ୍ଟ ଦୂର କରିବେ ବଜରଙ୍ଗବାଲି

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଭଗବାନ ହନୁମାନନୁ ସଙ୍କଟ ମୋଚନ କୁହାଯାଏ । ତାଙ୍କର କୃପାରୁ ମଣିଷ ନିଜ ଜୀବନରେ ଅପାର ଖୁସି ପ୍ରାପ୍ତ କରିଥାଏ । ମଣିଷ ଜୀବନରେ ଯାହା ସବୁ ଦୁଖ କଷ୍ଟ ରହିଥାଏ ତାହା ଭଗବାନ ହନୁମାନଙ୍କ କୃପାରୁ ଦୂର ହୋଇଥାଏ । ଭଗବାନ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ଉଚିତ । ଏମିତି କରିବା ଦ୍ଵାରା ଭଗବାନ ହନୁମାନଙ୍କ ଅସୀମ କୃପା ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ କିଛି ଡ଼ଷ ମାନଙ୍କ ଉପରେ ଭଗବାନ ହନୁମାନଙ୍କ କୃପା ଲାଭ ହେବାକୁ ଯାଉଛି ସେହି ବିଷୟରେ କହିବାକୁ ଯାଉଛୁ ।

ଏହି ରାଶିର ଲୋକ ମାନଙ୍କ ଜୀବନରେ ଦୁର୍ଲଭ ସଂଯୋଗ କାରଣରୁ ଅନେକ ସାରା ଖୁସି ଆସିବାକୁ ଯାଉଛି । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । ଆପଣ ଯେଉଁ କାମ କରିବେ ସେଥିରେ ନିଶ୍ଚିନ୍ତ ଭାବେ ସଫଳ ହେବେ । ସମାଜରେ ଅଲଗା ପରିଚୟ ସୃଷ୍ଟି କରିବେ । ମିତ୍ର ମାନଙ୍କ ସହ ଯାତ୍ରା କରିବେ । ଯାତ୍ରା ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ଯାତ୍ରା କରିବା ସମୟରେ ବାହନ ସାବଧାନ ପୂର୍ବକ ଚଲାନ୍ତୁ । ବିବାଦରୁ ଦୂରେଇ ରୁହନ୍ତୁ । ନିଜର ବାଣୀ ଉପରେ ସଂଯମ ରଖନ୍ତୁ ।

ଛୋଟ ଛୋଟ କଥାରେ କଳହ କରନ୍ତୁ ନାହି । ଏହା ଦ୍ଵାରା ଆପଣଙ୍କୁ ବଡ ସମସ୍ଯା ହୋଇପାରେ । ସେହି ଭାଗ୍ୟଶାଳୀ ୩ଟି ରାଶି ହେଉଛନ୍ତି ମେଷ ରାଶି, ତୁଳା ରାଶି ବୃଷ ରାଶି । ଆଗାମୀ ରାଶି ମାନଙ୍କ ଘରେ ସୁଖ ସମୃହୀ ଓ ଧ୍ନାର ଆଗମନ ହେବ । ଆଗାମୀ ସମୟ ଆପଣଙ୍କର ଶୁଭ ରହିବ । ସଫଳତାର ମାର୍ଗ ହାସଲ ହେବ । ଦାଂପତ୍ଯ ଜୀବନରେ ହସ ଖୁଶିର ମାହୋଲ ରହିବ । ଚାକିରି ଖେର ରେ ବେତନରେ ବୃଦ୍ଧି ହେବା ସହ ଉନ୍ନତି ହେବ ।

ଆର୍ଥିକ ସ୍ଥିତି ଭଲ ରହିବ । ସବୁ ଧନ ଜନିତ ସମସ୍ଯା ଦୂର ହେବ । ସବୁ ସମସ୍ୟାର ସମାଧାନ ହେବ । ଲାଭଦାୟକ ଫଳ ପ୍ରାପ୍ତ ହେବ । ପ୍ରେମ ଜୀବନରେ ଆପଣଙ୍କର ସମୟ ଭଲ ରହିବ । ସେହି ୩ଟି ଭାଗ୍ୟଶାଳୀ ରାଶି ହେଉଛନ୍ତି କନ୍ୟା ରାଶି, ମିଥୁନ ରାଶି, ସିଂହ ରାଶି ।

ଏହି ରାଶି ମାନଙ୍କର ବେପାର କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । ଆପଣଙ୍କ ଜୀବନରେ ଚାଲିଥିବା ସମସ୍ଯା ଦୂର ହେବ । ପ୍ରେମ ସମ୍ପର୍କ ରେ ସଫଳତା ମିଳିପାରେ । ବୈବାହିକ ଜୀବନ ସୁଖଦ ରହିବ । ଅଚାନକ ଧନ ଜନିତ ସମସ୍ଯା ଦୂର ହେବ । ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ ମିଳିବର ସମ୍ଭାବନା ରହିଛି । ଆପଣ ନିଜ ମନ କଥା ସାଥି ଙ୍କୁ କହିବାର ସୁଯୋଗ ପାଇବେ । ଆପଣଙ୍କର ପ୍ରେମ ବିବାହ ହେବାର ପ୍ରବଳ ଯୋଗ ରହିଛି । ଶେଷ ୩ଟି ରାଶି ହେଉଛି ଧନୁ ରାଶି, କୁମ୍ଭ ରାଶି ଓ ମକର ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button