ଦେଶ- ବିଦେଶ

ସ୍ତ୍ରୀ ସକାଳୁ ଉଠି ସ୍ଵାମୀ ସହ କରନ୍ତୁ ଏହି କାମ, ଏମିତି ଭାଗ୍ୟ ବଦଳିବ କି ଆପଣ କେବେ ଭାବିନଥିବେ

ଆଜି ଆମେ ଜାଣିବା ଏକ କାମ କଥା ଯାହାକୁ ମହିଳା ମାନେ ନିଜ ସ୍ଵାମୀ ଙ୍କ ସହ କରିବା ଦ୍ଵାରା ତାଙ୍କ କାମ ହୋଇଯିବ । ଆପଣ ଯଦି ସବୁ ବେଳେ ଧନ ପାଇଁ ଚେଷ୍ଟା କରୁଛନ୍ତି ମାତ୍ର ସେମାଙ୍କ ପାଖରେ ଏହା ଧାରା ଦେଉ ନାହି । ତେବେ ସେମାନେ ଏହା କରିବା ନିହାତି ଭାବେ ଦରକାର ଅଟେ । ଆପଣ ଏହା ମଧ୍ୟ ଜାଣି ଥିବେ କି ମହିଳା ହୁଅନ୍ତୁ କିମ୍ବା ପୁରୁଷ ଅନେକ ଚେଷ୍ଟା ପରେ ସେମାନେ ସଫଳତା ରେ ପହଞ୍ଚି ଥାନ୍ତି ଓ ଏହା ପାଇଁ ତାଙ୍କୁ ଅନେକ କଷ୍ଟ କରିବା ପାଇଁ ପଡିଥାଏ ।

ମାତ୍ର ଏହା ଯେଉଁ ସମୟରେ ଅଟକି ଯାଇ ଥାଏ ଯାହା ପାଇଁ ବହୁତ ମନ ଖରାପ ହୋଇ ଥାଏ । ମାତ୍ର ଏହାକୁ ସମାଧାନ କରିବା ପାଇଁ ଶାସ୍ତ୍ର ରେ କିଛି ଉପାୟ କୁହାଯାଇଛି ଏହାକୁ ମିଛ ବୋଲି ଭାବିବା ଭୁଲ ହେବ କାରଣ ଏହା କେବେହେଲେ ମିଛ ନଥାଏ ଅନେକ ବର୍ଷର ଅଧୟନ ପରେ ଏହାକୁ ସାମନାକୁ ଅଣା ଯାଇଛି ।

ଯେଉଁ ମାନେ ଶାସ୍ତ୍ର କୁ ମାନୁଚନ୍ତି ତାଙ୍କ ପାଇଁ ଏକ ଉପାୟ ଅଛି । ସବୁ ମହିଲ୍ଲା ଙ୍କୁ ସକାଳୁ ସବବୁ ବେଳେ କାମ ଥାଏ । ସକାଳ ହେଲା ମାତ୍ରେ କାମରେ ଲାଗି ଯାଇ ଥାନ୍ତି କାରଣ ଏହା ସହ ତାଙ୍କ ପିଲା ଙ୍କ କଥା ମଧ୍ୟ ବୁଝିବା ପାଇଁ ପଡିଥାଏ ମହିଳା ମାନଙ୍କୁ ।

ଯାହା ଦ୍ଵାରା ସେମାନେ ସକାଳୁ ଉଠିବା ପରେ ଗାଧୋଇବା ସମ୍ଭବ ହେଉନି । କିନ୍ତୁ ସବୁ ଡି ସକାଳୁ ଉଠିବା ମାତ୍ରେ କି ଉଭୟ ସ୍ଵାମୀ ଓ ସ୍ତ୍ରୀ ଙ୍କୁ ଗାଧୋଇବା କୁ ପଡିବ । ଆଗକାଳରେ ମଧ୍ୟ ଅନେକ ପ୍ରକାର କାମ ରହୁ ଥିଲା ମାତ୍ର ସ୍ଵାମୀ ସ୍ତ୍ରୀ ମାନେ ସକାଳ ହେଲା ।

ମାତ୍ରେ ପ୍ରଥମେ ଗାଧୋଇବା କାମ ସାରୁଥିଲେ । ଏହା ପରେ ଉଭୟ କିଛି ଜଳ ନେଇକି ମା ତୁଳଶି ଙ୍କ ପାଖରେ ଅର୍ପଣ କରୁଥିଲେ । ଏହା ଆମ ସଭ୍ୟତା ର ଏକ ଅଙ୍ଗ ମଧ୍ୟ ଆମେ ଆଖି ପାରିବା । ଏହାକୁ ଛାଡିବା ପାଇଁ ଚେଷ୍ଟା କରିଲେ ମାନେ ଆମେ ନିଜେ ଅସୁବିଧାରେ ପଡିବା ।

ତୁଳଶି ଙ୍କୁ ପୂଜା କରିବା ପାଇଁ ଆମେ ସବୁ ବେଳେ ଚେଷ୍ଟା କରିବା କାରଣ ଏହା ଆମ ସଂସ୍କୃତି ପାଇଁ ଓ ଆମ ସାମାଜିକ କାରଣ ପାଇଁ ନିହାତି ଭାବେ ଦରକାର ଅଟେ । ଏହା ମୂଳରେ 33 କୋଟି ଦେବା ଦେବୀ ଥାନ୍ତି । ଯେଉଁ ଜାଗାର ଏଭଗବାନ ବିଷ୍ଣୁ ଥାନ୍ତି ସେହି ଜାଗାରେ ମା ଲକ୍ଷ୍ମୀ ଥାନ୍ତି । ଆପଣ ପୂଜା କରିବା ସ୍ଵରା ମା ଲକ୍ଷ୍ମୀ ଙ୍କ ଆଗମନ ମଧ୍ୟ ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button