ଜ୍ୟୋତିଷ

ପିତୃ ପୁରୁଷଙ୍କ ଫୋଟୋ ଘରର କେଉଁ ଜାଗାରେ ଲଗାଇବା ହୋଇଥାଏ ଧନ ବୃଦ୍ଧି

ଆଜି ଆମେ କହିବା କି ପିତୃ ପୁରୁଷ ଙ୍କ ଫଟ କୁ କେଉଁ ଜାଗାରେ ଲଗାଇବା ଦ୍ଵାରା ଆମ ପାଇଁ ଭଲ ହୋଇଥାଏ । ଓ ଧନସମ୍ପତ୍ତି ବଢି ଥାଏ । ଆମେ ଏହାକୁ ଯଦି ଭୁଲ ଜାଗାରେ ଲଗାଇବା ତେବେ ଏହା ଖରାପ ପରିଣାମ ଦେବ । ଆମେ ଶ୍ରଦ୍ଧା ରେ ଶ୍ରାଦ୍ଧ କରି ଥାଉ ପିତୃ ପୁରୁଷ ଙ୍କ ଆତ୍ମା କୁ ସାନ୍ତ କରିବା ପାଇଁ ଆମେ ଏହା କରି ଥାଉ ଏହା ମଧ୍ୟ ସତ କଥା କି ଆମେ ଏହାକୁ ସାଧାରଣ ଭାବେ ନେବା ଭଲ କଥା ନୁହେଁ ।

କାରଣ ଯଦି ଆମ ଦ୍ଵାରା କିଛି ଭୁଲ ହୋଇ ଯାଇ ଥାଏ ତେବେ ଆମେ ଖୁବ ଖରାପ କାମ କରିଥାଉ ଓ ଏହାର ଆଗାମୀ ଦିନ ଖୁବ ଭୟଙ୍କର ହୋଇ ଥାଏ । ସାଧାରଣ ଭାବେ ସଭିଙ୍କ ଘରେ ନିଜ ପିତୃ ପୁରୁଷଙ୍କ ଫୋଟୋ ଥାଏ ତେବେ ଏହା ନୂଆ କଥା ନୁହେ କି ଏହାକୁ ଆମେ କେଉଁ ଜାଗାରେ ଲଗାଇବା ଏହାର ମୁହଁ କେଉଁ ଆଡେ ରଖିବା ଏହା ଖୁବ ମହତ୍ଵ ପୂର୍ଣ୍ଣ ହୋଇ ଥାଏ ।

ଆପଣ ଠାକୁର ଘରେ ନିଜ ବାପା ମା ଙ୍କ ଫୋଟୋ ରଖନ୍ତୁ ନି । ଏହା ଦ୍ଵାରା ଆପଣ ଖରାପ ପରିଣାମ ପାଇବେ । ଠାକୁର ଘରେ ନିଜ ପିତୃ ପୁରୁଷଙ୍କ ଫୋଟୋ ରଖିବା ଦ୍ଵାରା ଆମେ ବହୁତ ଖରାପ ପରିଣାମ ପାଇ ଥାଉ । ଆମେ ଠାକୁର ଘରକୁ ଅଇସୋନ୍ୟ କୋଣ ଜାଗାରେ କିମ୍ବା ଉତ୍ତର ପୂର୍ବ ଦିଗରେ ରଖୀ ଥାଉ ।

ଯଦି ଏହି ଦିଗରେ ଆପଣଙ୍କ ପୂଜା ଜାଗା ରଖୁଛନ୍ତି ତେବେ ଆପଣ ଏହାକୁ ପୂର୍ବ ଦିଗରେ ଲଗାଇବା ଭଲ ହୋଇ ଥାଏ । ଯଦି ପୂଜା ଘର ସଂପୂର୍ଣ୍ଣ ଭାବେ ପୂର୍ବ ଦିଗରେ ଥାଏ ତେବେ ଆମେ ପିତୃ ପୁରୁଷ ଙ୍କ ଫୋଟୋ କୁ ଅଇସୋନ୍ୟ କୋଣରେ ଲଗାଇବା ଭଲ ହୋଇ ଥାଏ । ପୂଜା ଜାଗାର ବିପରୀତ ଦିଗରେ ଆମେ ଏହାକୁ ଲଗାଇବା ଭଲ ହୋଇଥାଏ ।

ଘର ର ଉତ୍ତର କୋଣରେ କିମ୍ବା ଆପଣ ନିଜ ଶୋଇବା ଘରେ ଯଦି ଉତ୍ତର ଦିଗରେ ଏହାକୁ ଲଗାଇବା ଭଲ ହୋଇଥାଏ । ଯେଉଁ ଦିଗରେ ଆପଣ ଶୋଇବା ପାଇଁ ଯାଉଛନ୍ତି ତେବେ ସେହି ଜାଗାରେ ଏହାକୁ ଲଗାଇବା ଭଲ । ଆପଣ ଦକ୍ଷିଣ ପଶ୍ଚିମ ଦିଗରେ ଏହାକୁ ଭୁଲ ରେ ଲଗାଇବେ ନି । କାରଣ ଏହାକୁ ଲଗାଇବା ଦ୍ଵାରା ଆପଣ କାଙ୍ଗାଳ ହୋଇଯିବେ ।

ଆପଣ ଅମଙ୍ଗଳ ଭୋଗ କରିବେ । ଏହା ଦ୍ଵାରା ସମ୍ପତ୍ତି ହାନି ହୋଇଥାଏ । ଆପଣ ଆଉ ଏକ କଥାର ଧ୍ୟାନ ରଖନ୍ତୁ କି ଆପଣ ଘର ମଝିରେ ଲଗାଇବା ଭଲ ହୋଇ ନଥାଏ । ଏହା ଦ୍ଵାରା ସେହି ଜାଗାରେ ରହୁ ଥିବା ଲୋକଙ୍କ ମାନ ହାନି ହୋଇ ଥାଏ ।

ଆପଣ ଯାହା କରିଲେ ମଧ୍ୟ ଏହି ଲୋକ ହସାରୁ ନିଜକୁ ବଞ୍ଚାଇବା ପାଇଁ ଏହା ଲହରୀ ଭଳି ଏକ ପରେ ଆଉ ଏକ ଆସିଯାଇ ଥାଏ । କେବେଭି ବ୍ରହ୍ମ ସ୍ଥାନ କିମ୍ବା ମଝିରେ ଏହାକୁ ଲଗାଇବା ଭଲ ନୁହେଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button