ଜ୍ୟୋତିଷ

ହାତରେ ଥିବା M ଚିହ୍ନ ମାନେ କଣ ?? ଜାଣନ୍ତୁ କଣ ହେବ ଆପଣଙ୍କ ସହିତ… Palmistry

ହାତ ରେଖାରେ ବହୁତ କିଛି ଲୁଚିକି ରହିଥାଏ, ତେବେ ଆମେ ମାନେ ଏହାକୁ ଜାଣି ନଥାଉ, ତେବେ ଜ୍ଯୋତିଷ ଶାସ୍ତ୍ରରେ ହସ୍ତ ରେଖା ଜ୍ଞାନ ମଧ୍ୟ ଦିଆ ଯାଇଛି ଯାହା ଅନୁଯାଇ ହାତ ରେଖା ଏବଂ ଚିହ୍ନ ର ବହୁତ ମହତ୍ଵ ଏବଂ ଅର୍ଥ ହୋଇଥାଏ ଯାହା ସାମାନ୍ୟ ମଣିଷ ଜାଣି ପାରି ନଥାଏ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ହାତ ଚିହ୍ନ ବିଷୟରେ କହିବାକୁ ଯାଉଛୁ ଯାହା ହୋଇପାରେ ଆପଣଙ୍କ ହାତରେ ଥିବ କିନ୍ତୁ ଆପଣ ଏହାର ଅର୍ଥ ଜାଣିନଥିବେ, ଆଜି ଆମେ ଆପଣଙ୍କୁ ହାତ ଯେଉଁ ଚିହ୍ନ ବିଷୟରେ କହିବାକୁ ଯାଉଛୁ ତାହା ଇଂରାଜୀ ଅକ୍ଷର M ଭଳି ଦେଖା ଯାଇଥାଏ, ତେବେ ଆସନ୍ତୁ ଜାଣିବା ଏହାର ଅର୍ଥ ।

ହାତରେ ତିଆରି M ଚିହ୍ନ ର ମାନେ କଣ ଆପଣ ଜାଣିଛନ୍ତି କି କହିବାକୁ ଗଲେ ଆମ ଜୀବନ ରେ ଜ୍ୟୋତିଷ ଶାସ୍ତ୍ର ର ବହୁତ ମହତ୍ୱ ଅଛି । ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ଆମେ ଆମ ହାତ ର ରେଖା ଦ୍ୱାରା ଭାବିଷ୍ୟ ଜାଣିବାକୁ ସୁଯୋଗ ପାଇଥାଉ । କିଛି ଲୋକ ଙ୍କ ହାତରେ ଏମିତି ଚିହ୍ନ ହୋଇଯାଇଥାଏ କି ଯାହା ତାଙ୍କ ପାଇଁ ବହୁତ ଭାଗ୍ୟଶାଳୀ ପ୍ରମାଣିତ ହୁଏ ।

ସ୍ଵଭାଵ- ଯାହାଙ୍କ ହାତରେ M ଆକୃତି ର ରେଖା ଥାଏ । ସେମାନେ ବହୁତ ଚାଲାକ ଆଉ ବୁଦ୍ଧିମାନ ହେଇଥାଆନ୍ତି ଏମାନେ ସବୁବେଳେ ଅନ୍ୟ ର ସାହାଯ୍ୟ କରିବାକଲୁଇ ଆଗକୁ ଆସିଥାନ୍ତି । ଏମାନେ ସବୁବେଳେ ସ୍ଵଛ ଓ ଭଲ ଉଦେଶ୍ୟ ରେ ଟଙ୍କା ରୋଜ଼ଗାର କରିବାକୁ ଭଲ ପାନ୍ତି । ଯେଉଁଥିପାଇଁ ଏମାନଙ୍କୁ ଜୀବନ ରେ ବଡ ବଡ ସଫଳତା ସହ ମାନ ଓ ସଂମାନ ର ଅଧିକାରୀ ହୋଇଥାନ୍ତି ।

ଧନ ଦୌଲତ- ହାତରେ ଯେଉଁମାନଙ୍କ M ଚିହ୍ନ ଥାଏ ଜୀବନରେ ବହୁତ ଟଙ୍କା ପଇସା ରୋଜ଼ଗାର କରନ୍ତି । ସେମାନଙ୍କ ପ୍ରତି କାମ ସଫଳ ହୋଇଥାଏ । ଯାହାଦ୍ୱାରା ଏମାନେ ଆର୍ଥିକ ଲାଭ ପାଇଥାନ୍ତି ଆଉ ଜୀବନ ରେ କେବେ ପଇସା ର ଅଭାବ ଜାଣି ନଥାନ୍ତି ।

ଭଲପାଇବା- ହାତରେ M ଚିହ୍ନ ଥିବା ଲୋକ ମାନକୁ ଜୀବନରେ ସବୁବେଳେ ପ୍ରକୁତ ଭଲ ପାଇବା ମିଳିଥାଏ । ଆଉ ସେମାନେ ସେମାନଙ୍କ ପ୍ରେମିକା / ପ୍ରେମିକ ଙ୍କ ପ୍ରତି ବି ନିଷ୍ଠାବାନ ରୁହନ୍ତି ଏମାନେ ସବୁ ବେଳେ ତାର ସବୁ ଜିଦି ଓ ଇଛା କୁ ପୂରଣ କରି ଥାନ୍ତିଓ ଏମାନଂକୁ ଲଭ ମାରେଜ଼ କରିବା ବହୁତ ପସନ୍ଦ ଥାଏ ଦେଖନ୍ତୁ ତ କଣ ଆପଣ ଙ୍କ ହାତରେ ବି M ଚିହ୍ନ ଅଛି କି??

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button