ଜ୍ୟୋତିଷ

ରାତିରେ ଶୋଇବା ସମୟରେ ପାଖରେ ଭୁଲ କେବେ ବି ରଖନ୍ତୁ ନାହିଁ ଏହି ସବୁ ଜିନିଷ, ଡାକିଥାଏ ସାକ୍ଷାତ ମୃତ୍ୟୁକୁ- Vastu Tips

ବାସ୍ତୁ ଶାସ୍ତ୍ର ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ, ତେବେ ବାସ୍ତୁ ଅନୁଯାଇ ଘର ଜିନିଷ ରଖିଲେ ମଣିଷର ମଙ୍ଗଳ ହୋଇଥାଏ ଯଦି କିଛି ଜିନିଷ ଖରାପ ହୋଇଥାଏ ତେବେ ମଣିଷ ଜୀବନ ଉପରେ ଖରାପ ପ୍ରଭାବ ମଧ୍ୟ ପଡିବାର ଦେଖା ଦେଇଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାଇ ଘର କିଛି ଜିନିଷ ଏମିତି ହୋଇଥାଏ ଯାହା ନକାରାତ୍ମକ ଊର୍ଜା ବ୍ୟାପ କରିଥାଏ ଏହି ଊର୍ଜା ଶୋଇବା ଘରେ ରହିଲେ ମଣିଷ ଭାଗ୍ୟ ଖରାପ ହୋଇଥାଏ ଆଉ ଜୀବନ ସୁଖମୟ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାଇ କିଛି କାମ ଅଛି ଯାହା ମଣିଷକୁ କରିବା ଉଚିତ ନୁହ, ଏହି ଭଳି କାମ କରିବା ଦ୍ଵାରା ମଣିଷ ଜୀବନ ନର୍କ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଭଳି ଜିନିଷ ବିଷୟରେ ।

୧. ବାସ୍ତୁ ଶାସ୍ତ୍ର ଅନୁଯାଇ ଲୋକଙ୍କୁ ଶୋଇବା ଘରେ କେବେ ବି ଲୁଣ ରଖି ଶୋଇବା ଉଚିତ ନୁହ ଏହା ଦ୍ଵାରା ଘରେ ନକାରାତ୍ମକ ଊର୍ଜା ବ୍ୟପ ହୋଇଥାଏ ଆଉ ମଣିଷ ଖରାପ ସମୟକୁ ଗତି କରିଥାଏ । ଜୀବନରେ ଯେତେ ଦୁଃଖ ହେଲେ ମଧ୍ୟ ମନିଷକାଉ ପୂଜା ଘରେ ଲୁଣ ରଖିବା ଉଚିତ ନୁହ, ଏହା ଦ୍ଵାରା ମାତା ଲକ୍ଷ୍ମୀ ଘର ଛାଡି ଯାଇଥାନ୍ତି ଆଉ ମଣିଷକୁ ଆର୍ଥିକ ସମସ୍ଯା ସାମ୍ନା କରିବାକୁ ପଡିଥାଏ ।

୨. ବାସ୍ତୁ ଶାସ୍ତ୍ର ଅନୁଯାଇ ଶୋଇବା ଘରେ ତେଲ ରଖି ଶୋଇବା ଉଚିତ ନୁହ ଏହା ଦ୍ଵାରା ନକାରାତ୍ମକ ଶକ୍ତି ଆପଣଙ୍କ ଘରେ ପ୍ରବେଶ ପାଇଥାନ୍ତି ଆଉ ଜୀବନରେ ଯେତେ କଷ୍ଟ କଲେ ମଧ୍ୟ ଆପଣ କେବେ ଉପରକୁ ଉଠି ପାରିବେ ନାହିଁ ।

୩. ବାସ୍ତୁ ଶାସ୍ତ୍ର ଅନୁଯାଇ ବହି ଖଟ ଉପରେ ରଖି ଶୋଇବା ଜମାବି ଉଚିତ ନୁହ, ଜୀବନରେ ଯାହା ଭୁଲ ହେଲେ ମଧ୍ୟ ଏହି ଭୁଲ କେବେ କରନ୍ତୁ ନାହିଁ । ବହୁତ ଛୁଆଙ୍କର ଏହା ଅଭ୍ଯାସ ହୋଇଥାଏ ଯେ ସେ ବହି ପଢୁ ପଢୁ ସୋଇଥାନ୍ତି ଆଉ ବହି ତାଙ୍କ ଛାତି ବା ତକିଆ ଉପରେ ରହିଥାଏ କିନ୍ତୁ ଏହା ଉଚିତ ନୁହ କାହିଁକିନା ବହି ମାତା ସରସ୍ଵତୀଙ୍କ ଦାନ ଅଟେ ତେବେ ଏହାର ଅପମାନ କଲେ ମଣିଷ କେବେ ଉନ୍ନତି ପାଇ ନଥାଏ ।

୪. ବାସ୍ତୁ ଶାସ୍ତ୍ର ଅନୁଯାଇ କର୍ପୁର ବହୁତ ଶୁଭ ହୋଇଥାଏ ଯଦି ଆପଣ କର୍ପୁର ଗୋଟେ ରୁମାଲରେ ବାନ୍ଧି ଶୁଙ୍ଘିଥାନ୍ତି ଆଉ କର୍ପୁର ନିଜ ତକିଆ ତଳେ ରଖିଥାନ୍ତି ତେବେ ଆପଣଙ୍କ ଜୀବନ ସବୁ ନକାରାତ୍ମକ ଊର୍ଜା ଦୂରେଇ ଯାଇଥାଏ ଆଉ ଘରେ ସକାରାତ୍ମକ ଊର୍ଜା ବାସ କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button