ଦେଶ- ବିଦେଶ

ଏପରି ଲୋକ ଜୀବନରେ କେବେବି ଧନୀ ହୋଇ ପାରିବେ ନାହିଁ

ଆମେ ମାନେ ଜୀବନରେ ଖୁବ ଅଧିକ ପରିଶ୍ରମ କରି ଥାଉ ଓ ଆମେ ଏହା କରିବା ପାଇଁ କାରଣ ହେଉଛି କି ଆମେ ନିଜକୁ ଭଲ ଭାବେ ରଖିବା ପାଇଁ ଚାହୁଁ ଓ ଅଧିକା ରୁ ଅଧିକା ଧନ କମେଇବା ପାଇଁ ଚାହୁଁ । ଏହା ପାଇଁ ଆମେ କଠିନ ପରିଶ୍ରମ ମଧ୍ୟ କରି ଥାଉ । ଯଦି ଦେଖିବା ପାଇଁ ଯିବା ତ ଆମେ ଆମେ ଏହା ମଧ୍ୟ ପ୍ରମାଣିତ କରିବା ପାଇଁ ଚାହୁଁ କି ଆମେ ସବୁ କାମକୁ ଯୋଗ୍ୟ ଅଟୁ ଓ ଆମେ ଏହାକୁ କରିବା ପାଇଁ ସାମର୍ଥ୍ୟ ମଧ୍ୟ ଅଟୁ ।

ନିଜକୁ ସବୁ ଙ୍କ ଆଗରେ ପ୍ରମାଣିତ କରି ଥାଉ କି ଆମେ ସବୁ ଠାରୁ ଉପରେ ଅଛୁ । ଯାହାକି ଆମେ ଜାଣିଛେ କି ଏହା ପାଇଁ ଧନ ର ଆବଶ୍ୟକତା ଥାଏ । କିନ୍ତୁ ଅଧିକ ପରିଶ୍ରରାମ ପରେ ମଧ୍ୟ କିଛି ଲୋକମାନେ ଧନ କୁ ନିଜ ପାଖରେ ରଖି ପାରି ନଥାନ୍ତି ଓ ଏହା କେଉଁ ନା କେଉଁ ବାଟରେ ଖର୍ଚ୍ଚ ହୋଇ ଯାଇ ଥାଏ । ଆଜି ଆମେ ଆପଣ ଙ୍କୁ କହିବା କି କେଉଁ ମାନେ ନିଜ ଜୀବନରେ କେବେହେଲେ ଧନୀ ହୋଇ ପାରି ନଥାନ୍ତି କହିବାର ମାନେ ହେଉଛି କି କିଛି ଏହି ଭଳି ଲୋକମାନେ ଅଛନ୍ତି ଯେଉଁ ମାନେ ଧନୀ ହୋଇ ପାରିବେ ନି କାରଣ ସେମାନଙ୍କ ସ୍ଵଭାବ ଖରାପ ହୋଇ ଥାଏ ଯାହା ପାଇଁ ସେମାନେ ସବୁ ବେଳେ ନିରଧନୀ ହୋଇ ରହିବେ ।

ରାମ ଚରିତ ମାନସ ରେ ଲେଖା ହୋଇଛି କି ଯଦି ଏକ ସୁନ୍ଦର ଜୀବନ ସାଥି ମିଳି ଥାଏ ତେବେ ଏହା ଭଲ ହୋଇ ଥାଏ କିନ୍ତୁ ଯଦି ଦେଖିବା ପାଇଁ ଯିବା ଯଦି ଆମକୁ କହରାପ ଜୀବନ ସାଥି ମିଳି ଥାଏ ତେବେ ଆମର ଭାଗ୍ୟ ଖରାପ ଅଛି ବୋଲି ଭାବି ନେଇ ଥାଅ । କହିବାର ମାନେ ହେଉହଚି କି ସେମାନେ ପରସ୍ପର କୁ ଧୋକା ଦେଇ ଅନ୍ୟ କାହା ପଛରେ ଏହାକୁ ଖର୍ଚ୍ଚ ମଧ୍ୟ କରି ଥାନ୍ତି । ଏହା ପରେ ଆସେ କି ଯେଉଁ ମାନେ କେବଳ ଧନ ପାଇଁ କାମ କରନ୍ତି ସେମାନେ କର୍ମ ପ୍ରତି ଶରଧା ରଖି ନଥାନ୍ତି ଯାହା ପାଇଁ ସେମାନେ ଧନ ଅର୍ଜନ କରିଲେ ମଧ୍ୟ ଏହାକୁ ସଞ୍ଚୟ କରି ନଥାନ୍ତି ।

ଏହା ପରେ ଆସେ ଅହଂକାରୀ ମଣିଷ ଏହା ଆମ ଜୀବନ ପାଇଁ ନୁହେଁ ମଣିଷ ପାଇଁ ମଧ୍ୟ ଏହା ଭଲ ନୁହେଁ । ଯେଉଁ ମାନେ ଅନ୍ୟକୁ ସମ୍ମାନ ଦିଅନ୍ତି ନି ଓ ନିଜକୁ ସବୁ ଠାରୁ ବଡ ବୋଲି ଭାବି ଥାନ୍ତି ସେମାନେ ସବୁ ବେଳେ ଅସୁବିଧାରେ ପଡିଥାନ୍ତି । ଏହା ପରେ ଆସେ ନିଶାଦ୍ରବ୍ଯ ର ସେବନ ଯାହା ଦ୍ଵାରା ଆମେ ଆମ ନ୍ଯାଯ ଜୀବନର ଗତି କୁ ଖରାପ ଆଡକୁ ନେଇ ଯାଇ ଥାଉ ଓ ଆମ ଧନ ସବୁ ଖର୍ଚ୍ଚ ହୋଇ ଯାଇ ଥାଏ । ଏହି ଭଳି ଲୋକଙ୍କ ପାଖରେ ମା ଲକ୍ଷ୍ମୀ କେବେହେଲେ ଧରା ଦେଇ ନଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button