ସାବଧାନ କାର୍ତ୍ତିକ ମାସରେ ଶାରୀରିକ ସମ୍ପର୍କ ରଖୁଛନ୍ତି କି ହେଇ ପାରେ ଏହି ସବୁ ଅସୁବିଧା

ଆଜି ଆମେ କହିବା ପାଇ ଯାଉଛୁ କି ଆପଣ ମାନଙ୍କ ମଧ୍ୟରୁ କିଛି ଲୋକମାନେ ଏବେ ନୂଆ ନୂଆ ବିବାହ କରିଥିବେ ସେମାନେ କିଛି ଏହି ଭଳି ଭୁଲ କରି ଦେଉଛନ୍ତି ଅଜାଣତରେ ଯାହା ଆମ ତାଙ୍କ ପାଇଁ ଖ-ରା-ପ ହୋଇ ଥାଏ । ଆଜି ଆମେ କହିବା ପାଇଁ ଯାଉଛୁ ଏହି ଭଳି କିଛି କଥା ଯାହା ଆପଣଙ୍କୁ ଖୁବ ଦେଖି ଚାହିଁ କରିବା ପାଇଁ ପଡିବ ଦେଖନ୍ତୁ ଆମେ ହେଉଛେ ମଣିଷ ଯିଏ କି ସବୁ ମୂହୁର୍ତ୍ତ ରେ ଭୁଲ କରି ଦେଇ ଥାଏ ଓ ଜାଣି ଭି ନଥାଏ କି ଏହା ଭୁଲ ଅଟେ ବୋଲି ଯଦି ଆମେ ଏହାକୁ ସଜାଡି ନେଇ ପାରିବା ତେବେ ।
ଏହା ଆମ ପାଇଁ ଏକ ଭଲ କଥା ହୋଇ ପାରିବ । ଆଜି ଆମେ କହିବା ପାଇଁ ଯାଉଛୁ ନବ ବିବାହିତ ସ୍ଵାମୀ ସ୍ତ୍ରୀ ଏହି ମାସରେ କେହି ଜଣେ ହୁଅନ୍ତୁ କିମ୍ବା ଉଭୟ ବ୍ରତ କରିବା କଥା । ଆମେ କେବଳ ଏକ କାମ କରିବା କଥା କି ଆମେ ନିଜ ସ୍ଵାମୀ କୁ ଦେବତା ଭଳି ଦେଖିବା କଥା ଓ ସ୍ଵାମୀ ମାନେ ମଧ୍ୟ ସ୍ତ୍ରୀ କୁ ସମ୍ମାନ ଦେବା କଥା ଏହି ମାସରେ । ଏହି ମାସରେ ଶା-ରୀ-ରି-କ ସ-ମ୍ପ-ର୍କ ରଖିବେ ନି ଆପଣ ମାନେ । ଆପଣ ଏହି ମାସରେ ଗୁରୁଜନ ମାନଙ୍କୁ କିଛି ଖ-ରା-ପ କଥା କହିବେନି କାହା ସହ ଖ-ରା-ପ ବ୍ୟବହାର କରିବେନି । ଏହା ସହ ଆପଣ ମାନେ ତୁଳଶି ପୂଜା ସବୁ ଦିନ କରିବେ କେବଳ ସେତିକି ନୁହେଁ ଆପଣ ମାନେ ଏହି ମାସ ସାରା ଘରକୁ ସଫା କରିକି ସବୁ ଦିନ ରଙ୍ଗୋଲି କରିବା ନିହାତି ଦରକାର ଅଟେ ।
ଆପଣ ମାନେ ହି ଦିନ ଭଗବାନ ବିଷ୍ଣୁ ଙ୍କ ପାଖରେ ତୁଳଶି ଜଟା ଚଢାଇଲେ ଏହା ଭଲ ହୋଇ ଥାଏ । ପରିବାର ରେ ସମୃଦ୍ଧି ବଢିବା ସହ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଭଲ ପରିସ୍ଥିତି ଉତପର୍ଣ୍ଣ ହୋଇ ଥାଏ । ଆପଣ ଯଦି ବିବାହ କରିବା ପାଇଁ ଯାଉଛନ୍ତି ତେବେ ଶିବ ଙ୍କ ଉପରେ ମହୁ, ଘିଅ, ଗଙ୍ଗାଜଳ ଦେଇ ଭଗବାନ ଙ୍କୁ ପୂଜା କରନ୍ତୁ । ଏହି ମାସ ରେ ପୂଣ୍ୟର ମାସ ହୋଇ ଥାଏ ତେଣୁ କରି ଆପଣ ମାନେ ଏହି ମାସରେ ପିଆଜ ରସୁଣ ନ ଖାଇବା ଅଭଲ ହୋଇ ଥାଏ ।
ଏହି ଅମାସରେ ଆମିଷ ଭକ୍ଷଣ ମଧ୍ୟ ଖରାପ ହୋଇ ଥାଏ । ଏହି ମାସରେ ଯେଉଁ ମାନେ ସନ୍ତାନ ପାଇବା ପାଇଁ ଚାହୁଁ ଛନ୍ତି ଅଭିଷେକ କରାଇ ପାରିବେ ସୋମବାର ଦିନ ଶିବ ଙ୍କ ପାଖରେ । କିଛି ନୂଆ କାମ ଯାହା ଆପଣ ମାନେ ପାଇବା ଅପାଇନ ଚାହୁଞ୍ଚନ୍ତି କିମ୍ବା ଆଉ କିଛି ଅବଭି ଳାଶା ଅଛି ମନରେ ଆପଣ କିଛି ବେଳ ପତ୍ର ନେଇ ଓ କିଛି ଜଳ ନେଇ ଆମସ ସାରା ଶିବ ଜି ଙ୍କ ମନ୍ଦିର କୁ ଯାଅନ୍ତୁ ଦେଖିବେ ଏହା ଖୁବ କମ ଦିନରେ ପୂରଣ ହୋଇଯିବ । ଆପଣ ଏହି ମାସରେ କାହା ପାଇଁ ମନରେ କିଛି ରଖିବେନି । ଏହା ଦ୍ଵାରା ଆପଣଙ୍କ ଉର୍ଣ୍ଣାତ୍ତି ନିଶ୍ଚିତ ଭାବେ ହେବ ।