ଦେଶ- ବିଦେଶ

ପୂର୍ଣ୍ଣିମା ପରଠୁ ଏହି 5ଟି ରାଶି ମାନଙ୍କର ବଦଳିଲା ଭାଗ୍ୟ, ମା ଲକ୍ଷ୍ମୀ ଙ୍କ କୃପାରୁ ହେବ ଧନର ବର୍ଷା

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ ଏବେ ମାହାଲକ୍ଷ୍ମୀ ଯୋଗ ହେବା ପାଇଁ ଯାଉଛି କିଛି ରାଶି ମାନଙ୍କ ଉପରେ । ଏହି ରାଶି ମାନେ ଏବେ ଖୁବ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । ଯେଉଁ ମାନେ ଜଣାଇ ନାହାଁନ୍ତି ସେମାନଙ୍କୁ ଆମେ କହିବା ପାଇଁ ଚାହିନ୍ବୁ କି ଏହି କୁମାର ପୂର୍ଣ୍ଣିମା ମା ଲକ୍ଷ୍ମୀ ଙ୍କ ପୂଜା ଅଟେ । କୁହାଯାଏ କି ମା ଦୂର୍ଗା ଉଗ୍ର ରୂପ ଧାରଣ କରି ମହିଷା ଅଶୂର କୁ ମାରିବା ପରେ ମା ଲକ୍ଷ୍ମୀ ଙ୍କ ବେଶ ଭଳି ସୁନ୍ଦର ଓ ସାନ୍ତ ରୂପରେ ଆସିଥିଲେ ।

ଏହା ସହ ଏହି ଓଷା ମଧ୍ୟରେ କୁମାରୀ ମାନଙ୍କ ପାଇଁ ମଧ୍ୟ ବିଶେଷ ଦିନ ଥାଏ । କହିବା ପାଇଁ ଗଲେ ଆମେ ଜାଣି ପାରିବା କି ଆମେ ଯେଉଁ ବୃନ୍ଦାବତୀ ଙ୍କୁ ପୂଜା କରୁଛେ ତାଙ୍କ ପୂଜାରେ ଆଜି ସବୁ କୁମାରୀ କନ୍ୟା ମାନେ ବଶି ଆରାଧନା କରିବେ ଓ ନିଜ ମନ ପସନ୍ଦର ବର ପାଇଁ ପ୍ରାର୍ଥନା କରି ଥାନ୍ତି କୁହା ଜାଏ କି ଏହି ଦିନ ଚାଣ୍ଡାକୁ ମଧ୍ୟ ପୂଜା କରା ଯାଏ । ଏହି ଦିନ କୁମାରୀ ମାନ ଏସକାଳୁ ଉଠି ଗାଧୋଇ ସାରି ନିଜ ଚାଙ୍ଗୁଦରେ ଖଇ, କଦଳୀ, ଆଦି ସବୁଙ୍କୁ ଭାରି ମା ଙ୍କ ଆରାଧନା ପାଇଁ ଅଯାଇଥାନ୍ତି । ଆମେ ଦେଖିବା ପାଇଁ ଗଲେ ଜାଣି ପାରିବା କି ଆମେ ଯେଉଁ ପୂଜା କରିବା ସେଇ ପାଇଁ ଆମେ ଆମ ମନକୁ ସାଫା କରି ବା ।

ଏହି ସମୟରେ କୁମାରୀ ମନ ଏକ ଜାଗାକୁ ଆଶୀ ସେଠାରେ ମେଳ ହୋଇ ପୂଜା କରିଥାନ୍ତି । ଏହି ଦିନ ଅଲଗା ଅଲଗା ଜାଗାରେ ଅଲଗା ପ୍ରକାର ରୀତିନୀତି ନେଇ ପୂଜା ଆହୋଇ ଥାଏ । ଆଜି ଠାରୁ ମାସ ପୂର୍ବ ଯାଏ ଏମାନେ ଜନ୍ହି ଓଷା ମଧ୍ୟ କରୀ ଥାନ୍ତି । କୁମାରୀ ମାନଙ୍କ ପାଇଁ ଏହା ଏକ ଭଲ ଦିନ ଅଟେ । ରାତିରେ ସେମାନେ ସକାଳେ ଧରିଥିବା ଆଞ୍ଜୁଳି କୁ ଭୋଗ କରି ଚନ୍ଦ୍ରମା କୁ ପୂଜା କରିଥାନ୍ତି । ତେବେ ଏହି ପୂଜା ରେ ହେଉଥିବା ମହା ସଂଯୋଗ ପାଇଁ ଏବେ 5 ଟି ରାଶି ମାନେ ଭାଗ୍ଯବାନ ହେବା ପାଇଁ ଯାଉଛନ୍ତି ସେମାନେ ଯାହା ଭି ଅକରିବେ କିମ୍ବା ଯାହା ଭି କରିବା ପାଇଁ ଚିନ୍ତା କରିବେ ତାହା ତାଙ୍କୁ ଶୁଭ ପରିଣାମ ଦେବ ।

କିଛି ଅଲଗା ଜାଗାକୁ ଯିବା ସହ ଏମାନେ ନିଜ ପରିବାର ସହ ଭଲ ସମୟ ବିତାଇବେ । ମନ ରେ କିଛି କଥା ଥିଲେ ଏମାନେ ଏହାକୁ ଏବେ କହିକି ନିଜ ଭାଇ ଓ ଭଉଣୀ ମାନଙ୍କ ସହ ସମ୍ପର୍କ ସଠିକ କରିବେ । ଏବେ ଏମାନେ ଯାହାଭି କରିବେ ନିଜ ପାଇଁ ନୁହେଁ ସାରା ସମାଜ ପାଇଁ ପାଇଁ ଭଲ କରିବେ । କିଛି ଲୋକ ମାନେ ଏମାନଙ୍କ ପ୍ପାଖକୁ ଆସିବେ ନିଜ ମାର୍ଗ ଖୋଜିବା ପାଇଁ । ଏହି ରାଶିର ଲୋକମାନେ ଏବେ ଧନର ବର୍ଷା ମଧ୍ୟରେ ରହିବବା ପାଇଁ ଯାଉଛନ୍ତି । ଏହା ସହ ସବୁ ପ୍ରକାର କରଜ ରୁ ମଧ୍ୟ ମୁକ୍ତ ହୋଇ ଯିବେ ଏହି ରାଶିର ଲୋକମାନେ । କୁମ୍ଭ, ,ମେଷ, ଧନୁ, ମିଥୁନ, କର୍କଟ ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button