ରାଜ୍ୟ

ଆଜି ରାତିରେ ଶୋଇବା ପୁର୍ବରୁ କହିଦିଅନ୍ତୁ ଏହି 3 ଶବ୍ଦର ମନ୍ତ୍ର, ତାପରେ ଦେଖନ୍ତୁ ଚମତ୍କାର

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ ନବ ଗ୍ରହ ଙ୍କୁ ରକ୍ଷା ଯାଇଛି ପ୍ରତେକ ରାଶିର ଭୋଗା ଭୋଗ ପାଇଁ । ଏହା ମଧ୍ୟରୁ ସବୁ ଠାରୁ ଅଧିକ ଦୁଃଖ ଦେଉଥିବା ଗ୍ରହ ମାନଙ୍କ କଥା ଆମେ କହିବ ଅପାଇନ ଯିବା ତ ରଥମ ରାହୁ କେତୁ ଆସି ଥାନ୍ତି । କିନ୍ତୁ ଲୋକମାନେ ଏମାନଙ୍କ ଅପେକ୍ଷା ଶନି ଭଗବାନ ଙ୍କୁ ଅଧିକ ଭୂଲ ଭୁଝି ଥାନ୍ତି କିଛି ଲୋକଙ୍କ ମାନ୍ୟତା ଅଛି କି ଭଗବାନ ଶନି ଦେବ ଙ୍କ ଚଳନ ଯେଉଁ ଗ୍ରହ ଉପରେ ହୋଇ ଥାଏ ସେମାନନକ ପାଇଁ ଖରାପ ପ୍ରଭାବ ଥାଏ ।

କିନ୍ତୁ ଦେଖିବା ପାଇଁ ଗଲେ ଭଗବାନ ଶନି ଦେବତା ହେଉଛନ୍ତି ଭଗବାନ ସୂର୍ଯ୍ୟ ଙ୍କ ପୁତ୍ର ଓ ଛାୟା ହେଉଛନ୍ତି ତାଙ୍କ ମା ତେଣୁ ସେ ସବୁ ବେଳେ ନିଜ ପିଲା ଦିନରୁ ଏକ କଥା ଜାଣି ଛନ୍ତି କି ଯେଉଁ ବ୍ୟକ୍ତି ଭଲ କାମ କରିବା ସେ ତାକୁ ସେହି ଅନୁଷାରେ ଭଲ ପରିଣାମ ଦେବେ । ସେହି ପାଇଁ ଯେଉଁ ଲୋକମାନେ ଖରାପ କାମ କରି ଥାନ୍ତି ସେମାନଙ୍କ ପାଇଁ ଶନି ସାଢେ ସାତ ଓ ଢାଇୟା ଖୁବ ଖରାପ ହୋଇ ଥାଏ । କିନ୍ତୁ ଦେଖିବା ଅପାଇନ ଗଲେ ଭଗବାନ ଶନି ଦେବ କାହାକୁ ଖ୍ଯାତି ପହଞ୍ଚାଇ ନଥାନ୍ତି ଯେଉଁ ମାନନକ ସମୟ ଖରାପ ଚାଲି ଥାଏ ସେମାନଙ୍କୁ ମଧ୍ୟ ସେ ନିଜର କୃପା କରି ସେସହ ସମୟରେ କିଛି ଭଲ ପରିଣାମ ଦେଇକି ଯାଇ ଥାନ୍ତି ଯଦି ଆମେ ଦେଖିବା ପାଇଁ ଜୀବ ଅଟା ।

ଭଗବାନ ସହନୀୟ ଦେବଙ୍କ କୃପା ହେବା ପାଇଁ ଯାଉଥିବା ବ୍ଯକ୍ତିର ଜୀବନ ରେ ସବୁ ବେଳେ ଖୁଶି ହିଁ ଖୁଶି ଥାଏ । ଆଜି ଆମେ କହିବା ପାଇଁ ଯାଉଛେ କି ଭଗବାନ ଶନି ଦେବ ହେଉଛନ୍ତି କର୍ମ ର ଦେବତା ସେ କର୍ମ ଜାଣି ଫଳ ଦେଇ ଥାନ୍ତି । ତାଙ୍କ ମତରେ ଯେଉଁ ମାନେ ନିରୀହ ଆମେ ସବୁ ସେମାନଙ୍କୁ ସମ୍ମାନ ଦେବା ଆଉଚିତ ଓ ତାଙ୍କୁ ସାହାଜ୍ଯ କରିବା ଉଚ୍ଚିତ । ଏହା କରିବା ଆଡବାର ଆମ ମନରେ ସାରା ଦୁନିଆ ପାଇଁ ବିବେକ ଓ ମାନବିକତା ରହିବ । କିନ୍ତୁ କିଛି ଲୋକମାନେ ଏହାକୁ ମାନି ନଥାନ୍ତି । ଭଗବାନ ଶନି ଦେବ ପଶୁ ମାନଙ୍କୁ ଖୁବ ଭଲ ପାନ୍ତି ଯେଉଁ ମାନେ ପଶୁ ହତ୍ୟା କରନ୍ତି ସେମାନକୁ ଭଗବାନ କେବେ ହେଲେ ଛାଡି ନଥାନ୍ତି ।

ଦେଖିବା ପାଇଁ ଗଲେ ଭଗବାନ ଶନି ଦେବ ସେହି ଲୋକମାନଙ୍କ ଉପରେ ଖରାପ ପରିଣାମ ପକାଇ ଥାନ୍ତି ଯେଉଁ ମାନେ ପାପୀ ଅଟନ୍ତି । ଏହା ଅଛଡା ଜଦି ଆପଣଙ୍କ ଖରାପ ସମୟ ଚାଲିଛି ଭଗବାନ ଶନି ଦେବଙ୍କ କୃପାରୁ ତେବେ ଆପଣ ନିଶ୍ଚିତ ଭାବେ ଏହାକୁ ସଠିକ କରି ପାରିବେ ଏହାକୁ ସଠିକ କରିବା ପାଇଁ ଆପଣ ଏକ କାମ କରିବେ ଆପଣ ଭଗବାନ ଶନି ଦେବଙ୍କ ପ୍ରିୟ ବ୍ବାର ସହନିବାର ଦିନ ଶନି ମନ୍ଦିର ଯାଇ ତାଙ୍କୁ ସୋରିଷ ତେଲ ଦିଅନ୍ତୁ ଏହା ସହ ଆପଣ କିଛି କଳା ରାଶି ମଧ୍ୟ ଦାନ କରନ୍ତୁ । ଭଗବାନ ଙ୍କ ଏହି ମନ୍ତ୍ର କୁ ଜପ ମଧ୍ୟ କରନ୍ତୁ । ଗରିବ ମାନଙ୍କୁ ଦାନ ଦିଅନ୍ତୁ ଓ ପଶୁ ମାନଙ୍କ ପାଇଁ ପ୍ରେମ ଭାବନା ରଖନ୍ତୁ ଦେଖିବେ ଭଗବାନ ଙ୍କ ଶନି ଦେବଙ୍କ କୃପା ହେବ । ଆପଣ ମାନେ ଉପରୋକ୍ତ ମନ୍ତ୍ର ର ଜପ ମଧ୍ୟ କରିବା ଭଲ ହୋଇ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button