ଜ୍ୟୋତିଷ

1 ଟଙ୍କିଆ କଏନ ବଦଳାଇବା ଭାଗ୍ୟ, ଚୁପଚାପ ରାଖୀ ଦିଅନ୍ତୁ ଏହିଠି ଓ ତା ପରେ ଦେଖନ୍ତୁ ଚମତ୍କାର

ଆମେ ଜାଣିଛେ କି ଆମ ଘରେ ଥିବା ଖରାପ ଶକ୍ତି ପାଇଁ ଆମ ଖ୍ଯାତି ହୋଇ ଥାଏ । ଏହା ପାଇଁ ଆମେ ଅନେକ ଚେଷ୍ଟା କରି ଥାଉ । କିନ୍ତୁ କହିବା ପାଇଁ ଗଲେ ଆମେ ଜାଣିବା କି ଏହି ଲୋକମାନେ କିଛି ନା କିଛି କରିଥାନ୍ତି ନିଜ ଜୀବନରେ । ଆମେ ଏହାକୁ ଜାଣିବା ପାଇଁ ଦେଇ ନଥାଉ କାହାକୁ କିନ୍ତୁ ଆମେ ଦେଖିଛେ ଓ ଏହା କରିଛେ ତେଣୁ ଏହା ଆମ ମନରେ ସବୁ ଦିନ ପାଇଁ ରହହୀ ଯାଇ ଥାଏ । କହିବା ପାଇଁ ଗଲେ ମଧ୍ୟ ଆମେ ଜାଣି ପାରିବା କିଛି ଏହି ଭଳି ଲୋକ ମାନେ ମଧ୍ୟ ଅଛନ୍ତି ଯେଉଁ କାମ କରନ୍ତି ଭୁଲି ଯିବାର ଦାବି କରନ୍ତି କିନ୍ତୁ ସତ କଥା ହେଲା ସେମାନେ କେବେଭି ଏହାକୁ ଭୁଲି ନଥାନ୍ତି ।

କାରଣ ସେମାନେ ଜାଣି ଛନ୍ତି କି ସେମାନେ ଯାହାଭି କରିଛନ୍ତି ତାହା ଭୁଲ ଅଟେ । ଏହା ହିଁ ସେମାନଙ୍କ ମଧ୍ୟରେ ଥିବା ଖରାପ ଶକ୍ତି କୁ ବଢେଇ ଦେଇ ଥାଏ । କାରଣ ଆପଣ ଜାଣି ଥିବେ କି ଏହି ଭଳି କିଛି କାମ ଅଛି ଯାହା ଆମେ କରିବବା ବାଧ୍ୟ ହୋଇ ଥାଉ ନିଜ କର୍ତବ୍ୟ ପାଇଁ । ଆମେ ଏହା ପାଇଁ ସେଶ ସମୟରେ ଅନେକ କଷ୍ଟ ପାଇ ଥାଉ ଆମେ ଆମ ଜୀବନରେ ସବୁ ବେଳେ ଶେଷ ସମୟ ମାନେ ବାର୍ଦ୍ଧକ୍ୟ ଅବସ୍ଥାରେ ହିଁ ସବୁ ପ୍ରକାର କଷ୍ଟ କୁ ସାମନା କରି ଥାଉ ।

ତେଣୁ କରି ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଏହା ପାଇଁ ଆମକୁ ଶାରୀରିକ ପୀଡା ମଧ୍ୟ ଭୋଗ କରିବା ପାଇଁ ପଡି ଥାଏ । ଯାହା ଦ୍ଵାରା ଆମେ ସବୁ ବେଳେ ବାର୍ଦ୍ଧକ୍ୟ କୁ ଡଋ ଥାଉ । କିନ୍ତୁ ଯଦି ଆପଣଙ୍କ ଆଗରେ ଥିବା ରାସ୍ତା ସଠିକ ଅଛି ଓ ଆପଣ ଭାବି ଛନ୍ତି କି ଆପଣ ଯାହା କରୁଛନ୍ତି ତାହା ଠିକ ଅଟେ ତେବେ ଆପଣ ପଛକୁ ଘୁଞ୍ଚନ୍ତୁ ନି । ଆମ ଧର୍ମ ଗ୍ରନ୍ଥ ଗୀତାରେ ଏହା ଉଲ୍ଲେଖ ଅଛି କି ଆମେ ଯାହା ଭି କରୁଛୁ କିମ୍ବା ଯାହା ଭି କରିବା ପାଇଁ ଯାଉଛୁ ତାହା ଆମ କର୍ମ ଅଟେ । କିନ୍ତୁ ଯଦି ଆମେ ଏହା ପାଇଁ କିଛି ଭି ଫଳ ଆଶା କରିବା କଥା ନୁହେଁ । ନ୍ୟାୟ ଆଉ କେଉଁ ଠି ମଧ୍ୟ ଦେଖା ଯାଉନି କାରଣ ଏହା ଆମ ପାଇଁ ଏକ ଅଭିଶାପ ବହଳି ହୋଇ ଗଲାଣି ।

ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ କି ଆମେ ଯାହାଭି କରିଛୁ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ସେହି ପାଇଁ ଆମେ ଯଦି ପଶ୍ଚାତାପ କରୁଛୁ ତେବେ ଆମେ ଏକ ଉପାୟ ଦ୍ଵାରା ନିଜ ଜୀବନରେ ଥିବା ସମସ୍ଯା କୁ ଦୂର କରି ପାରିବା । ଏହା ହେଉଛି ଆମେ ଏକ ଟଙ୍କିଆ କଏନ ନେଇକି ଏହାକୁ ଆମେ ଆମ ମୁଣ୍ଡ ଉପରେ ରଖିବା ଓ ସକାଳ ହେବା ପରେ ଆମେ ଏହାକୁ ନେଇ ଏକ ନଇ କିମ୍ବା ଏକ ସୁଁ ସାନ ଜାଗାରେ ପକେଇ ଦେଇ ଆସିବା ଯାହା ଦ୍ଵାରା ଆମେ ଖରାପ ପ୍ରଭାବରୁ ବଞ୍ଚି ପାରିବା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button