ଜ୍ୟୋତିଷ

18 ତାରିଖ ସକାଳେ ପାଲଟି ଯିବ ଏହି ରାଶିଙ୍କ ଭାଗ୍ୟ, ୧୫୦ ବର୍ଷ ପରେ ଗଣେଶ ଭଗବାନ ହେଲେ ପ୍ରସନ୍ନ

ଏହି ରାଶି ଲୋକ ଭାଗ୍ୟ ୧୫ ତାରିଖ ଠାରୁ ଧଳା ଘୋଡା ପରି ଦୌଡିବାକୁ ଲାଗିବ ଓ ଏହି ରାଶି ଲୋକଙ୍କୁ କିଛି ବଡ ଖୁସିଖବର ପ୍ରାପ୍ତ ହବ, ଶ୍ରୀ ଗଣେଶ ଭଗବାନ ସ୍ଵୟଂ ଏହି ରାଶି ଉପରେ ହେଲେ ପ୍ରସନ୍ନ । ଆପଣଙ୍କ ଆତ୍ମବିଶ୍ଵାସ ଆଗ ଅପେକ୍ଷା ବଢିବାକୁ ଲାଗିବ, ଆପଣଙ୍କୁ କୌଣସି ପ୍ରେମ ପ୍ରସ୍ତାବ ମିଳି ପାରେ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇବ, ବହୁତ ଦିନ ଧରି ସମ୍ପର୍କ ଖରାପ ଥିଲା ତାହା ମଧ୍ୟ ଏହି ସମୟରେ ଭଲ ହୋଇବ, ଘର ଲୋକଙ୍କ ସହ ବାହାରକୁ ଯିବା ପ୍ଳାନ ହୋଇପାରେ ।

ପାରିବାରିକ ଦାଇତ୍ବ ବଢିବାକୁ ଲାଗିବ, ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଅନ୍ୟ ଲୋକଙ୍କ ସାହାଜ୍ଯ ଦ୍ଵାରା ଆପଣ ଆଜି ଲାଭ ପ୍ରାପ୍ତ କରିବେ, ସରକାରୀ ଲାଭ ପ୍ରାପ୍ତି କରିବେ, ନୂଆ କାର୍ଯ୍ୟ ଆରମ୍ଭ କଲେ ଆପଣଙ୍କୁ ଲାଭ ପ୍ରାପ୍ତ ହୋଇବ । ଅଳପ ବହୁତ ଅସୁବିଧା ପାଇଁ ମନ ଚିନ୍ତା ରେ ରହିବ କିନ୍ତୁ ପରେ ସବୁ ଠିକ ରହିବ ।

ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତ ରୁହନ୍ତୁ । ନିଜ ମନକୁ ଆଜି କେନ୍ଦ୍ରିତ କରିବା ପାଇଁ ଚେଷ୍ଟା କରନ୍ତୁ ଏହା ଦ୍ଵାରା ଆପଣଙ୍କ ଜୀବନରେ ବହୁତ କିଛି ବଦଳିଯିବ । ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବିବାହିତ ଜୀବନ ପାଇଁ ସମୟ ବହୁତ ସଠିକ ଚାଲୁଛି । ଆଜି ଆପଣଙ୍କ ମନ ଧାର୍ମିକ ରହିବ ଏବଂ ଧାର୍ମିକ କାର୍ଯ୍ୟ କଲେ ଆପଣଙ୍କ ମନ ଶାନ୍ତି ପ୍ରାପ୍ତ କରିବ ।

ଆପଣ କିଛି ସଂଘର୍ଷ ସାମ୍ନା କରିବେ, ଏହା ଦ୍ଵାରା ସଫଳତା ପ୍ରାପ୍ତ ହବ ଏବଂ ଖୁସି ପ୍ରାପ୍ତ ହବ, ଆଜି ଦିନ ଆପଣଙ୍କ ପାଇଁ ଭଲ ହୋଇବ, ଗଣେଶ ଭଗବାନଙ୍କ କୃପାରୁ ଆଜି ଆପଣଙ୍କ ଜୀବନରୁ ସବୁ ବିନାଶକାରୀ ଶକ୍ତି ଦୂର ହୋଇଯିବେ, ଆପଣଙ୍କ ଉପରେ ନୂଆ ଦାଇତ୍ଵ ଭାର ଆସି ପାରେ । ଆଜି ଦିନ ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ । ତେବେ ଆଜି ଆମେ ଆପଣଙ୍କୁ ଯେଉଁ ରାଶିଙ୍କ ବିଷୟରେ କହିଲୁ ଏବଂ ଭଗବାନ ଗଣେଶ ଦେବ ଯେଉଁ ରାଶିଙ୍କ ଉପରେ ପ୍ରସନ୍ନ ଅଛନ୍ତି ତାଙ୍କ ନାମ ସିଂହ, ତୁଳା, ମିଥୁନ ଏବଂ କୁମ୍ଭ ଅଟେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button