ଜ୍ୟୋତିଷ

ଯେଉଁ ବ୍ୟକ୍ତି ଭିତରେ ଥାଏ ଏହି 3 ଲକ୍ଷଣ, ସେମାନେ ହୋଇଥାନ୍ତି ମହାଦେବ ଙ୍କ ପ୍ରିୟ…

ଦେବାଧିଦେବ ମହାଦେବ ହେଉଛନ୍ତି ସାରା ଦୁନିଆର ସଂହାର କର୍ତ୍ତା, ଯେଉଁ ସମୟରେ ବିପଦ ଦୁନିଆକୁ ଆସିଛି ଭଗବାନ ନିଜ ର ଏକ ଅବତାର ନେଇ ଏହି ଧରାକୁ ଆସିଛନ୍ତି । ତେବେ ଆମେ ଆଜି ଆପଣଙ୍କୁ କହିବା କି ଯେଉଁ ମାନେ ଭଗବାନଙ୍କ ଆରାଧନା କରିଥାନ୍ତି ସେମାନେ ସବୁ ବେଳେ ଖୁସିରେ ରହି ଥାନ୍ତି । ମହାଦେବ ଙ୍କ ଆଶୀର୍ବାଦ ପାଇବା ବହୁତ ସହଜ ହୋଇଥାଏ । ଭଗବାନ ନିଜ ଭକ୍ତ ମାନଙ୍କ ମଧ୍ୟରେ ଭେଦ ଭାବ କରି ନଥାନ୍ତି ।

ତାଙ୍କୁ ପ୍ରସନ୍ନ କରିବା ଖୁବ ସହଜ ହୋଇ ଥାଏ ଭଗବାନ ମହାଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଆମକୁ ଭୋଗ ର ଆବଶ୍ୟକତା ନଥାଏ କି କିଛି ଫୁଲ ଫଳ ର ଆବଶ୍ୟକତା ନଥାଏ । ତାଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରକୃତି କୁ ଭଲ ପାଇବା ଦରକାର ଥାଏ ଏହା ସହ ଆମେ କେବଳ ଭକ୍ତିର ସହ ଯଦି ଡାକିବା ତାଙ୍କୁ ତେବେ ସେ ଆମ ଡାକ ନିଶ୍ଚିତ ଭାବେ ଶୁଣିବେ ।

ଯେଉଁ ମାନେ ଭଗବାନଙ୍କୁ ବହୁତ ଭଲ ଭାବେ ଧ୍ୟାନ କରିଥାନ୍ତି ତାଙ୍କ ପାଖରେ ସବୁ ବେଳେ ଭଗବାନ ଥାନ୍ତି । ଭଗବାନ ଙ୍କ ଆରାଧନା କରୁଥିବା ଲୋକମାନେ ସବୁ ବେଳେ ଅନ୍ୟ ମାନଙ୍କୁ ସାହାଜ୍ଯ କରି ପାରିବେ । ଯେଉଁ ମାନେ ମହାଦେବ ଙ୍କ କୃପା ପାଇ ଥାନ୍ତି ସେମାନେ ସବୁ ବେଳେ ପଶୁ ମାନଙ୍କୁ ସାହାଜ୍ଯ କରିଥାନ୍ତି ।

ଯେଉଁ ମାନେ ମହାଦେବ ଙ୍କ ପୂଜା କରିଥାନ୍ତି ସେମାନେ ସବୁ ବେଳେ ଅନ୍ୟ ମାନଙ୍କୁ ସମ୍ମାନ ଦେଇ ଥାନ୍ତି । ଏହି କଥା ବିଦୁର ନିଜର ବିଦୁର ବାଣୀ ରେ ଲେଖିଛନ୍ତି । ବିଦୁର ହେଉଛନ୍ତି ମହାଭାରତ ଯୁଗର ଏକ ମୁଖ୍ୟ ଚରିତ୍ର । ତାଙ୍କୁ ସାକ୍ଷାତ ଧର୍ମରାଜ ଙ୍କ ଅବତାର । କୁହାଯାଏ କି ଭଗବାନ ଧର୍ମରାଜ ନିଜେ ଧରାକୁ ଆସିଥିଲେ ବିଦୁର ଙ୍କ ରୂପରେ ।

ଏହା ମଧ୍ୟ କୁହାଯାଏ କି ବିଦୁର ଏହା ଲେଖି ଯାଇ ଛନ୍ତି କି ଭଗବାନ ଶିବଙ୍କ ଆରାଧନା କରିବା ବ୍ୟକ୍ତି ମାନେ ସବୁ ବେଳେ ଧର୍ମ ପରାୟଣ ହୋଇଥାନ୍ତି । ଏହା ସହ ଯେଉଁ ମାନେ ସବୁ ବେଳେ ଦୟା ମନୋଭାବ ରଖିଥାନ୍ତି ସେମାନେ ସବୁ ବେଳେ ଉପରକୁ ଯାଇ ଥାନ୍ତି । ବିଦୁର କହିଛନ୍ତି କି ଯେଉଁ ଭଳି ଭାବେ ନଦୀ ନିଜ ପାଣି ପି ନଥାଏ ।

ସେହି ଭଳି ଗଛ ନିଜ ଫଳ ନିଜେ ଖାଇ ନଥାଏ । ଜ୍ଞାନୀ ବ୍ୟକ୍ତି ମାନେ ନିଜ ଜ୍ଞାନର ପ୍ରସାର ଅନ୍ୟମାନଙ୍କ ଭଲ ପାଇଁ କରିଥାନ୍ତି । ଏହା ସହ ଫଳନ୍ତି ଗଛ ସବୁ ବେଳେ ତଳକୁ ନଇଁ କି ଥାଏ ସେହି ଭଳି ମଣିଷ ଯେଉଁ ମାନେ କ୍ଷମା ଶୀଳ ଥାନ୍ତି ସେମାନେ ଶକ୍ତିଶାଳୀ ହେବା ପରେ ମଧ୍ୟ ଅନ୍ୟ ମାନଙ୍କ ପାଇଁ ମନରେ ଦୟା ରଖିଥାନ୍ତି ଓ କେବେ ବି ନିଜ ବଳ ଉପରେ ଘମଣ୍ଡ କରି ନଥାଏ ।

ଯେଉଁ ବ୍ୟକ୍ତି ନିର୍ଧନ ହୋଇକି ମଧ୍ୟ ଦାନ କରୁଥାଏ ସେହି ଭଳି ବ୍ୟକ୍ତି ମାନେ ଭଗବାନ ଶିବଙ୍କ ପ୍ରିୟ ଅଟନ୍ତି । ଯେଉଁ ମାନେ ଲୋଭ କରି ନଥାନ୍ତି ନାଶ ହୋଇ ଯାଉଥିବା ଜିନିଷ ପାଇଁ ଶୋକ କରି ନଥାନ୍ତି ସେମାନେ ବିପଦ ଆସିଲେ ମଧ୍ୟ ସାମ୍ନା କରିବା ପାଇଁ ଧାର୍ଯ୍ୟ ରଖିଥାନ୍ତି ଏହି ଭଳି ଲୋକଙ୍କ ଉପରେ ମହାଦେବ ସବୁ ବେଳେ ନିଜ କୃପା ରଖିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button