ଦେଶ- ବିଦେଶ

ଏହି ନାମ ଯାହାର ଥାଏ ସେମାନେ ହୋଇଥାନ୍ତି ଦୁନିଆର ସବୁଠାରୁ ଭାଗ୍ୟଶାଳୀ ମଣିଷ, Mahadevଙ୍କ ଅତି ପ୍ରିୟ ହୋଇଥାନ୍ତି ଏମାନେ

ବନ୍ଧୁଗଣ ଦେବ ଦେବ ମହାଦେବ ଭକ୍ତଙ୍କ ଉପରେ ଯେତେ ଶୀଘ୍ର ପ୍ରସନ୍ନ ହୁଅନ୍ତି ସେତେ ଶୀଘ୍ର କ୍ରୋଧିତ ମଧ୍ୟ ହୋଇଯାନ୍ତି, କିନ୍ତୁ ମହାଦେବ ସବୁବେଳେ ତାଙ୍କ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇକିଥାନ୍ତି । ଯେଉଁ ଭକ୍ତ ତାଙ୍କର ଆରାଧନା କରିଥାଏ ସେ ସେହି ଭକ୍ତଙ୍କ ଉପରେ ସର୍ବଦା ସନ୍ତୁଷ୍ଟ ହୋଇକି ରହିଥାନ୍ତି । ଯଦି ମହାଦେବଙ୍କର କୃପାଦୃଷ୍ଟି କେଉଁ ଭକ୍ତ ଉପରେ ପଡିଯାଏ ତେବେ ସେହି ମଣିଷ ଉପରକୁ ଆସୁଥିବା ସମସ୍ତ ପ୍ରକାର ବିପଦ ଆପେ ଆପେ ଦୂର ହୋଇଯାଏ । ଭଗବାନ ଶିବ ୬ଟି ନାମର ବ୍ୟକ୍ତିଙ୍କୁ ବହୁତ ଭଲପାଇନ୍ତି । ଆଜି ଆମେ ଏହି ୬ ଟି ବ୍ୟକ୍ତିର ନାମ ବିଷୟରେ କହିବାକୁ ଯାଉଛୁ ।

୧. ଯେଉଁ ବ୍ୟକ୍ତିର ନାମ A ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ମାନଙ୍କୁ ଭଗବାନ ଶିବ ବହୁତ ହିଁ ଭଲ ପାଇଥାନ୍ତି । ସେହି ବ୍ୟକ୍ତି ମାନଙ୍କୁ ସମସ୍ତ ଖରାପ ଦ୍ରୁଷ୍ଟି ଠାରୁ ଦୂରେଇରଖିଥାନ୍ତି ଏବଂଏହି ବ୍ୟକ୍ତି ମାନଙ୍କର ଯେତେ ବେଳେବି ଖରାପ ସମୟ ଆସିଥାଏ ଭଗବାନ ଶିବ ସେହି ପରିସ୍ଥିତିର ମୁକାବିଲା କରିଥାନ୍ତି ।

୨. ଯେଉଁ ବ୍ୟକ୍ତିର ନାମ R ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ମାନେ ପଭୁ ଶିବଙ୍କର ଅତି ପାଖ ଲୋକ ହୋଇଥାନ୍ତି । ଏହି ଲୋକ ମାନଙ୍କ ସାଥିରେ ଅନ୍ୟ ଯେଉଁମାନେ ଶତ୍ରୁତା କରିଥାନ୍ତି ସେହି ଲୋକମାନଙ୍କର ଖରାପ ସମୟ ବହୁତ ଶୀଘ୍ର ଆରମ୍ଭ ହୋଇଯାଏ ।

୩. ଯେଉଁ ବ୍ୟକ୍ତିର ନାମ D ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତିମାନେ ପ୍ରଭୁ ଶିବଙ୍କର ମଧ୍ୟ ଅତି ନିକଟତର ହୋଇଥାନ୍ତି ଏବଂ ସେହି ବ୍ୟକ୍ତି ମାନେ ପ୍ରଭୁଙ୍କର ବହୁତ ପୂଜା ଅର୍ଚନା କରିଥାନ୍ତି । ମହାଦେବ ଏମାନଙ୍କ ଉପରେ ସର୍ବଦା କୃପାଦୃଷ୍ଟି ରଖିଥାନ୍ତି ।

୪. ଯେଉଁ ବ୍ୟକ୍ତିର ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ଏହି ବ୍ୟକ୍ତିମାନେ ପ୍ରଭୁ ଶିବଙ୍କ ବହୁତ ପ୍ରିୟ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ପ୍ରଭୁଙ୍କ ଠାରୁ କେବେ ଅଲଗା ହବାପାଇଁ ଚାହିଁନଥାନ୍ତି । ଏହି ଅକ୍ଷରର ବ୍ୟକ୍ତି ମାନଙ୍କର ହୃଦୟ ବହୁତ ସଫା ଅଟେ ଏବଂ ଏମାନଙ୍କ ଭିତରେ କୌଣସି ଛନ୍ଦ କପଟ ନଥାଏ ।

୫. ଯେଉଁ ବ୍ୟକ୍ତିମାନଙ୍କର ନାମ V ଅକ୍ଷରରୁ ଆରମ୍ଭ ହୋଇଥାଏ । ସେହି ଲୋକମାନଙ୍କୁ ଭଗବାନ ଶିବ ସବୁବେଳେ ଖୁସିରେ ରଖିବାପାଇଁ ଚାହିଁଥାନ୍ତି । ଯେଉଁ ବ୍ୟକ୍ତିମାନେ ଏହି ଲୋକମାନଙ୍କୁ ବିପଦରେ ପକେଇବା ପାଇଁ ଚାହିଁଥାନ୍ତି ସେହି ବ୍ୟକ୍ତି ମାନଙ୍କୁ ପ୍ରଭୁ ମହାଦେବଙ୍କର କୋପର ଶିକାର ହବାକୁ ପଡିଥାଏ । ଏହି ଲୋକମାନେ ଶିବଙ୍କର ଅତି ପାଖରେ ରହିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button