ଦେଶ- ବିଦେଶ

ଗୁରବାର ଦିନଠାରୁ ଆରମ୍ଭ କରନ୍ତୁ ଏହି ଚମତ୍କାରୀ ଉପାୟର ପ୍ରୟୋଗ, ସମସ୍ତ ମନୋକାମନା ପୁରା କରିବେ ସାଇନାଥ

ନମସ୍କାର ବନ୍ଧୁଗଣ, ସମସ୍ତେ ଭଗବାନଙ୍କୁ ଖୁସି କରିବା ପାଇଁ ଚାହାନ୍ତି । ତେଣୁ ନାନା ପ୍ରକାରର ପୂଜା ବିଧି କରିଥାନ୍ତି । ଗୁରୁବାର ଦିନ ସାଇବାବାଙ୍କ ବ୍ରତ କରାଯାଏ । ତେଣୁ ସାଇ ବାବାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଜି ଆମେ ଆପଣଙ୍କୁ ଏଭଳି ଚମତ୍କାର ଉପାୟ ଜଣାଇବୁ ଯାହାଦ୍ଵାରା ଭଗବାନ ଙ୍କ କୃପା ସବୁବେଳେ ଲାଗି ରହିବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ଯେଉଁ ମାନେ ସାଇ ବାବାଙ୍କ ଭକ୍ତ ଅଟନ୍ତି ସେମାନଙ୍କୁ ନିଶ୍ଚୟ ଜଣାଥିବ କି ସାଇ ବାବା କେଉଁ ସବୁ ମନ୍ତ୍ରରେ ସନ୍ତୁଷ୍ଟ ହୁଅନ୍ତି ।

ଭଗବାନ ସାଇ ବାବାଙ୍କୁ ସମସ୍ତେ ନିଜ ନିଜ ଘରେ ଗୁରୁଙ୍କ ରୂପରେ ପୂଜା କରନ୍ତି । ଏହି ଚମତ୍କାରୀ ପ୍ରୟୋଗ ଯେଉଁମାନେ ଭି କରିଛନ୍ତି ସମସ୍ତଙ୍କୁ ବହୁତ ଜଲ୍ଦି ଫଳ ପ୍ରାପ୍ତି ହୋଇଛି । ଏହି ଉପାୟର ପ୍ରୟୋଗ କରି କେହି କେବେ ସାଇଙ୍କ ଦ୍ଵାରରୁ ନିରାଶ ଫେରି ନାହାନ୍ତି । ଏହି ପ୍ରୟୋଗ ଏତେ ଶକ୍ତିଶାଳୀ ଅଟେ କି ଏହାର ପ୍ରୟୋଗ ଆରମ୍ଭ ପରେ ହିଁ ଆପଣଙ୍କୁ ଆପଣଙ୍କ ଜୀବନରେ ପରିବର୍ତ୍ତନକୁ ଅନୁଭବ କରିବେ ।

ଯଦି ଆପଣଙ୍କୁ ଅନେକ ସମସ୍ଯା ଘେରି ରହିଛି, ପଇସାର ଘୋର ଅଭାବ ଲାଗି ରହିଛି ତେବେ ଏହି ଉପାୟ ଟି ନିଶ୍ଚୟ ଫଳ ପ୍ରଦ ହେବ । ଆପଣଙ୍କ ଘରେ ଯଦି ସବୁବେଳେ ଅଶାନ୍ତି ଲାଗି ରହିଛି ବା ଆପଣ ଖୁସିରେ ନାହାନ୍ତି ତେବେ ଆପଣ ଏହି ଉପାୟଟିକୁ କଲେ ନିଶ୍ଚୟ ସୁଫଳ ପ୍ରାପ୍ତ ହେବ ।

ସାତ ଗୁରୁବାର ପର୍ଯ୍ୟନ୍ତ ସାଇବାବା ଙ୍କ ମନ୍ଦିର ଯାଇ ଏହି ମନ୍ତ୍ର ମଧ୍ୟରୁ ଯେ କୌଣସି ଗୋଟିଏ ମନ୍ତ୍ର ଜପ କରନ୍ତୁ ଯେଉଁଟି ଆପଣଙ୍କ ହ୍ରୁଦୟକୁ ଛୁଉଁଛି ସେହି ମଧ୍ୟରୁ ଗୋଟିଏ ମନ୍ତ୍ର ଜପ କରନ୍ତୁ । ମନ୍ତ୍ର ଗୁଡିକ ହେଉଛି, 1- ଓମ ସାଇ ରାମ 2- ଓମ ସାଇ ଗୁରୁଦେବାୟ ନମଃ 3- ସବକା ମାଲିକ ଏକ ହେ 4- ଓମ ସାଇ ଦେବାୟ ନମଃ 5- ଓମ ସମାଧି ଦେବାୟ ନମଃ । ଜପ କରିବା ପାଇଁ ମୋତିମାଳ ବା ତୁଲସୀ ମାଳ ଆପଣ ହାତରେ ନେଇ ଜପ କରନ୍ତୁ ।

ଏବଂ ଜପ କରିବା ସମୟରେ ଆପଣଙ୍କ ଜୀବନରେ ଯାହାସବୁ ସମସ୍ଯା ଲାଗି ରହିଛି ତାକୁ ଜଣାନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ରହିଛି ତାହା ନିଶ୍ଚୟ ଦୂର ହେବ । ନିର୍ମଳ ହୃଦୟରୁ ସାଇବାବାଙ୍କ ଜପ ଆପଣଙ୍କୁ କରିବାକୁ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button