ଜ୍ୟୋତିଷ

ଆଜିଠୁ ଶେଷ ହେବ ଶନିଙ୍କ ସାଢେଷାତି! ଏହି 6ରାଶିର ବ୍ୟକ୍ତିଙ୍କୁ ମିଳିବ ଅପାର ଖୁସି… ଶୀଘ୍ର ଦେଖନ୍ତୁ ଆପଣଙ୍କ ରାଶି ନୁହେଁ ତ !

ନମସ୍କାର ବନ୍ଧୁଗଣ, ମନୁଷ୍ୟଙ୍କ ଜୀବନରେ ଯାହା ବି ଭଲ ଖରାପ ଘଟୁଅଛି ତାହା ସବୁ ଶନିଦେବଙ୍କ ପାଇଁ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ଉପରେ ଶନିଙ୍କ କୃପାଦୃଷ୍ଟି ପଡେ ସେହି ବ୍ୟକ୍ତି ଅତ୍ୟନ୍ତ ଖୁସି ଲାଭ କରେ । ଏବଂ ଯେଉଁ ବ୍ୟକ୍ତିଙ୍କ ଉପରେ ଶନିଦଶା ପଡେ ସେହି ବ୍ୟକ୍ତି ତା ଜୀବନରେ ଅନେକ କଷ୍ଟ ପାଏ । ତେବେ ଆଜି ଆସନ୍ତୁ ଜାଣିବା ସେହି ୬ ରାଶି ବିଷୟରେ ଏବଂ ଶନିଙ୍କ ପ୍ରଭାବରୁ କଣ ଘଟିବ ତାଙ୍କ ଜୀବନରେ ।

ପ୍ରଥମ ରାଶିଟି ହେଉଛି, ମେଷ ରାଶି: ଏହି ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ଶନିଦେବ ଏବେ ପ୍ରସନ୍ନ ରହିବେ । ଏବଂ ଆପଣଙ୍କ ଘରେ ଧନର ବର୍ଷା ହେବ । ଯେଉଁ ଲୋକମାନଙ୍କର ଆର୍ଥିକ ସ୍ଥିତି ଭଲ ନାହିଁ ସେହି ଲୋକମାନଙ୍କର ସ୍ଥିତି ଏବେ ସୁଧୁରିଯିବା । ଆୟ କମେଇବାର ନୂଆ ରାସ୍ତା ଆପଣଙ୍କ ପାଇଁ ଖୋଲିବ । ସନ୍ତାନ ସହ ଜଡିତ ବଡ ଖୁସି ଖବର ଆପଣଙ୍କୁ ମିଳିବ । ଦିତୀୟ ରାଶିଟି ହେଉଛି ବୃଷ ରାଶି: ଏହି ରାଶି ଉପରେ ଶନିଦେବ ତାଙ୍କର ବିଶେଷ କୃପା ରଖିବେ ।

ଆପଣଙ୍କ ପରିବାରରେ ସୁଖ ଶାନ୍ତିର ପରିବେଶ ସବୁବେଳେ ରହିବ । ଆପଣଙ୍କ ଘରର ସମସ୍ତ କଷ୍ଟ ଅସୁବିଧା ଦୂର ହେବ । ଯଦି ଆପଣଙ୍କ ଧନ କେଉଁଠାରେ ଫସି ରହିଛି ତେବେ ସେହି ଧନ ଆପଣଙ୍କୁ ପୁଣି ଥରେ ମିଳିବ । ପ୍ରେମ ମାମଲାରେ ମଧ୍ୟ ଆପଣ ବହୁତ ଭାଗ୍ୟଶାଳୀ ରହିବେ । ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ସଫଳତା ମିଳିବ । କିନ୍ତୁ ଆପଣଙ୍କୁ ଟିକେ କଷ୍ଟ ମଧ୍ୟ କରିବାକୁ ପଡିବ ଏଥିପାଇଁ । ଏବଂ ଏହାପରେ ଆପଣ ଆପଣଙ୍କ ସଫଳତା ପାଇପାରିବେ ।

ତୃତୀୟ ରାଶିଟି ହେଉଛି, କନ୍ୟା ରାଶି: ଭଗବାନ ଶନିଦେବ ଏବେ ଏହି ରାଶିର ବ୍ୟକ୍ତି ମାନଙ୍କର ସମସ୍ତ କଷ୍ଟକୁ ଦୂର କରିବେ । ବହୁତ ଧନ ପ୍ରାପ୍ତିର ଯୋଗ ରହିଛି । ଆପଣଙ୍କ ଘରକୁ ଏବେ ଖୁସିର ଆଗମନ ହେବ । ଆପଣଙ୍କ ଆର୍ଥିକ ସ୍ଥିତି ଏବେ ସୁଦୃଢ ହେବ । ଆପଣଙ୍କ ସମସ୍ତ ଇଚ୍ଛା ଭଗବାନ ଶନିଦେବ ଏବେ ପୁରା କରିବେ । ଚତୁର୍ଥ ରାଶିଟି ହେଉଛି, ମକର ରାଶି: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟଟି ଅତ୍ୟନ୍ତ ଭାଗ୍ୟଶାଳୀ ରହିବ ।

ଆପଣଙ୍କୁ ଧନ ଲାଭ ହେବା ସହ ଆପଣଙ୍କ ପୁରୁଣା ବନ୍ଧୁଙ୍କ ସହ ମଧ୍ୟ ଭେଟ ହେବ । ଏହି ସମୟରେ ଆପଣ କିଛି ନୂଆ ଜିନିଷ କିଣି ପାରନ୍ତି । ପଞ୍ଚମ ରାଶିଟି ହେଉଛି ତୁଳା ରାଶି: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ରହିବ । ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ । ଆର୍ଥିକ ଲାଭ ମଧ୍ୟ ହେବ ଆପଣଙ୍କର ।

ଷଷ୍ଠ ରାଶିଟି ହେଉଛି, କୁମ୍ଭ ରାଶି: ଆପଣଙ୍କ ଘରେ ଏବେ ଧନର ଅଭାବ ରହିବ ନାହିଁ । ଆୟ କମେଇବାର ନୂଆ ନୂଆ ରାସ୍ତା ଖୋଲିବ ଆପଣଙ୍କ ପାଇଁ । ଚାକିରି ମିଳିବାର ସମ୍ପୂର୍ଣ ଯୋଗ ରହିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button