ଦେଶ- ବିଦେଶ

2023 ରୁ 2025 ଦୁନିଆର ସବୁଠାରୁ କୋଟିପତି ଏହି ରାଶି, ଆପଣଙ୍କ ରାଶି ଅଛି କି ?

ବନ୍ଧୁଗଣ ଜ୍ଯୋତିଷ ମାନଙ୍କରେ ରାଶି ମାନଙ୍କୁ ଅଧିକ ମହତ୍ଵ ଦିଆଯାଇଛି । ଦୁନିଆରେ ଜନ୍ମ ହୋଇଥିବ ପ୍ରତେକ ମଣିଷ ସହ ୧୨ଟି ରାଶି ଯୋଡି ହୋଇ ରହିଥାଏ । ଏହି ରାଶି ମାନେ ବ୍ୟବହାର, ବର୍ତ୍ତମାନ, ଭବିଷ୍ୟତ ଦର୍ଶାଇଥାନ୍ତି । ଅଲଗା ଅଲଗା ରାଶି ଗୁଡିକ ହେବା କାରଣରୁ ପ୍ରତେକ ମଣିଷର ବ୍ୟବହାର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ପ୍ରତେକ ରାଶି ମାନେ ଗ୍ରହ ମାନଙ୍କର ଅନ୍ତର୍ଗତରେ ଆସିଥାନ୍ତି । ଏଥିପାଇଁ ପ୍ରତେକ ରାଶିର ପ୍ରଭାବ ମଣିଷ ଜୀବନରେ ପଡିଥାଏ । ଗ୍ରହ ଗୁଡିକ ଶୁଭ ହେଲେ ଶୁଭ ଓ ଅଶୁଭ ହେଲେ ଅଶୁଭ ଫଳ ଦେଇଥାଏ । ଆଜି ଆମେ ଆପଣଙ୍କୁ ୨୦୨୩ରୁ ୨୦୨୫ ମଧ୍ୟରେ କେଉଁ ରାଶି ରାଜ କରିବେ ସେହି ବିଷୟରେ କହିବାକୁ ଯାଉଛୁ ।

ମିଥୁନ ରାଶି : ଏହି ସମୟରେ ଆପଣଙ୍କର ଯେଉଁ ସବୁ ସମସ୍ଯା ଥିଲା ତାହା ସମାଧାନ ହୋଇଯିବ । ୩୦ ବର୍ଷ ପରେ ଶନିଦେବ ଆପଣଙ୍କ ଭାଗ୍ୟ ସ୍ଥାନରେ ରହିବେ । ବହୁତ ଦିନରୁ ଯେଉଁ କାମ ଅଟକି ରହିଛି ବା ଭବ୍ୟ ସାଥ ଦେଉ ନ ଥିଲା ତାହା ପୁରା ହେବାକୁ ଯାଉଛି । ୨୦୨୩ରୁ ୨୦୨୫ ମହଦ୍ଯରେ ରାଜଯୋଗ ହେବାକୁ ଯାଉଛି । ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । ଭାଗ୍ୟ ବଦଳିବାକୁ ଯାଉଛି । ବଡ ଧନ ଲାଭର ଯୋଗ ରହିଛି ।

ସିଂହ ରାଶି : ଆପଣଙ୍କ ଜୀବନରେ ୨୦୨୩ରୁ ୨୦୨୫ ମଧ୍ୟରେ ବନୁଅଛି ରାଜଯୋଗ । ଇନକମରେ ବୃଦ୍ଧି ହେବ । ଭାଗ୍ୟ ଉଦୟ ହେବାକୁ ଯାଉଛି । କିଛି ଯୋଜନା ହେବାର ଅଛି ତାହା ଉପରେ ଆପଣ କାମ କରିବା ଆରମ୍ଭ କରି ଦିଅନ୍ତୁ । ମା ଲକ୍ଷ୍ମୀଙ୍କ ବିଶେଷ କୃପା ଆପଣଙ୍କ ଉପରେ ବର୍ଷୀବ । ଚାକିରି କ୍ଷେତ୍ରରେ ଥିବା ବ୍ଯକ୍ତିଙ୍କୁ ଭଲ ଲାଭ ପ୍ରାପ୍ତ ହେବ । ପ୍ରମୋସନ ଅପେକ୍ଷାରେ ଥିଲେ ଫଳ ମିଳିବ । ସହଜରେ ମାନ ସମାନ ପ୍ରାପ୍ତ ହେବ ।

କୁମ୍ଭ ରାଶି : ଆପଣଙ୍କ ଉପରେ ଶନିଦେବ ରାଜଯୋଗ କରିବାକୁ ଯାଉଛନ୍ତି ୩୦ ବର୍ଷ ପରେ । ରାଜନୀତି କ୍ଷେତ୍ରରେ ସଫଳ ହେବେ । ବ୍ୟାପାର କରିବାକୁ ଚାହୁଥିଲେ ଶୁଭ ରହିବ । ଶନିଦେବ ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ନେଇକି ଆସୁଛନ୍ତି । ବେରୋଜଗାର ମାନଙ୍କୁ ରୋଜଗାର କରିବାର ଅବସର ମିଳିବ । ସମ୍ପତି ବା ଯାନବାହନ କ୍ରୟ କରିବେ । ୨୦୨୩ରୁ ୨୦୨୫ ମଧ୍ୟରେ ଭାଗ୍ୟ ଭଲ ରହୁଛି ।

ବିଛା ରାଶି : ୨୦୨୩ ରୁ ୨୦୨୫ ମଧ୍ୟରେ ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ । ସମ୍ପତିକୁ ନେଇ କାର୍ଯ୍ୟ କରୁଥିଲେ ଦିନ ଭଲ ରହିବ । ଆପଣଙ୍କୁ ବଡ ଫାଇଦା ମିଳିବ । କ୍ୟାରିୟରକୁ ନେଇ ଯେଉଁ ସମସ୍ଯା ଚାଲିଥିଲା ତାହା ଦୂର ହେବ । ଭାଗ୍ୟ ଆପଣଙ୍କର ସାଥ ଦେବାକୁ ଯାଉଛି । ବିଦେଶ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ ।

ମାତାଙ୍କୁ ନେଇ ସ୍ୱାସ୍ଥ୍ୟ ସମସ୍ଯା ଥିଲା ତାହା ଦୂର ହେବ । ଆପଣ ମାଲାମାଲ ହେବାକୁ ଯାଉଛନ୍ତି । ଆପଣ ବହୁତ କିଛି ପାଇବାକୁ ଯାଉଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button