ଜ୍ୟୋତିଷ

ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 01 ଜାନୁଆରୀ 2023 ରେ ବନୁଛି “କାଳସର୍ପ ଯୋଗ” ଏହି 8ଟି ରାଶି ହେବେ ମାଲାମାଲ

ବନ୍ଧୁଗଣ ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ କାରଣ ଭଗବାନ ଶନିଦେବଙ୍କ କୃପାରୁ ୨୦୨୩ ନୂଆବର୍ଷ ଜାନୁଆରୀ ୧ ରୁ ୧୨ଟି ରାଶିଙ୍କ ମଧ୍ୟରୁ ୮ଟି ରାଶି ହେବାକୁ ଯାଉଛି କୋଟିପତି । ଏହି ରାଶିଙ୍କ ଜୀବନରେ ଆସିବାକୁ ଯାଉଛି ଅପାର ଖୁସି । ଜାନୁଆରୀ ୧ ରେ କାଳସର୍ପ ଯୋଗ କାରଣରୁ ଏହି ରାଶି ହେବାକୁ ଯାଉଛନ୍ତି ମାଲାମାଲ । ଏହି ରାଶିଙ୍କ ପାଇଁ ସମୟ ମହତ୍ବପୂର୍ଣ୍ଣ ରହିବାର ଅଛି । ଶନିଦେବ ହେଉଛନ୍ତି ନ୍ୟାୟର ଦେବତା  । ସେ ପ୍ରାଣୀଙ୍କୁ ଭଲ କର୍ମ ପାଇଁ ଭଲ ଫଳ ଓ ଖରାପ କାମ ପାଇଁ ଉଚିତ ଦଣ୍ଡ ଦେଇଥାନ୍ତି । ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ ।

ମକର ରାଶି : ଏହି ରାଶିଙ୍କ ଉପରେ ଭଗବାନ ଶନିଦେବଙ୍କ ଅପାର କୃପା ଦ୍ରୁଷ୍ଟି କାରଣରୁ ଧନ ଲାଭର ସମ୍ଭାବନା ଅଛି । ବ୍ୟାପାରରେ ବୃଦ୍ଧି ହେବ । ବିଦେଶରେ ଚାକିରି ହୋଇପାରେ । ଚାକିରିରେ ପଦୋନ୍ନତି ହୋଇପାରେ । ଆୟରେ ବୃଦ୍ଧି ହେବ ।

ମେଷ ରାଶି : ନୂଆବର୍ଷ ୨୦୨୩ ଆପଣଙ୍କ ପାଇଁ ବହୁତ ଭଲ ସମୟ ନେଇକି ଆସୁଛି । ମାନ ସମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ଯାହା କାରଣରୁ ସମାଜରେ ଆପଣଙ୍କର ପ୍ରଶଂସା ହେବ । ସଫଳତାର ଅନେକ ଅବସର ପ୍ରାପ୍ତ ହେବ ।

ବୃଷ ରାଶି : ଆପଣଙ୍କୁ ବହୁତ ଜଲ୍ଦି ଶୁଭ ସନ୍ଦେହ ମିଳିବାର ଯୋଗ ଅଛି । ମେହନତର ଫଳ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଆପଣଙ୍କୁ ଅନେକ ପ୍ରକାରର ଧନ ଲାଭ ଓ ବଡ ବଡ ସଫଳତା ଇଲିବ । ମଧୂର ବାଣୀ ଦ୍ଵାରା ସବୁ କାର୍ଯ୍ୟ ପୁରା ହେବ ।

କନ୍ୟା ରାଶି : ଆପଣଙ୍କର ଦାମ୍ପତ୍ୟ ଜୀବନ ମଧୁମୟ ରହିବ । ଆପଣଙ୍କୁ ଧନ ଲାଭ ସହ ବ୍ୟାପାରରେ ଖୁବ ବୃଦ୍ଧି ହେବ । ଚାକିରିରେ ପଦୋନ୍ନତି ସହ ବେତନ ବୃଦ୍ଧିର ଯୋଗ ଅଛି । ବିଦେଶରେ ଚାକିରି କରିବାର ସ୍ଵପ୍ନ ଦେଖୁଥିଲେ ସତ୍ୟ ହେବ ।

ସିଂହ ରାଶି : ଭଗବାନ ଶନିଦେବଙ୍କ କୃପାରୁ ସମୟ ବେହତର ହେବାର ଅଛି । ସମଜା ଦ୍ଵାରା ଆପଣଙ୍କର ପ୍ରଶଂସା ହେବ । ଜୀବନରେ ଏମିତି ଅବସର ମିଳିବ ଯାହା ଦ୍ଵାରା ଭଲ ପରିବର୍ତ୍ତନ ଦେଖାଯିବ ।

ଧନୁ ରାଶି : ଧନୁ ରାଶିର ବ୍ୟକ୍ତିଙ୍କ ଉପରେ ଆପଣଙ୍କୁ ବହୁତ ଜଲ୍ଦି ଭଲ ଖବର ମିଳିବ । ଆକସ୍ମିକ ଧନ ଲାଭ ହେବ । ମେହନତର ଫଳ ମିଳିବାରୁ ଖୁସି ହେବେ । ସମୟ ଅନୁଯାୟୀ କାମ ପୂରଣ ହେବ । ପରିବାର ଓ ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ ।

କୁମ୍ଭ ରାଶି : ଆପଣଙ୍କ ଜୀବନରେ ଅନେକ ସାରା ଖୁଶିର ଆଗମନ ହେବାକୁ ଯାଉଛି । ଯାହା ବି ଇଚ୍ଛା ରହିଥିଲା ତାହା ପୂରଣ ହେବ । ଅଟକି ରହିଥିବା ଧନ ଫେରି ପାଇବେ । ପ୍ରେମ ଜୀବନରେ ସମୟ ଭଲ ରହିବ ।

ମିଥୁନ ରାଶି : ସମାଜରେ ମନ ସମାନ ପ୍ରତିଷ୍ଠା ହେବ । ଅଟକି ରହିଥିବା କାମ ସମୟ ଅନୁଯାୟୀ ପୁରା ହେବ । ପ୍ରଚୁର ଧନ ଲାଭ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button