ଜ୍ୟୋତିଷ

ଗୁରୁବାର ଦିନ ମରିଗଲେ ବି କରନ୍ତୁ ନାହିଁ ଏହି 5 ଟି କାମ, ଭୟଙ୍କର ଗରିବୀ ଆସିବ… ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଶୁକ୍ର ଗ୍ରହ ମଜବୁତ ଥିଲେ ଭାଗ୍ୟ ଚମକିବା ସହ ଧନ ମାମଲାରେ ବିଜୟ ଲାଭ ହୋଇଥାଏ । କିନ୍ତୁ ଯଦି ଆପଣ ଗୁରୁବାର ଦିନ ଏମିତି କିଛି କାମ କରନ୍ତି ତେବେ ପରିବାର ଉପରେ ସଙ୍କଟ ଆସିଥାଏ । ଗୁରୁ ଗ୍ରହ କମଜୋର ହୋଇଯାଏ । ଯାହା ଫଳରେ କିଛି ପରିଣାମ ଭୋଗିବାକୁ ପଡିଥାଏ । ଗୁରୁବାର ଦିନ ଏହି ସବୁ କାମ କରିଲେ ଦାଂପତ୍ଯ ଜୀବନ ଭଲରେ କଟେ ନାହି । ସ୍ଵାମୀ-ସ୍ତ୍ରୀ ଙ୍କ ମଧ୍ୟରେ ବାଦ ବିବାଦ ହୋଇଥାଏ ।

ଏହା ପରେ ଯେଉଁ କାମ କରନ୍ତି ସେଥିରେ ଅସଫଳତା ପ୍ରାପ୍ତ ହୋଇଥାଏ । ଟଙ୍କା ପଇସା ଆପଣଙ୍କ ପାଖରେ କେବେ ରୁହେ ନାହି । ଆସନ୍ତୁ ଜାଣିବା ସେହି କାମ ବିଷୟରେ ବିସ୍ତାର ଭାବେ । ୧- ମହିଳା ମାନେ ଗୁରୁବାର ଦିନ କେଶ ଧୋଇଥାନ୍ତି କିମ୍ବା ପୁରୁଷ ମାନେ ନଖ ବା ଦାଢି କାଟିଥାନ୍ତି ତେବେ ଏହା ଦ୍ଵାରା ଗୁରୁ ଗ୍ରହ କ୍ରୋଧିତ ହୋଇଥାନ୍ତି । ତେଣୁ ଗୁରୁବାରରେ ମହିଳା ମାନେ କେଶ ଧୁଅନ୍ତୁ ନାହି ।

୨- ଗୁରୁବାର ଦିନ କେବେ ବି କୌଣସି ବି ବ୍ୟକ୍ତି କାହାକୁ ଉଧାର ଦିଅନ୍ତୁ ନାହି କି ନିଅନ୍ତୁ ନାହି । ଏମିତି ହେଲେ ଉଧାର ନେଉଥିବା ବା ଦେଉଥିବା ବ୍ୟକ୍ତି କାଙ୍ଗାଳ ଅବସ୍ଥାକୁ ଆସି ଯାଇଥାନ୍ତି । କେତେ ପ୍ରକାରର ସମସ୍ୟାର ସମାନ କରିବାକୁ ପଡିଥାଏ ।

୩- ଗୁରୁବାର ଦିନ ଘରେ ପୋଛା ଲଗାଇବା ଶାସ୍ତ୍ର ଅନୁଯାୟୀ ବର୍ଜିତ କରା ଯାଇଛି । ଏହା ଦ୍ଵାରା ଆକସ୍ମିକ ଦୁର୍ଘଟଣା, ବାସ୍ତୁ ଦୋଷ, ନେଗେଟିଭ କୁ ନିମନ୍ତ୍ରଣ କରିଥାଏ । ଯଦି ଆପଣ ପୋଛା ଲଗାଉଛନ୍ତି ତେବେ ପାଣିରେ ଲୁଣ ମିଶାଇ ପୋଛା ଲଗାଇ ପାରିବେ । ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କ ପ୍ରବେଶ ହୋଇଥାଏ ।

୪- ଗୁରୁବାର ଦିନ କୌଣସି ମହିଳା ଙ୍କ ସହ ଝଗଡା କରିବା ଉଚିତ ନୁହେଁ । ତେଣୁ ଏହି ଦିନ ମାତା-ପିତା, ସ୍ତ୍ରୀ ଙ୍କ ସହ ଲଢେଇ ଝଗଡା କରନ୍ତୁ ନାହି । ଏହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ।

୫- ଯଦି ଆପଣଙ୍କ ସହ ଲଗାତାର ଧନ ହାନି ହେଉଛି, କୌଣସି କାର୍ଯ୍ୟ କରିବାରେ ସମସ୍ୟାର ସାମନା କରିବାକୁ ପଡୁଛି ତେବେ ଏଥିରୁ ମୁକ୍ତି ପାଇବାକୁ ୫ଟି ଗୁରୁବାର ବିନା କଇଁଚି ବା ଛୁରୀ ରେ କଟା ଯାଇଥିବା ପରିବାର ବା ଖାଦ୍ୟ ଖାଇବା ଉଚିତ ନୁହେଁ । ଏମିତି କରିଲେ ରାହୁ ର କ୍ରୂର ପ୍ରଭାବ ଦୂରେଇ ଯାଇ ଗୁରୁ ଗ୍ରହ ମଜବୁତ ହୋଇଥାଏ ।

୬- ଗୁରୁବାର ଦିନ ଘରର ନାରୀମାନେ ଓସ୍ତ ଗଛରେ ଜପ ଅର୍ପଣ କରନ୍ତୁ ନାହି । ଏହା ଦ୍ଵାରା ଖରାପ ଶକ୍ତି ଆକର୍ଷିତ ହୋଇଥାନ୍ତି । ତେଣୁ ଏମିତି ଭୁଲ କରନ୍ତୁ ନାହି ।

୭- ଗୁରୁବାର ଦିନ ସ୍ଵାମୀ-ସ୍ତ୍ରୀ ସହବାସ କରିବାରେ କିଛି ବାରଣ ନାହି । କିନ୍ତୁ ଧ୍ୟାନ ରଖିବେ ଶୟନ କକ୍ଷରେ ପିତୃପୁରୁଷଙ୍କ ଫୋଟୋ ନ ଥିବା ଦରକାର । ନ ହେଲେ ଅନେକ ପ୍ରକାରର ଦୋଷ ଲାଗିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button