ଜ୍ୟୋତିଷ

ମନିପ୍ଳାଣ୍ଟ ଛାଡନ୍ତୁ ଓ ଏହି ଗଛ ଆଣନ୍ତୁ ଘରକୁ, ତା ପରେ ଦେଖନ୍ତୁ ଚମତ୍କାର- Vastu Tips

ପ୍ରେତେକ ଲୋକମାନେ ଚାହାଁନ୍ତି କି ସେମାନାଙ୍କ ଘରେ ସବୁ ବେଳେ ଧନ ରହୁ । ସେମାନେ ଯାହା ଚାହାନ୍ନତି ତାହା ସେମାନେ କରି ପରନ୍ତୁ । କିଛି ଏହି ଭଳି ସମୟ ମଧ୍ୟ ଆସି ଥାଏ ଯାହା ଦ୍ଵାରା ଏମାନେ ଅନେକ ସମୟରେ ନିଜ ମନ କୁ ବୁଝାଇବା ପାଇଁ ଅନେକ ପୂଜା ପାଠ କରି ଥାନ୍ତି କେବଳ ତାହା ନୁହେଁ ଏମାନେ କିଛି ଉପାୟ ମାନ କରି ଥାନ୍ତି ମଧ୍ୟ । କିନ୍ତୁ ଆପଣ ମାନେ ଜାଣି ଥିବେ କି ଆହୁରି କିଛି ଉପାୟ ମାନ ମଧ୍ୟ ରହି ଥାଏ ଯେଉଁ ଭଳି କି ବାସ୍ତୁ ସାସ୍ତ୍ର ଅନୁସାରେ କିଛି ଲୋକମାନେ ଅନେକ କାମ କରି ଥାନ୍ତି ।

ଯେଉଁ ଭଳି ଭାବେ କୁହାଯାଏ ସେହି ଭଳି ଭାବେ ଘରର ମୁହଁ କୁ ରଖୀ ଥାନ୍ତି । ଏହା ସହ ଯେଉଁ ଭଳି ଭାବେ କଣ କିଛି ଉପାୟ ମାନ କରିବା ଆକୁ କୁହା ଯାଏ ତାହା ମଧ୍ୟ କରି ଥାନ୍ତି । କିଛି ଜଣ କିଛି ଉପାୟ କୁ ଦେଖିକି ହିଁ ନିଜ ଘରର ଆରମ୍ଭ କରି ଥାନ୍ତି । ଆଜି ଆମେ ଆପଣ ମାନଙ୍କୁ କହିବା କି ଆପଣ ମାନେ ଘରେ ମନି ପ୍ଳାଣ୍ଟ ତ ରଖୀ ଥିବେ କାରଣ ହେଉଛି କି ଏହା ଖୁବ ଭଲ ହୋଇ ଥାଏ । କୁହାଯାଏ କି ଏହି ଭଳି ଗଛ ଆମ ଘରେ ରହିବା ଆଡବାରା ମା ଲକ୍ଷ୍ମୀ ଙ୍କ ବାସ ହୋଇ ଥାଏ ।

ଏହା ସାହା ଆପଣ ମାନେ ଏହା ମଧ୍ୟ ଜାଣି ଥିବେ କି ଏହା କୁ ବଢିବାର ଦେଖିଲେ କୁହାଯାଏ କି ଏହା ଆମ ଧନ ବଢାଇବା ର ଉପାୟ ମାନ କରୁଛି । ଏହା ଆକିଛି ଲୋକମାନେ ଜାଣି ଥିବେ ଏହା ଛଡା ଆଉ ଏକ ଗଛ ଅଛି ଯାହାକୁ ଲଗାଇବା ଖୁବ ଭଲ ହୋଇ ଥାଏ ଯାହାକୁ ଲଗାଇବା ଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତି ସମାନ ବଜାୟ ରହିବ । ଏହା କହିବାର ଅର୍ଥ ହେଉଛି କି ଆମେ ଯାହାଭି କରୁଛେ କିମ୍ବା ଆମେ ଯାହାଭି କରିବା ଦେଖି ଚାହିଁ ଏହା ବିଷୟରେ ଜାଣିକି କରିବା ଭଲ ହୋଇ ଥାଏ ।

ଆଜି ଆମେ ଆପଣଙ୍କୁ ଗଛ ବିଷୟରେ କହିବା । କ୍ରାସୁଲା ଗଛ ଏହାକୁ ମନି ଟ୍ରୀ ମଧ୍ୟ କୁହା ଯାଏ । ଏହା ଦେଖିବା ଅପାଇନ ବଡ ନୁହେଁ ଏହାକୁ ଆପଣ ବଜାର ରୁ କିଣିକି ଲଗାଇ ପାରିବେ ଏହି ଗଛ ର ପତ୍ର ଗୁଡିକ ଦେଖିବା ପାଇଁ ଖୁବ ଫ୍ଲାଟ ଅଛି ଏହା ସାବା ଏହା ଦୂରରୁ ଘାଶ ଭଳି ଦିଶେ । ଆପଣ ଏହାକୁ କେଉଁ ଜାଗାରେ ଭି ରଖିବେ ଏହା ବଡ ହୋଇ ଜୀବ । ଆପଣ ଏହାକୁ ଖରାରେ କିମ୍ବା ଛାଇରେ ରଖିଲେ ଏହା ଉଭୟ ଜାଗାରେ କାମ ଦେଇ ଥାଏ । ଆମେ ଯଦି ଏହାକୁ ଏକ ଜାଗାରେ ଲଗାଇ ଦେବା ଏହା ମନକୁ ମନ ବଡ ହୋଇ ଥାଏ । ଆପଣ ଏହାକୁ ଘରର ଡାହାଣ ପଟେ ରଖିବେ ଓ ଦେଖିବେ ଏହା ପରେ କେତେ ଶୁଭ ଫଳ ଆପଣ ପାଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button