ଜ୍ୟୋତିଷ

ଘରେ ଠାକୁରଙ୍କ ମୁଖ କେଉଁ ଦିଗକୁ ରଖିଲେ ଶୁଭ ଫଳ ମିଳିଥାଏ- Ajira Anuchinta

ଆମ ସବୁ ଙ୍କ ଘର ର ଠାକୁର ଘର କୁ ଆମେ ସଫା କରି ଥାଉ ପୂଜା କୃ ଥାଉ । ଏହାକୁ ବନେଇବା ଅବେଳେ ଅନେକ ସମୟରେ ଆମେ ଚିନ୍ତା କରି ଥାଉ କି ଏହାକୁ କେଉଁ ଭଳି ଭାବେ ଆମେ ରଖିବା ତାକି ଆମ ମୁହଁ କେଉଁ ଆଡକୁ ରହିବ । ଏହା  ଆମକୁ ବାସ୍ତୁ ଶାସ୍ତ୍ର  ରୁ ଜଣା ପଡି ଯାଇ ଥାଏ । ଆମେ ଆଜି କହିବା ପାଇ ଯାଉଛୁ କି ଆମେ ଯେଉଁ ଭି କମ କରିବା ଆକିମ୍ବ ଅକାମ କରିବା କୁ ଯାଉଛେ ତା ଆଗରୁ  ଏକ ବିଶ୍ଳେଷଣ କରି ନେବା ନିହାତି ଭାବେ ଦରକାର ।

ଆମେ ମନ୍ଦିର ମନାଙ୍କୁ ଯାଉଛେ ଓ ଏହା ମଧ୍ୟ ଦେଖୁଛେ କି ମଦିର ରେ ଥିବା ଠାକୁର ଙ୍କ ମୁହଁ ପୂର୍ବ ଦିଆଗକୁ ଅଛି ଆମେ ଆସିକି ଏହାକୁ ସେହି ଆଡକୁ ଅକୃଛେ  କିନ୍ତୁ କଣ ଆପଣ ଜାଣି ଛନ୍ତି କି ଆମେ ଯାହାଭି କରୁଛେ ଏହା ଟିକ ଅଟେ  କି । ମଦୁର ଓ ଘର ଭିତରେ ଅନେକ ପାର୍ଥକ୍ଯ ମାନ ଥାଏ ଏହା ହେଉଛି କି ଆମେ ଘରେ ଥିବା ବେଳେ ଅନେକ ସମୟରେ କ୍କିହହୀ ଭୁଲ କରି ଦେଇ ଥାଉ ସେଇ ପାଇଁ ଶୋଇବା ଆଘାର ଠାରୁ ଅନେକ ଦୂରରେ ଆମେ ଏହାକୁ ରଖୀ ଥାଉ । କାରଣ ଆମ ଦ୍ଵାରା କିଛି ଭୁଲ କିମ୍ବା ଆନିତି ନ ହୋଇ ଜୀବ ।

ଆପଣ ମାନେ ଜଣାଇ ଛନ୍ତି କି ଭଗବାନ ଙ୍କ ପୂଜା କରିବା ପାଇ ମଣିଷ କୁ ଏକ ଶାନ୍ତି ପୂର୍ଣ୍ଣ ଓ ସୁନ୍ଦର ପରିବେଶ ଦରକାର ଅଟେ । ଆଜି ଆମେ କହିବା କି ଆମ ର ଠାକୁର ଘରର ସାଫା ସଫେଇ ଓ ଏହାର ଧ୍ୟାନ ରଖିବା ଦ୍ଵାରା ଘରେ ଥିବା ସୁଖ ଶାନ୍ତି ବଜାୟ ରହି ଥାଏ । ଆଜି ଆମେ କହିବ ଆକି ଆମେ ନିଜ ଠାକୁର  ଘର ର ମୁହଁ କୁ ପଶ୍ଚିମ ଦିଗ ଆଡକୁ କରିକି ରଖିବା ଭଲ ହୋଇ ଥାଏ ।କିନ୍ତୁ ଆପଣଙ୍କ ଘରେ ଯଦି କିଛି  ଅଲଗା ପ୍ରକାର ବିଦ୍ଧି ଅଛି କହିବାର ମାନେ ହେଉଛି କି ଅନ୍ୟ କିଛି ଦେବୀ ଦେବତା ଙ୍କ ଖାସ ପୂଜା ହେଉ ଥାଏ  ଘରେ ତେବେ ଆପଣ ମାନେ ମଧ୍ୟ ନିଜ କୁଳ ଗୁରୁ କିମ୍ବା ବ୍ରାହ୍ମଣ ଙ୍କ ସାହାଜ୍ଯ ନେଇ ପାରନ୍ତି ।

କିନ୍ତୁ ଘରେ ଯଦି ଆପଣ ମଦିର ତିଆରି କରୁଛନ୍ତି ତେବେ ଆପଣ ଏହାକୁ ପଶ୍ଚିମ ମୁଖା ହିଁ କରନ୍ତୁ ଏହା ଦ୍ଵାରା ଆପଣ ଯେତେବେଳେ ଭଗବାନ  ଙ୍କ ଆଫଦକୁ ମୁହଁ କରି ପ୍ରାର୍ଥନା କରିବେ ସେତେବେଳେ ଆପଣଙ୍କ ମୁହଁ ପୂର୍ବ ମୁଖା ହୋଇ ରହିବ । ଏହା ଦ୍ଵାରା ଆପଣଙ୍କ ସବୁ କାମ ରେ ସଫଳତା ମିଳିବ ଆପଣଙ୍କୁ ଓ ଆପଣ ଖୁବ ଭଲ ଜୀବନ ଜାପାନ କରିବେ ଭଗବାନ ଙ୍କ କୃପାରୁ । ଯେଉଁ ମାନେ ଏହା ଛଡା ଆଉ କିଛି ପରିବର୍ତ୍ତନ ଚାହାଁନ୍ତି ସେମାନେ ବସ୍ତୁ ଶାସ୍ତ୍ର ର ସାହାଜ୍ଯ ନେଇ ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button