ଜ୍ୟୋତିଷ

ଶରୀରର ଏହି ଅଙ୍ଗରେ ଆଜି ହିଁ ବାନ୍ଧନ୍ତୁ କଳା ଧାଗା, ସବୁକିଛି ହେବ ଆପଣଙ୍କ ମୁଠିରେ

ଆପଣ ମାନେ ଜାଣିଥିବେ କି ଆଗରୁ ଲୋକମାନେ ଯେତେବେଳେ ପିଲା ମାନେ ଜନ୍ମ ହୋଇଥାନ୍ତି ସେତେବେଳେ ସେମାନେ କଲାଟିକା କିମ୍ବା କଳା ସୂତା ବାନ୍ଧୁଥିଲେ । ମାତ୍ର ଏବେ ଏହାକୁ ମାନିବା ପାଇଁ ଲୋକମାନଙ୍କୁ କଷ୍ଟ ହେଉଛି । ସମୟ ବଦଳିବାରେ ଲାଗିଛି ସମୟ ସହ ମଣିଷ ମଧ୍ୟ ବଦଲୁଛି ।

ଯଦି ମଣିଷ ନିଜ ପୂର୍ବ କୁ ଟିକେ ଫ୍ରି ଚାହିଁବ ତେବେ ତାକୁ ଅନେକ ଜିନିଷ ଶିଖିବା ପାଇଁ ମିଳିବ । କିଛି କାମ ଆମ ସମାଜ ପାଇଆନ ହାନି କାରକ ଥିଲା ଏହା ସତ୍ୟ ଅଟେ ମାତ୍ର ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଆମେ ଅନେକ କିଛି ଶିଖିବା ଆବଶ୍ୟକତା ଅଛି । ଯାହା ଆଜି ଭି ଅମାକୁ ଅନେକ ଅସୁବିଧାରୁ ବଞ୍ଚାଇବ । ଆପଣ ମାନେ ତ ଜାଣିଥିବେ କି ଆପଣ କିଭଳି ଭାବେ ନିଜ ପରିବାର ଓ ନିଜ ପିଲାମାନଙ୍କୁ ସବୁ ଠାରୁ ବଞ୍ଚାଇବା ପାଇଁ କାମରେ ଆଶିବ ।

ଆପଣ ମାନଙ୍କୁ ଆଜି ଆମେ କହିବା ପାଇଁ ଯାଉଛୁ କି କିଭଳି କଳା ସୂତା ଓ କଳା ଟୀକା ଦ୍ଵାରା ଆପଣ ନିଜ ଜୀବନ ରେ ଆସୁଥିବା ଖରାପ ଊର୍ଜା କୁ ଦୂରେଇ ଦେଇ ପାରିବେ । ଆପଣ ମାନେ ଜାଣିଥିବେ କି ଆପଣ ମାନେ ଅନେକ ସମୟରେ କିଛି ଭଲ ଅକାମ କରିବା କିମ୍ବା କିଛି ଶୁଭ କର୍ମ ରେ ରହିବା ବେଳେ କିଛି ଶକ୍ତି ଆପଣଙ୍କୁ ଅଟକାଇଲା ଭଳି ଲାଗେ । ଯଦି କିଛି ଖରାପ ପ୍ରଭାବ ଆପଣଙ୍କ ଉପରେ ତାହେଲେ ଆପଣ କଣ କରିବେ ।

କଳା ସୂତା ସବୁଠାରୁ ଭଲ ଉପାୟ । ଆପଣଙ୍କ ଘରେ ଯଦି ଝଗଡା ହେଉଛି ଓ ଅସାନ୍ତି ଲାଗି ରହୁଛି ତେବେ ଆପଣ ଏକ କଳା ସୂତା ଆଣିକି ଏହାକୁ ଆପଣ 108 ଟି ଗଣ୍ଠି କରିକି ନିଜ ଘର ଦୁଆର ବନ୍ଧରେ ବାନ୍ଧି ଦିଅନ୍ତୁ ଏହାକୁ ଗଣତି ପକେଇବା ବେଳେ ଆପଣ ଶନି ଦେବଙ୍କ ନାମ ଉଚ୍ଚାରଣ କରିକି କରନ୍ତୁ । ଯଦି ଆପଣଙ୍କ ଘରେ ଥିବା ଲୋକଙ୍କ ଦେହ ଖରାପ ରହୁଥିବ କିମ୍ବା ମାନଶିକ ଶାନ୍ତି ନଥିବ ତାହେଲେ ଆପଣ ଏକ କଳା ସୂତା ନେଇକି ମନ୍ଦିର ରେ ରଖି ସିନ୍ଦୁର ଦେଇକି ରଖନ୍ତୁ ଏହା ପରଦିନ ଏହାକୁ ସେଇ ଲୋକର ହାତରେ ପିନ୍ଧେଇ ଦିଅନ୍ତୁ ।

ଏହା ସହ ଆପଣ ହାତରେ ରୁଦ୍ରାକ୍ଷ କୁ କଳା ସୂତାରେ ଏହାକୁ ବାନ୍ଧି ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କୁ ଖୁବ ଭଲ ପରିଣାମ ପାଇବେ । ଛୋଟ ପିଲା ଙ୍କୁ ଆପଣ ଯଦି ଗୋଡରେ କଳା ସୂତା ବାନ୍ଧି ଦେବେ ତେବେ ଏହା ମଧ୍ୟ ଆପଣଙ୍କୁ ଖୁବ ଭଲ ପରିଣାମ ପାଇବେ । ଯେଉଁ ସ୍ତ୍ରୀ ଲୋକ ମାନେ ଗର୍ଭବତୀ ଥାନ୍ତି ସେମାନେ ଅଧିକ ନଜର ହୋଇଥାନ୍ତି ଏହି ସମୟରେ ତେଣୁ କରି ଆପଣ

ସେମାନଙ୍କ ହାତରେ କିମ୍ବା ଗୋଡରେ ୭ ଟୀ ଗଣ୍ଠି ପକେଇକି ଏହାକୁ ବାନ୍ଧିଦେବେ ଏହା ସେମାନଙ୍କୁ ଖରାପ ନଜର ରୁ ବଞ୍ଚାଇବ । କଳା ସୂତା ଆପଣ ଯଦି ନିଜ ସାଙ୍ଗେ ରଖିବେ ଯାତ୍ରା ସମୟରେ ଏହା ମଧ୍ୟ ଆପଣଙ୍କ ନାକାରତ୍ମକ ଶକ୍ତି ଠାରୁ ଦୂରେଇ ରଖିବ । ଛୋଟ ପିଲା ମାନଙ୍କୁ ସେଥି ପାଇଁ ଆପଣ କଳା ଟୀକା ଲଗାଇବା ଆବଶ୍ୟକ ଅଟେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button